ମାଡି ଆସୁଛି ମହାବିପଦ ।ମହାପ୍ରଭୁ ଦେଲେ ସଙ୍କେତ ଶ୍ରୀମନ୍ଦିର ରେ ପଡିଲା ରକ୍ତ ଛିଟା  । ମହାପ୍ରଭୁଙ୍କ ହେଲା ମହାସ୍ନାନ …

 

 

ନମସ୍କାର ବନ୍ଧୁ ଗଣ ଆପଣ ମାନଙ୍କୁ  ଆମ ର ଏହି ସୁନ୍ଦର ୱେବ ପୋର୍ଟାଲ କୁ ସ୍ୱାଗତ କରୁଅଛୁ । ଆଜି ଏହି ପୋଷ୍ଟ ମାଧ୍ୟମରେ ଆମେ ଆପଣ ମାନଙ୍କୁ । ଜଣାଇ ବାକୁ ଯାଉଛୁ କିଭଳି ଭାବେ ଶ୍ରୀମନ୍ଦିର ରେ ରକ୍ତ ର ଛିଟା ପଡିବା ସହିତ ମହାପ୍ରଭୁ ଙ୍କ ମହାସ୍ନାନ ହୋଇଛି । ଯାହା ଫଳରେ ଜଗତର ନାଥ ଜଗନ୍ନାଥ କିଛି ବିପଦ ର ସଙ୍କେତ ପ୍ରଦାନ କରିଛନ୍ତି ନେଇ ଭକ୍ତ ମାନଙ୍କ ମଧ୍ୟରେ ଚର୍ଚ୍ଚା ଜୋର ଧରିଛି ।

 

ତେବେ ଆପଣ ଏହି ପୋଷ୍ଟ କୁ ଆରମ୍ଭ ରୁ ଶେଷ ପର୍ଯ୍ୟନ୍ତ ପଢ଼ନ୍ତୁ । ଆଉ ଜାଣି ପାରିବେ ସମ୍ପୂର୍ଣ୍ଣ ତଥ୍ୟ । ତେବେ ସୂଚନା ଅନୁସାରେ ଗତ ରବିବାର ଦିନ ଶ୍ରୀମନ୍ଦିର ବନ୍ଦ ଥିବା ବେଳେ ଅପରାହ୍ନ ୨ଟା ବାଜି ୩୦ ମିନିଟ ସମୟରେ  ଶ୍ରୀମନ୍ଦିର ମଧ୍ୟରେ ବେହେରଣ ଦ୍ୱାର ପାଖରେ ଜେଡିପି ମନୋଜ ପାଣିଗ୍ରାହୀ ଏବଂ ଜେଡିପି ଗଙ୍ଗା ପ୍ରଧାନ କାର୍ଯ୍ୟରତ ଥିଲେ । 

 

ଟ୍ରବେ ଉଭୟ ଙ୍କ ମଧ୍ୟରେ ପରିବାର କୁ ନେଇ କଥା କଟା କଟି ହେବା ସହିତ ଧସ୍ତାଧସ୍ତି ହୋଇଥିଲା ପରବର୍ତ୍ତୀ ସମୟରେ କାଠ ଫାଳିଆ ରେ ଜଣେ ଅନ୍ୟ ଜଣକୁ ଆକ୍ରମଣ କରିଥିଲେ । ଯାହା ଫଳରେ ଶ୍ରୀମନ୍ଦିର ରେ ରକ୍ତ ଛିଟା ପଡିଥିଲା । ତେବେ ଯାହା ଫଳରେ ମହାପ୍ରଭୁଙ୍କ ପୁନର୍ବାର ମହାସ୍ନାନ କରାଯାଇଥିଲା । ଏବଂ ସମସ୍ତ ନୀତିକ୍ରାନ୍ତି ବିଳମ୍ବ ହୋଇଥିଲା । ଏବଂ ଏହି ଦୁଇ ଜେଡିପି ଙ୍କୁ ଦୁଇ ମାସ ପାଇଁ ନିଲମ୍ବନ କରାଯାଇଥିବା ନେଇ ସୂଚନା ଦେଇଛନ୍ତି ପୁରୀ ଥାନାଧିକାରୀ। 

 

ତେବେ ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

 

ଧନ୍ୟବାଦ ।

Leave a Reply

Your email address will not be published. Required fields are marked *