ମାଡି ଆସୁଛି ବିଶ୍ୱ ପାଇଁ ମହା ବିପଦ । ଶରୀରକୁ କରି ଦେଉଛି କଳା । କରୋନା ର ନୂଆ ଲକ୍ଷଣ ହୋଇ ଯାଆନ୍ତୁ ସତର୍କ …

 

ନମସ୍କାର ବନ୍ଧୁ ଗଣ ଆପଣ ମାନଙ୍କୁ  ଆମ ର ଏହି ସୁନ୍ଦର ୱେବ ପୋର୍ଟାଲ କୁ ସ୍ୱାଗତ କରୁଅଛୁ । ଆଜି ଏହି ପୋଷ୍ଟ ମାଧ୍ୟମରେ ଆମେ ଆପଣ ମାନଙ୍କୁ । ଜଣାଇ ବାକୁ ଯାଉଛୁ କରୋନା ର ନୂଆ ଲକ୍ଷଣ ବିଷୟରେ ଯାହା ଶରୀର କୁ ସମ୍ପୂର୍ଣ୍ଣ କଳା କରିଦେଉଛି ସେ ବିଷୟରେ କହିବାକୁ ଯାଉଛି । ତେବେ ଆପଣ ଏହି ପୋଷ୍ଟ କୁ ଆରମ୍ଭ ରୁ ଶେଷ ପର୍ଯ୍ୟନ୍ତ ପଢ଼ନ୍ତୁ । ଆଉ ଜାଣି ପାରିବେ ସମ୍ପୂର୍ଣ୍ଣ ତଥ୍ୟ । 

 

ଆମ୍ଭେ ମାନେ ଜାଣିଛନ୍ତି ଗତ ଏକ ବର୍ଷ ଧରି ବିଶ୍ୱ ରେ କରନା ନିଜର କାୟା ବିସ୍ତାର କରି ରଖିଛି । ଯାହା ପାଇଁ ବିଶ୍ୱ ରେ ପିଲା ମାନଙ୍କ ପାଠ ପଢ଼ାରେ ହେଉ ଲୋକ ମାନଙ୍କ ଚାକିରୀ କ୍ଷେତ୍ରରେ ହେଉ ତଥା ବିଭିନ୍ନ କାର୍ଯ୍ୟ ରେ ଲୋକମାନେ ବହୁ ଅସୁବିଧା ର ସମ୍ମୁଖୀନ ହୋଇଛନ୍ତି । ଏହା ବିଶ୍ୱ ଉପରେ ଏକ ମହା ବିପଦ ସଦୃଶ୍ୟ ସମାନ । 

 

ତେବେ ଏହି କରୋନା ବିଭିନ୍ନ ସ୍ତର ର ଲୋକ ମାନଙ୍କ ଶରୀର କୁ ଆକ୍ରାନ୍ତ କରି ଏହାକୁ ଦୁର୍ବଳ କରି ଦେଉଛି । ତେବେ ବର୍ତ୍ତମାନ ସମୟରେ ବିଶ୍ୱ ରେ କରୋନା ର ଦୁତୀୟ ଷ୍ଟ୍ରେନ ଆସି ସାରିଲାଣି । ତେବେ କେତେକ ସ୍ଥାନ ରେ କରୋନା ଯୋଗୁଁ ଲୋକ ଙ୍କ ଶରୀର କଳା ପକାଇ ଦେଉଛି । ତେବେ ଇଟାଲୀ ରେ ଜଣେ ମହିଳା ଙ୍କ ହାତ ର ଆଙ୍ଗୁଳି କଳା ପକାଇ ଦେଉଥିବା ବେଳେ ଏହାର କାରଣ କରୋନା ବୋଲି ବୈଜ୍ଞାନିକ ମାନେ କହିଛନ୍ତି ।

 

ତେବେ ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

 

ଧନ୍ୟବାଦ ।

Leave a Reply

Your email address will not be published. Required fields are marked *