ମାଡି ଆସୁଛି ମହା ବିପଦ । ଶ୍ରୀମନ୍ଦିର ରୁ ଖସିଲା ମୂର୍ତ୍ତି , ସେବାୟତ ଗୁରୁତର ଆହତ । ବଡ଼ ପଣ୍ଡା କହିଲେ ମାଡି ଆସୁଛି ବିପଦ ।

 

ନମସ୍କାର ବନ୍ଧୁ ଗଣ ଆପଣ ମାନଙ୍କୁ  ଆମ ର ଏହି ସୁନ୍ଦର ୱେବ ପୋର୍ଟାଲ କୁ ସ୍ୱାଗତ କରୁଅଛୁ । ଆଜି ଏହି ପୋଷ୍ଟ ମାଧ୍ୟମରେ ଆମେ ଆପଣ ମାନଙ୍କୁ । ଜଣାଇ ବାକୁ ଯାଉଛୁ ଯେ ଏକ ବଡ଼ ବିପଦ ବିଷୟରେ ଯାହାର ପ୍ରମାଣ ଦୋଳ ପୂର୍ଣ୍ଣିମା ଦିନ ଶ୍ରୀକ୍ଷେତ୍ର ରୁ ଖସି ଥିବା ମୂର୍ତ୍ତି ରୁ ଜଣା ପଡୁଛି ସେ ବିଷୟରେ ଆଲୋଚନା କରିବାକୁ ଯାଉଛୁ । ତେବେ ଆପଣ ଏହି ପୋଷ୍ଟ କୁ ଆରମ୍ଭ ରୁ ଶେଷ ପର୍ଯ୍ୟନ୍ତ ପଢ଼ନ୍ତୁ । ଆଉ ଜାଣି ପାରିବେ ସମ୍ପୂର୍ଣ୍ଣ ତଥ୍ୟ । 

 

ତେବେ ଆପଣ ମାନେ ଜାଣିଥିବେ ଦୋଳ ପୂର୍ଣ୍ଣିମା ସାରା ହିନ୍ଦୁମାନଙ୍କ ପାଇଁ ଏକ ବଡ଼ ପର୍ବ । ଏହି ପର୍ବ ରେ ସମସ୍ତ ଗଉଡ଼ ଜାତି ହୋଲି ଖେଳି ଶ୍ରୀକୃଷ୍ଣ ଙ୍କୁ ମନେ ପକାଇ ଥାନ୍ତି । ତେବେ କାଲି  ଭଳି ଦିନରେ ଜଗତର ନାଥ ଜଗନ୍ନାଥ ଙ୍କ ମନ୍ଦିର ର ପଶ୍ଚିମ ଦ୍ୱାର ରେ ଥିବା ଉଗ୍ର ନୁରସିଂହ ଙ୍କ ମନ୍ଦିର ରୁ ହୀରଣ୍ୟ କଶ୍ୟପ ଙ୍କ ଏକ ମୂର୍ତି ଖସି ପଡିଛି । 

 

ଯାହା ଦ୍ୱାରା ଜଣେ ସେବାୟତ ଗୁରୁତର ଆହତ ହୋଇଛନ୍ତି । ତେବେ ଦୋଳ ପୂର୍ଣ୍ଣିମା ଭଳି ଦିନ ରେ ଏଭଳି ଅଘଟଣ କୁ ବିଭିନ୍ନ ମହଲରେ ଆଲୋଚନା ସମାଲୋଚନା ହୋଇଛି । ତେବେ ଏହାକୁ ନେଇ ପୁରୀ ବଡ଼ ପଣ୍ଡା ଏକ ବଡ଼ ବିପଦ ର ସଙ୍କେତ ବୋଲି ମଧ୍ୟ କହିଛନ୍ତି। 

 

ତେବେ ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

 

ଧନ୍ୟବାଦ । 

Leave a Reply

Your email address will not be published. Required fields are marked *