ନମସ୍କାର ବନ୍ଧୁଗଣ ଆପଣ ଙ୍କୁ ଆମ ଓଡ଼ିଶା ଖବର ପୋର୍ଟାଲ୍ ସ୍ବାଗତ ଜଣାଉଛୁ। ବନ୍ଧୁଗଣ ଆସନ୍ତୁ ଆଜି ଜାଣିବା ଏମିତି କିଛି ଖାଦ୍ୟ ଶସ୍ୟ ଅଛି ଯାହାକି ତାହା ଆମ ସ୍ବାସ୍ଥ୍ୟ ପାଇଁ କେତେ ଲାଭ ଦାୟକ ଏବଂ ତାହାର କିଛି ଉପକାରିତା ଗୁଣ ବିଷୟରେ ଜାଣିବା ।
ରକ୍ତହୀନତା ଦୁର କରେ :-ମାଣ୍ଡିଆ ଆପଣ ମାନେ ଜାଣିଥିବେ ଯାହାକି ଆମ ଭାରତ ରେ ବହୁତ୍ ସ୍ୱଳ୍ପ ମାତ୍ରା ରେ ଚାଷ ହୁଏ କିନ୍ତୁ କଣ ଜାଣିଛନ୍ତି ଏହା ଆମର ଶରୀର ର ରକ୍ତହୀନତା ଦୁର କରେ । ମାଣ୍ଡିଆ ରେ ଭରପୁର ମାତ୍ରା ରେ ଆଇରନ ଏବଂ ଭିଟାମିନ ସି ରହିଛି ଯାହାକି ଭିଟାମିନ ସି ଶରୀର ଆଇରନ ଅବସୋଷଣ ସ୍ତର ବୃଦ୍ଧି କରି ଥାଏ । ଜଉ ମାନଙ୍କ ର ହେମୋଗ୍ଲୋବିନ୍ ପରିମାଣ କମ୍ ଥାଏ ସେମାନେ ମାଣ୍ଡିଆ ଖାଇଲେ ସ୍ବାସ୍ଥ୍ୟ ଉନ୍ନତି ଦେଖା ଦିଏ ।
ସୁନ୍ଦର ତ୍ଵଚା ଓ ଚେହେରା ର ଚମକ୍ ଭଲ ରହିବ ପାଇଁ :-
ନିଜ ଖାଦ୍ୟ ରେ ମାଣ୍ଡିଆ ସାମିଲ କରନ୍ତୁ ଆପଣ କୁ ସବୁବେଳେ ସୁନ୍ଦର ତ୍ୱଚା ଚମକ୍ ଦାର ଚେହେରା ମିଳିବ । ଆପଣ ଜାଣି ନଥିବେ ତ୍ବଚା ରେ କୁମଲତା ବଜାଇ ରଖିବା ପାଇଁ କୁଲାଜେନ ତନ୍ତୁ ର ନିର୍ମାଣ ପାଇଁ ମେଥିଓନିନ୍ ଓ ଲାଇସିନ୍ ନାମକ ଦୁଇଟି ଆମିନୁ ଏସିଡ ସହାୟକ ହୋଇଥାଏ
ଓଜନ ହ୍ରାସ କରିବାରେ ସହାୟକ ହୋଇଥାଏ:-
ମାଣ୍ଡିଆ ଏମିତି ଏକ ଖାଦ୍ୟ ଶସ୍ୟ ଯାହା ଓଜନ ହ୍ରାସ କରିବାରେ ସହାୟକ ହୋଇଥାଏ । ମାଣ୍ଡିଆ ଟ୍ରିପ୍ଟୋଫନ୍ ଆମୁନିଆ ଏସିଡ ରହିଛି ଯାହା ଭୁକ ନିୟନ୍ତ୍ରଣ କରେ । ମାଣ୍ଡିଆ ରେ ଅନ୍ୟ ଶସ୍ୟ ତୁଳନା ରେ ଅଧିକ ଫାଇବର୍ ଥାଏ ସେଥିପାଇଁ ଜଲ୍ଦୀ ଭୂକ ଲାଗେନାହିଁ । ଏହାର ଅନ୍ ସଚୁରେଟ୍ ଫେଟ୍ ଥିବାରୁ ଏହା ଉଜନ କମେଇ ଥାଏ ।
ନିଦ୍ରହିନତା ଦୁର କରେ:-
ମାଣ୍ଡିଆ ଖାଇଲେ ହାଇପର ଟେନସନ୍ ଏବଂ ମୁଣ୍ଡ ବ୍ୟଥା , ନିଦ୍ରହିନତ ରୋଗ ଦୂର ହେବ ସହ ଆରାମ ଲାଗିବ ।ଏଥିରେ ଅର୍ଣ୍ଟିଅକ୍ସିଦଣ୍ଟ ପରିମାଣ ଅଧିକ ଥିବାରୁ ଏହା ଆମ ପାଇଁ ଭଲ ।
ଯଦି ଆମର ଏହି ଖବର ଆପଣଙ୍କୁ ଭଲ ଲାଗିଛି ତାହେଲେ ତଳେ ଗୋଟିଏ ଲାଇକ କରନ୍ତୁ । ଅନ୍ୟ ମାନଙ୍କ ପାଖରେ ଏହି ଖବର ପହଞ୍ଚେଇବାକୁ ଗୋଟିଏ ସେୟାର କରନ୍ତୁ । ଜୟ ଜଗନ୍ନାଥ । ଆପଣ ଙ୍କ ଦିନଟି ସୁଭମୟ ହେଉ ।