ନମସ୍କାର ବନ୍ଧୁଗଣ ଆପଣ ମାନଙ୍କୁ ଆମ ଓଡ଼ିଶା ଖବର ପୋର୍ଟାଲ୍ ସ୍ବାଗତ ଜଣାଉଛୁ । ଆସନ୍ତୁ ଜାଣିବା ବାତ୍ୟା ବିଷୟ ରେ କିଛି ଖବର । ବଙ୍ଗୋପ ସାଗରରେ ଦାନା ବାନ୍ଧୁ ଥିବା ଆଉ ଏକ ବାତ୍ୟା ବିଷୟ ଉପରେ ଏବଂ ତାହାର ରୂପ ରେଖ ବିଷୟ ରେ ।
ବନ୍ଧୁ ଗଣ ଦକ୍ଷିଣ ପୂର୍ବ ବଙ୍ଗୋପ ସାଗର ରେ ବାତ୍ୟା ନିଭା ଘନୀଭୂତ ହଇ ଗତ ୨୬ ତାରିଖ ରେ ପଣ୍ଡିଚେରୀ ନିକଟରେ ଲେଣ୍ଡ୍ ଫଲ୍ କରିଥିଲା ଏବଂ ବହୁତ୍ ଖେୟ ଖେତି କରିଥିଲା ଏବେ ପୁଣି ଆଉ ଏକ ବାତ୍ୟା ଦକ୍ଷିଣ ପୂର୍ବ ବଙ୍ଗୋପ ସାଗର ରେ ଘନୀଭୂତ ହଇ ଥିବାର ଭାରତୀୟ ପାଣିପାଗ ବିଭାଗ ସୂଚନା ଦେଇଛି । ଆସନ୍ତା ଡ଼ିସେମ୍ବର ୨ ରେ ଏହା ତାମିଲନାଡୁ ଏବଂ କେରଳ ରେ ପ୍ରଭାବ ପକେଇବାର ଭାରତୀୟ ପାଣିପାଗ ବିଭାଗ ସୂଚନା ଦେଇଛି । ସେଟ୍ ଲାଇଟ୍ ରୁ ଜଣା ଜଣାପଡୁଛି ଏହି ଲଘୁ ଚାପ୍ ଶ୍ରୀଲଙ୍କା ଠାରୁ ୭୫୦ କିମି ଏବଂ କନ୍ୟାକୁମାରୀ ଠାରୁ ୧୧୫୦ କିମି ଦୂର ରେ ରହିଛି ।
ଏହି ଲଘୁଚାପ ଆଗାମୀ ୨୪ ଘଣ୍ଟା ଭିତରେ ଧୀରେ ଧୀରେ ଅବପାତ ର ରୂପ ନେବା ପରେ ଏହା ବାତ୍ୟା ରେ ପରିଣତ ହେବ । ପରେ ଏହା ବାତ୍ୟା ରେ ପରିଣତ ହେବା ପରେ ଉତ୍ତର ପଚିମ ମୁହାଁ ହଇ ଶ୍ରୀଲଙ୍କା ଉପକୂଳ ଦେଇ ଗତିକରି ବୋଲି ପାଣିପାଗ ବିଭାଗ ଏହାର ଅଫିସିଆଲ୍ ପେଜ ରେ କହିଛି । ଏହାର ପ୍ରଭାବରେ କିଛି ସ୍ଥାନରେ ଅତ୍ୟଧିକ ବର୍ଷ ହବାର ସମ୍ଭାବନା ରହିଛି । ବିଶେଷ କରି ଦକ୍ଷିଣ ତାମିଲନାଡୁ ଦକ୍ଷିଣ କେରଳ ର କିଛି ଅଞ୍ଚଳ ର ବର୍ଷ ହେବା ନେଇ imd ସୂଚନା ଦେଇଛି ।
ତେବେ ବର୍ତମାନ ସମୟ ରେ ଜଉ ସୂଚନା ରହିଛି ପୁଣିଥରେ ଦକ୍ଷିଣ ସାଗର ବଙ୍ଗୋପ ସାଗର ରେ ଆଉ ଏକ ବାତ୍ୟା ସୃଷ୍ଟି ହେଇଚି ଯାହାର ପ୍ରଭାବ ଶିଧ୍ ସଳଖ ତାମିଲନାଡୁ ଏବଂ କେରଳ ଉପରେ ତେବେ ଏହି ବାତ୍ୟା କାରଣ ରୁ ଓଡ଼ିଶା ରେ କିଛି ସ୍ଥାନ ରେ ବର୍ଷା ହେବାର ଅନୁମାନ କାରା ଯାଇଛି ।
ଯଦି ଆମର ଏହି ଖବର ଆପଣଙ୍କୁ ଭଲ ଲାଗିଛି ତାହେଲେ ତଳେ ଗୋଟିଏ ଲାଇକ କରନ୍ତୁ । ଅନ୍ୟ ମାନଙ୍କ ପାଖରେ ଏହି ଖବର ପହଞ୍ଚେଇବାକୁ ଗୋଟିଏ ସେୟାର କରନ୍ତୁ । ଜୟ ଜଗନ୍ନାଥ । ଆପଣ ଙ୍କ ଦିନଟି ସୁଭମୟ ହେଉ ।