ମା ଲକ୍ଷ୍ମୀ ଙ୍କ କୃପା ପାଇବା ପାଇଁ କରନ୍ତୁ ଏହି ସବୁ ଉପାୟ ।
ନମସ୍କାର ବନ୍ଧୁ ଗଣ ଆପଣ ମାନଙ୍କୁ ଆମ ର ଏହି ସୁନ୍ଦର ୱେବ ପୋର୍ଟାଲ କୁ ସ୍ୱାଗତ କରୁ ଅଛୁ । ଆଜି ଏହି ପୋଷ୍ଟ ମାଧ୍ୟମରେ ଆମେ ଆପଣ ମାନଙ୍କୁ । ଜଣାଇ ବାକୁ ଯାଉଛୁ ଯେ କିଭଳି ଭାବେ ଆପଣ ମାନେ ଏହି ଉପାୟ ମାନ କରି ଆପଣ ମା ଲକ୍ଷ୍ମୀ ଙ୍କ ଆଶ୍ରିବାଦ ପାଇ ପାରିବେ । ତେବେ ଆପଣ ଏହି ପୋଷ୍ଟ କୁ ଆରମ୍ଭ ରୁ ଶେଷ ପର୍ଯ୍ୟନ୍ତ ପଢ଼ନ୍ତୁ । ଆଉ ଜାଣି ପାରିବେ ସମ୍ପୂର୍ଣ୍ଣ ତଥ୍ୟ ।
ତେବେ ମା ଲକ୍ଷ୍ମୀ ଙ୍କ ଆଶ୍ରିବାଦ ପାଇବା ଏତେ ସହଜ ନୁହେଁ । କିନ୍ତୁ ଥରେ ମା ଲକ୍ଷ୍ମୀ ଙ୍କ ଆଶ୍ରିବାଦ ଯଦି ଆପଣ ଙ୍କ ଉପରେ ପଡି ଯାଉଛି ତେବେ ଆପଣଙ୍କ ସମ୍ପୂର୍ଣ୍ଣ ଭାଗ୍ୟ ଖୋଲି ଯିବ । ତେବେ ଆପଣ ଯଦି ମା ଲକ୍ଷ୍ମୀ ଙ୍କ ଆଶ୍ରିବାଦ ପାଇଁବା ପାଇଁ ଚାହଁଉଛି ତେବେ ଏହି ସବୁ ଉପାୟ ମାନ କରନ୍ତୁ ଦେଖିବେ କିଭଳି ସହଜ ଉପାୟ ରେ ମା ଲକ୍ଷ୍ମୀ ଙ୍କ ଅଶ୍ରୀବାଦ ଆପଣ ସହଜ ଏବଂ ସରଳ ରେ ପାଇ ପାରିବେ ।
ତେବେ ଯଦି ଆପଣ ଅମାବାସ୍ୟା ଦିନ ସକାଳୁ ଧଳା ପେଚା କିମ୍ବା ସେହିଦିନ ଆପଣଙ୍କ ଘରୁ ବିଲେଇ କ୍ଷୀର ପିଇଥାଏ ତାହେଲେ ଜାଣିବେ ଯେ ଆପଣଙ୍କ ଘରକୁ ମା ଲକ୍ଷ୍ମୀ ଙ୍କ ଆଗମନ ହେବାକୁ ଯାଉଛି । ଏହା ସହ ଯଦି ଆପଣ ବହୁ ଅଭାଵ ଅସୁବିଧା ରେ ରହୁଛନ୍ତି ତେବେ ଆପଣ କୌଣସି ଗୁରୁବାର ଦିନ ଏକ ଛୋଟ ପିତ୍ତଳ ନୋଟା ରେ ଖୁଚୁରା ମୁଦ୍ରା ପୁର୍ଣ କରି ଘର ର ପଶ୍ଚିମ ଦିଗ ରେ ଥୋଇ ଦିଅନ୍ତୁ ।
ଏବଂ ପ୍ରତିଦିନ ଏହାକୁ ପୂଜା କରିବା ସହ ମୁଣ୍ଡିଆ ମାରନ୍ତୁ । ଦେଖିବେ ଅଭାବ ଦୂର ହୋଇଯିବ । ସେହିଭଳି କେବିହେଲେ ବି ଶନିବାର କିମ୍ବା ଗୁରୁବାର ଦିନ ଘର ର କୌଣସି ସାମଗ୍ରୀ ବିକ୍ରି କରନ୍ତୁ ନାହିଁ । ଯଦି ଏପରି କରନ୍ତି ତେବେ ଆପଣଙ୍କ ଅଭାବ ବୃଦ୍ଧି ହେବ । ଏହି କାର୍ଯ୍ୟ ଗୁଡିକୁ ଭଲ ରେ ମାନି ଚାଲିଲେ ଆପଣଙ୍କ ଭାଗ୍ୟ ପରିବର୍ତ୍ତନ ହେବ ।
ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।
ଧନ୍ୟବାଦ ।