ମାତ୍ର ୧୨୦୦୦ ଟଙ୍କା ଦେଇ ଆରମ୍ଭ କରନ୍ତୁ ଏହି ବିଜନେସ , ଦିନକୁ ଆପଣ ୨୦୦୦ ଟଙ୍କା ପର୍ଯ୍ୟନ୍ତ ରୋଜଗାର କରି ପାରିବେ ।

 

ନମସ୍କାର ବନ୍ଧୁ ଗଣ ଆପଣ ମାନଙ୍କୁ  ଆମ ର ଏହି ସୁନ୍ଦର ୱେବ ପୋର୍ଟାଲ କୁ ସ୍ୱାଗତ କରୁ ଅଛୁ । ଆଜି ଏହି ପୋଷ୍ଟ ମାଧ୍ୟମରେ  ଆମେ ଆପଣ ମାନଙ୍କୁ । ଜଣାଇ ବାକୁ ଯାଉଛୁ ଯେ ଏକ ମେସିନ ବିଷୟରେ ଯାହାର ମୂଲ୍ୟ ମାତ୍ର ୧୨୦୦୦ ଟଙ୍କା କିନ୍ତୁ ଏହା ଦ୍ୱାରା ଆପଣ ଦିନକୁ ୨୦୦୦ ଟଙ୍କା ପର୍ଯ୍ୟନ୍ତ ତୋଜଗାର କରିପାରିବେ । ଆପଣ ଏହି ପୋଷ୍ଟ କୁ ଆରମ୍ଭ ରୁ ଶେଷ ପର୍ଯ୍ୟନ୍ତ ପଢ଼ନ୍ତୁ । ଆଉ ଜାଣି ପାରିବେ ସମ୍ପୂର୍ଣ୍ଣ ତଥ୍ୟ । 

 

ତେବେ ସାଧାରଣ ବର୍ତ୍ତମାନ ଲୋକ ମାନଙ୍କ ପାଖରେ ଚାକିରୀ ର ଘୋର ଅଭାବ । ଏହି ସମୟ ରେ ବାହାରୁ ବହୁତ ଓଡ଼ିଆ ଶ୍ରମିକ ଭାଇ ବନ୍ଧୁ ମାନେ ନିଜର ଚାକିରୀ ହରାଇ ଘରେ ବସିଛନ୍ତି । ସେମାନେ ବର୍ତ୍ତମାନ ଚାକିରୀ  ଅଭାବରୁ ଅନ୍ୟ କାହା ପାଖରେ ମୂଲିଆ ମଜୁରିଆ କାମ କରୁଛନ୍ତି । ସେଭଳି ସ୍ଥଲେ ଆମ୍ଭେ ଆପଣଙ୍କୁ ଏକ ଏଭଳି ବ୍ୟାପାର ବିଷୟ ରେ କହିବାକୁ ଯାଉଛୁ ଯେଉଁଥିରେ ଆପଣ ମାନେ ଏହି କାମ କରି ମାସକୁ ୩୦-୪୦ ହଜାର ପର୍ଯ୍ୟନ୍ତ ରୋଜଗାର କରିପାରିବେ । 

 

ତେବେ ଏହି ମେସିନ ର ନାମ ହେଉଛି ହିଟ ଆଣ୍ଡ ପ୍ରେସ ମେସିନ । ଯାହା ସାହାଯ୍ୟ ରେ ଆପଣ ବିଭିନ୍ନ ଗିପ୍ଟ ତିଆରି କରି ପାରିବେ । ଏହା ଦ୍ୱାରା ଆପଣ ମାସକୁ ୨୦୦୦ ଟଙ୍କା ପର୍ଯ୍ୟନ୍ତ ରୋଜଗାର ମଧ୍ୟ କରି ପାରିବେ । ଏହି ମେସିନ ର କାର୍ଯ୍ୟ ହେଲା ଆପଣ ଯେ କୌଣସି କଫି କପ , ଟି- ସାର୍ଟ କିମ୍ବା ଯେ କୌଣସି ପ୍ଲେଟ ଉପରେ ନିଜର ଫୋଟୋ କିମ୍ବା କିଛି ଲେଖା ଯାହା ଆପଣଙ୍କ ଇଚ୍ଛା ତାହା ପ୍ରିଣ୍ଟ କରିପାରିବେ । 

 

ଏହି ପ୍ରଡକ୍ଟ କୁ ଆପଣ ଇଣ୍ଡିଆ ମାର୍ଟ ୱେବ ସାଇଟ ରୁ ଯାଇ ମଗାଇ ପାରିବେ । ଏହା ସହ ଆପଣ ମଧ୍ୟ ଆବଶ୍ୟକ ସାମଗ୍ରୀ ମଧ୍ୟ ମଗାଇ ପାରିବେ । ଆପଣ ଯଦି ସାମଗ୍ରୀ ସହ ଏକ କପ କିମ୍ବା ଟି-ସାର୍ଟ କି ବିକନ୍ତି ତେବେ ଆପଣ ଦିନକୁ ୨୦୦୦-୩୦୦୦ ଟଙ୍କା ପର୍ଯ୍ୟନ୍ତ ରୋଜଗାର କରି ପାରିବେ ।

 

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

 

ଧନ୍ୟବାଦ ।

Leave a Reply

Your email address will not be published. Required fields are marked *