ମାଣବସା ଗୁରୁବାର ଠାରୁ ଏହି ୬ ଟି ରାଶି ର ଫିଟିବାକୁ ଯାଉଛି ଭାଗ୍ୟ । ମା ଲକ୍ଷ୍ମୀ ଙ୍କ ଆଶ୍ରିବାଦ ପଡିବାକୁ ଯାଉଛି ଏହି ୬ ଟି ରାଶି ଉପରେ…

 

ନମସ୍କାର ବନ୍ଧୁ ଗଣ ଆପଣ ମାନଙ୍କୁ  ଆମ ର ଏହି ସୁନ୍ଦର ୱେବ ପୋର୍ଟାଲ କୁ ସ୍ୱାଗତ କରୁ ଅଛୁ । ଆଜି ଏହି ପୋଷ୍ଟ ମାଧ୍ୟମରେ  ଆମେ ଆପଣ ମାନଙ୍କୁ । ଜଣାଇ ବାକୁ ଯାଉଛୁ ଯେ କିଭଳି ଭାବେ ମାଣବସା ଗୁରୁବାର ଠାରୁ ଏହି ୬ ଟି ରାଶି ର ଭାଗ୍ୟ ଫିଟିବାକୁ ଯାଉଛି । ମା ଲକ୍ଷ୍ମୀ ଙ୍କ ଆଶ୍ରିବାଦ ପଡିବାକୁ ଯାଉଛି ଏହି ୬ ଟି ରାଶି ଉପରେ । ଆପଣ ଏହି ପୋଷ୍ଟ କୁ ଆରମ୍ଭ ରୁ ଶେଷ ପର୍ଯ୍ୟନ୍ତ ପଢ଼ନ୍ତୁ । ଆଉ ଜାଣି ପାରିବେ ସମ୍ପୂର୍ଣ୍ଣ ତଥ୍ୟ ।

 

 ତେବେ ଆପଣ ମାନେ ଜାଣିଥିବେ  ମାର୍ଗଶିର ମାସ ସମ୍ପୂର୍ଣ୍ଣ ଭାବେ ମା ଲଷ୍ମୀ ଙ୍କ ର ମାସ । ଏହି ମାସ ରେ କୁହାଯାଏ କି ମା ଲଷ୍ମୀ ଧରା ଅବତରଣ କରନ୍ତି । ଏହା ସହ ବହୁ ଲୋକ ମାନଙ୍କ ଭାଗ୍ୟ ମଧ୍ୟ ପରିବର୍ତ୍ତନ କରି ଯାଆନ୍ତି । ତେବେ ଏହି ବର୍ଷ ମା ଏହି ୬ ଟି ରାଶିର ବ୍ୟକ୍ତି ମାନଙ୍କ ଭାଗ୍ୟ ପରିବର୍ତ୍ତନ କରିବାକୁ ଯାଉଛନ୍ତି । ତେବେ ଆସନ୍ତୁ ଜାଣିବା ସେହି ୬ ଟି ରାଶି ବିଷୟରେ ।

 

୧)ମେଷ-ପ୍ରଥମ ରାଶି ଟି ହେଉଛି ମେଷ ରାଶି । ହଁ ଆଜ୍ଞା ମେଷ ରାଶି ର ବ୍ୟକ୍ତି ବିଶେଷ ର ଲୋକ ମାନଙ୍କ ଖୋଲିଯିବ ଭାଗ୍ୟ । ସେମାନେ ହେବେ କୋଟିପତି । ନହେଉଥିଲା କାର୍ଯ୍ୟ ସମ୍ପୂର୍ଣ୍ଣ ହେବ ।ବାହାଘର ହେବାର ସମ୍ଭାବନା ଅଧିକ ରହିବା ସହ ।ଋଣ ମୁକ୍ତ ହେବେ । ଶତ୍ରୁ ନାସ ହେବେ ।

 

(୨)ମିଥୁନ- ହଁ ଦୂତୀୟ ରାଶି ଟି ହଉଚି ମିଥୁନ ରାଶି । ଯାହାର  ଭାଗ୍ୟ ସହ ସମୟ ର ସମ୍ପୂର୍ଣ ପରିବର୍ତନ ହେବ । ଅଭାବ ଅନାଟନ ରେ ରହୁଥିବା ଲୋକ ରାଜକୀୟ ସୁଖ ଲାଭ କରିବେ । ଦୁଃଖ ଦୂର ହବ ।ସନ୍ତାନ ସନ୍ତକି ମାନଙ୍କ ଠାରୁ ଖୁସି ମିଳିବ ।ଘର ପରିବାର ସବୁ ଖୁସି ରେ ରହିବେ ।

 

(୩)କନ୍ୟା- ଏହି ରାଶିର ବ୍ୟକ୍ତି ବିଶେଷ ମାନେ ସାଧାରଣ ତହ ଟିକେ ରାଗି ସ୍ୱଭାବ ର ହୋଇଥାନ୍ତି । କିନ୍ତୁ ସମୟ କ୍ରମେ ନିଜର ରାଗକୁ ଶାନ୍ତ କରିବା ସହ ନିଜକୁ ସଦା ସର୍ବଦା ବିପରୀତ ରୁ ଆସୁଥିବା ଶତ୍ରୁ ଠାରୁ କିପରି ସଫଳତା ପାଇବେ ସେ ବିଦ୍ୟା ମଧ୍ୟ ଏମାନଙ୍କୁ ଜଣା ଅଟେ । ବର୍ତ୍ତମାନ ସେମାନଙ୍କ ଶତ୍ରୁ ନାଶ ହେବା ସହ ଦୁଃଖ ଦୂର ହେବ ।

 

(୪)ତୁଳା-ବିଶେଷ କରି ଏହା ତୁଲା ରାଶି ର ଭାଗ୍ୟ ସହ ସମ୍ପୂର୍ଣ ପରିବର୍ତନ କରିଦେବ । ତୁଳା ରାଶି ର ବ୍ୟକ୍ତି ବିଶେଷ ମାନଙ୍କ ର ନ ହଉଥିବା କାମ ହେବ । ଆଶା କରୁନଥିବା ସ୍ଥାନରୁ ସଫଳତା ପାଇବେ ।

 

(୫)ମକର- ହଁ ଆଜ୍ଞା ମକର ରାଶି ର ବ୍ୟକ୍ତି ବିଶେଷ ମାନଙ୍କ ର ଭାଗ୍ୟ ସମ୍ପୂର୍ଣ ପରିଵର୍ତନ ହେବ ।ଏହି ରାଶି ର ବ୍ୟକ୍ତି ମାନକଙ୍କ ର ଭାଗ୍ୟ ସମ୍ପୂର୍ଣ୍ଣ ଭାବେ ପରିବର୍ତନ ହବ । ତମ ଉପରେ ହଉଥିବା ସମସ୍ତ ଦୁଃଖ ବର୍ତମାନ ସୁଖ ରେ ପରିବର୍ତନ ହୋଇଯିବ ।

 

(୬)ମୀନ- ଏହି ରାଶି ର ବ୍ୟକ୍ତି ମାନଙ୍କର ସୁଖ ଜୀବନ ର ଆରମ୍ଭ ହୋଇଗଲା ।ଖାଲି ସୁଖ ରେ ଜୀବନ କଟିବ । ଜୀବନ ସାର୍ଥକ ହେବା ସହ ବାଧା ବିଘ୍ନ ଦୂର ହେବ । ସଦା ସର୍ବଦା ସୁଖ ରେ ଜୀବନ ଅତିବାହିତ କରିବେ ।

 

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

 

ଧନ୍ୟବାଦ ।

Leave a Reply

Your email address will not be published. Required fields are marked *