ନମସ୍କାର ବନ୍ଧୁ ଗଣ ଆପଣ ମାନଙ୍କୁ ଆମ ର ଏହି ସୁନ୍ଦର ୱେବ ପୋର୍ଟାଲ କୁ ସ୍ୱାଗତ କରୁ ଅଛୁ । ଆଜି ଏହି ପୋଷ୍ଟ ମାଧ୍ୟମରେ ଆମେ ଆପଣ ମାନଙ୍କୁ । ଜଣାଇ ବାକୁ ଯାଉଛୁ ଯେ ଏକ ମେସିନ ବିଷୟରେ ଯାହାର ମୂଲ୍ୟ ମାତ୍ର ୫୦୦ ଟଙ୍କା କିନ୍ତୁ ଏହା ଦ୍ୱାରା ଆପଣ ଦିନକୁ ୨୦୦୦ ଟଙ୍କା ପର୍ଯ୍ୟନ୍ତ ରୋଜଗାର କରିପାରିବେ । ଆପଣ ଏହି ପୋଷ୍ଟ କୁ ଆରମ୍ଭ ରୁ ଶେଷ ପର୍ଯ୍ୟନ୍ତ ପଢ଼ନ୍ତୁ । ଆଉ ଜାଣି ପାରିବେ ସମ୍ପୂର୍ଣ୍ଣ ତଥ୍ୟ ।
ତେବେ ସାଧାରଣ ବର୍ତ୍ତମାନ ଲୋକ ମାନଙ୍କ ପାଖରେ ଚାକିରୀ ର ଘୋର ଅଭାବ । ଏହି ସମୟ ରେ ବାହାରୁ ବହୁତ ଓଡ଼ିଆ ଶ୍ରମିକ ଭାଇ ବନ୍ଧୁ ମାନେ ନିଜର ଚାକିରୀ ହରାଇ ଘରେ ବସିଛନ୍ତି । ସେମାନେ ବର୍ତ୍ତମାନ ଚାକିରୀ ଅଭାବରୁ ଅନ୍ୟ କାହା ପାଖରେ ମୂଲିଆ ମଜୁରିଆ କାମ କରୁଛନ୍ତି । ସେଭଳି ସ୍ଥଲେ ଆମ୍ଭେ ଆପଣଙ୍କୁ ଏକ ଏଭଳି ବ୍ୟାପାର ବିଷୟ ରେ କହିବାକୁ ଯାଉଛୁ ଯେଉଁଥିରେ ଆପଣ ମାନେ ଏହି କାମ କରି ମାସକୁ ୨୦-୩୦ ହଜାର ପର୍ଯ୍ୟନ୍ତ ରୋଜଗାର କରିପାରିବେ ।
ତେବେ ୫୦୦ ଟଙ୍କାରେ ଆପଣ ଏକ ବିସ୍କୁଟ ତିଆରି ମେସିନ କିଣି ପାରିବେ । ଯାହା କୁ ଆପଣ ମାନେ ଅନଲାଇନ ସପିଙ୍ଗ ଆପ ଆମାଜନ ରୁ ମାତ୍ର ୫୦୦-୬୦୦ ଟଙ୍କାରେ ଆପନ ପାଇ ପାରିବେ । ଏହା ସହ ବିସ୍କୁଟ ବନାଇବା ଏବଂ ବିସ୍କୁଟ ର କିପରି ଆକାର ଆସିବ ସେଥିପାଇଁ ମଧ୍ୟ ଆପଣଙ୍କୁ ବିଭିନ୍ନ ଛାଞ୍ଚ ମଧ୍ୟ ଆପଣଙ୍କୁ ମିଳିବ । ଯାହାକୁ ଆପଣ ଲୋକାଲ ମାର୍କେଟ ରେ ପ୍ରତିଦିନ ୨୦୦0-୩୦୦୦ ଟଙ୍କା ପର୍ଯ୍ୟନ୍ତ ରୋଜଗାର କରିପାରିବେ।
ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।
ଧନ୍ୟବାଦ ।