ମିଳିଲା କାଳିଆ ଟଙ୍କା ଯଦି ମିଳିନାହିଁ ଜାଣନ୍ତୁ କାରଣ ।

 

ନମସ୍କାର ବନ୍ଧୁ ଗଣ ଆପଣ ମାନଙ୍କୁ  ଆମ ର ଏହି ସୁନ୍ଦର ୱେବ ପୋର୍ଟାଲ କୁ ସ୍ୱାଗତ କରୁଅଛୁ । ଆଜି ଏହି ପୋଷ୍ଟ ମାଧ୍ୟମରେ ଆମେ ଆପଣ ମାନଙ୍କୁ । ଜଣାଇ ବାକୁ ଯାଉଛୁ ସରକାର ଙ୍କ କାଳିଆ ଟଙ୍କା ବର୍ତ୍ତମାନ ସମୟରେ ବହୁ ଚାଷୀ ଭାଇ ମାନଙ୍କୁ ମିଲିସାରିଛି ତେବେ ଯଦି ମିଳିନାହିଁ ଜାଣନ୍ତୁ ଏହାର କାରଣ ସମ୍ପର୍କରେ । ତେବେ ଆପଣ ଏହି ପୋଷ୍ଟ କୁ ଆରମ୍ଭ ରୁ ଶେଷ ପର୍ଯ୍ୟନ୍ତ ପଢ଼ନ୍ତୁ । ଆଉ ଜାଣି ପାରିବେ ସମ୍ପୂର୍ଣ୍ଣ ତଥ୍ୟ । 

 

ତେବେ ବର୍ତ୍ତମାନ ସମୟରେ ଓଡ଼ିଶାରେ ୫୩ ଲକ୍ଷ ହିତାଧିକାରୀ ଙ୍କୁ କାଳିଆ ଟଙ୍କା ଦିଆଯାଇଛି । ତେବେ ସରକାର ୧୨୭୨ କୋଟି ଟଙ୍କା ଓଡ଼ିଶାର ଗରିବ ଶ୍ରେଣୀ ର୍କ ଖୁଦ୍ର ଚାଷୀ ମାନଙ୍କୁ କାଳିଆ ଟଙ୍କା ପ୍ରଦାନ କରିଛନ୍ତି । ତେବେ ଯାହାକୁ ନେଇ ଗରିବ ଚାଷୀ ଭାଇ ମାନଙ୍କ  ପାଇଁ ଏକ ଆର୍ଥିକ ମେରୁଦଣ୍ଡ ହିସାବରେ ଏହା କାମ କରିବ । ତେବେ ବର୍ତ୍ତମାନ ସମୟରେ କିଛି ଲୋକଙ୍କୁ ମଧ୍ୟ ଏହା ମିଳିନାହିଁ ,ତେବେ ଆସନ୍ତୁ ଜାଣିବା ଏହାର କାରଣ ସମ୍ପର୍କରେ । 

 

ତେବେ କାଳିଆ ଟଙ୍କା ପ୍ରକୃତ ରେ ଯେଉଁ ଚାଷୀ ଭାଇ ମାନେ ପ୍ରକୃତ ରେ ହକଦାର ସେହି ମାନେ ପାଉଛନ୍ତି । ଏହା ଛଡା ଯଦି ଆପଣଙ୍କ ର ବ୍ୟାଙ୍କ ଗତ କିଛି ତ୍ରୁଟି ରହିଥିଲେ ଟଙ୍କା ଆସିବାରେ ଡେରି ହେବ । ଏହା ଛଡା ଯଦି ଆପଣ ପୂର୍ବ କାଳିଆ କିସ୍ତି ପାଇଁ ନଥିବେ ତେବେ ଆପଣ କାଳିଆ ଟଙ୍କା ପାଇବାରେ ଅସମର୍ଥ ହେବେ । 

ତେବେ ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

 

ଧନ୍ୟବାଦ ।

Leave a Reply

Your email address will not be published. Required fields are marked *