ମାଡି ଆସୁଛି କାଳ ବୈଶାଖୀ । ଆଜିଠାରୁ ଦୁଇ ଦିନ ଧରି ହେବାକୁ ଯାଉଛି ପ୍ରବଳ ବର୍ଷା ଶ ବଜ୍ରପାତ । ଏହି ସବୁ ଜିଲ୍ଲା କୁ ସତର୍କ ସୂଚନା …

 

ନମସ୍କାର ବନ୍ଧୁ ଗଣ ଆପଣ ମାନଙ୍କୁ  ଆମ ର ଏହି ସୁନ୍ଦର ୱେବ ପୋର୍ଟାଲ କୁ ସ୍ୱାଗତ କରୁଅଛୁ । ଆଜି ଏହି ପୋଷ୍ଟ ମାଧ୍ୟମରେ ଆମେ ଆପଣ ମାନଙ୍କୁ । ଜଣାଇ ବାକୁ ଯାଉଛୁ ଆଗାମୀ ଦିନ ରେ ହେବାକୁ ଥିବା କାଳ ବୈଶାଖୀ ବର୍ଷା ଏବଂ ଏହା ସାଙ୍ଗକୁ ହେବାକୁ ଥିବା ବର୍ଷା ସମ୍ପର୍କରେ କହିବାକୁ ଯାଉଛି । ତେବେ ଆପଣ ଏହି ପୋଷ୍ଟ କୁ ଆରମ୍ଭ ରୁ ଶେଷ ପର୍ଯ୍ୟନ୍ତ ପଢ଼ନ୍ତୁ । ଆଉ ଜାଣି ପାରିବେ ସମ୍ପୂର୍ଣ୍ଣ ତଥ୍ୟ । 

 

ତେବେ ବର୍ତ୍ତମାନ ସମୟରେ ଓଡ଼ିଶାରେ ବଙ୍ଗୋପସାଗର ରେ ଘୁର୍ଣ୍ଣିଭୁତ ହୋଇଥିବା  ଘୁର୍ଣ୍ଣିଝଡ଼ ବର୍ଷା ର ରୂପ ନେଇଛି । ବିଶେଷ କରି ଗତ କାଲି କଟକ ଏବଂ ଭୁବନେଶ୍ୱର ରେ ହୋଇଥିବା ବର୍ଷା ର ପ୍ରଭାଵ  ବର୍ତ୍ତମାନ ଉପକୂଳ ବର୍ତୀ ସମସ୍ତ ଜିଲ୍ଲା ରେ ତାୟମାତ୍ରା କୁ ଶାନ୍ତ କରିଚି । ତେବେ ପଶ୍ଚିମ ଓଡ଼ିଶାରେ ଏହାର କୌଣସି ପ୍ରଭାବ ନ ପଡିବାରୁ ଏଠାରେ ତାପମାତ୍ରା ଅଧିକ ରହିବ । 

 

ସେହିଭଳି ଏଠାରେ ଦିନକୁ ଦିନ ତାପମାତ୍ରା ରେ ବୃଦ୍ଧି କାରଣରୁ ଆଗାମୀ ୩୦  ଏବଂ ୩୧ ଉପକୂଳ ଓଡିଶା ର  ବିଭିନ୍ନ ସ୍ଥାନ ରେ ଅଳ୍ପ କିମ୍ବା ମାଧ୍ୟମ ଧରଣର ବର୍ଷା ହେବାର ସମ୍ଭାବନା ଅଛି । ବିଶେଷ କରି ପୁରୀ ଖୋର୍ଦ୍ଧା , କଟକ ,ଯାଜପୁର ଜିଲ୍ଲା ରେ ଧୂଳିଝଡ଼ ସାଙ୍ଗ କୁ ବର୍ଷା ହେବାର ସମ୍ଭାବନା ମଧ୍ୟ ଦେଖା ଦେଉଛି ।

 

ତେବେ ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

 

ଧନ୍ୟବାଦ ।

Leave a Reply

Your email address will not be published. Required fields are marked *