ନମସ୍କାର ବନ୍ଧୁଗଣ ଆପଣ ମାନଙ୍କୁ ଆମ ଓଡ଼ିଶା ଖବର ପୋର୍ଟାଲ୍ କୁ ସ୍ଵାଗତ ଜଣାଉଛୁ। ଆଜି ର ଅନୁଚିନ୍ତା ରେ ଆଲୋଚନା କରିବା ଶୋଇଲା ବେଳେ ମୁଣ୍ଡ ପାଖ ରେ କଉ ୫ଟି ଜିନିଷ ରଖିବା ଆମ ପାଇଁ କ୍ଷତି ହେଇ ଥାଏ । ସମସ୍ତ ତଥ୍ୟ ଜାଣିବା ପାଇଁ ଆମ ଖବର କୁ ଶେଷ ପର୍ଯ୍ୟନ୍ତ ପଢନ୍ତୁ।
ବନ୍ଧୁଗଣ ଆପଣ ଜାଣିଥିବେ ଭଗବାନ ଶ୍ରୀକୃଷ୍ଣ କହିଛନ୍ତି ମଣିଷର ପ୍ରାତ୍ ସମୟ ର ଉଠିବାର ସବୁଠୁ ଭଲ ସମୟ ବ୍ରହ୍ମ ମୁହୂର୍ତ୍ତ । ଜଉ ମଣିଷ ବ୍ରହ୍ମ ମୁହୂର୍ତ୍ତ ରେ ଉଠେ ସେ ଜୀବନ ରେ ସମସ୍ତ ସୁଖ ସମୃଦ୍ଧି ପାଇଥାଏ । ବ୍ରହ୍ମ ମୁହୂର୍ତ୍ତ ରେ ଓଠୁଥିବା ଲୋକ ଙ୍କୁ କେବେ ବି ଦୁଃଖ କଷ୍ଟ ଆସେ ନାହିଁ । ବନ୍ଧୁଗଣ ଶାସ୍ତ୍ର ରେ ରାତି ରେ ଶୋଇବା ଠୁ ଆରମ୍ଭ କରି ସକାଳୁ ଓଠିବ ପର୍ଯ୍ୟନ୍ତ ସବୁ ଲେଖା ଯାଇଛି । ଆମେ ଶୋଇବା ସମୟ ରେ ଏମିତି କିଛି ଭୋଲ୍ କରି ଥାଉ ଯାହା ଆମ ପାଇଁ ବହୁତ୍ ଖରାପ୍ ହେଇଥାଏ । ଏହାର ପ୍ରଭାବ ଆମ ର ଗ୍ରହ ମାନଙ୍କ ଉପରେ ପଡ଼ି ଥାଏ ।
ଯଦି ଆମର ଏହି ଖବର ଆପଣଙ୍କୁ ଭଲ ଲାଗିଛି ତାହେଲେ ତଳେ ଗୋଟିଏ ଲାଇକ କରନ୍ତୁ । ଅନ୍ୟ ମାନଙ୍କ ପାଖରେ ଏହି ଖବର ପହଞ୍ଚେଇବାକୁ ଗୋଟିଏ ସେୟାର କରନ୍ତୁ । ଜୟ ଜଗନ୍ନାଥ । ଆପଣ ଙ୍କ ଦିନଟି ସୁଭମୟ ହେଉ ।
ବନ୍ଧୁଗଣ ଶୋଇବା ସମୟ ରେ ନିଜ ର ପାଦ ଦକ୍ଷିଣ ଅବା ପୂର୍ବ ଦିଗ ରେ ନରଖିବା ଉଚିତ୍ ।ପୂର୍ବ କୁ ଅବା ଦକ୍ଷିଣ କୁ ମୁଣ୍ଡ ରଖି ଶୋଇଲେ ସକାରାତ୍ମକ ଶକ୍ତିରେ ପ୍ରବେଶ କରି ଥାଏ ।ଆଉ ଗୋଟେ କଥା ଶୋଇବା ସମୟ ରେ ମୁଣ୍ଡ ପାଖ ରେ ପାଣି ଗ୍ଲାସ୍ ରଖି ଶୋଇବା ଅଶୁଭ ହେଇଥାଏ।ଶୋଇବା ସମୟ ରେ ବେଡ୍ ପାଖରେ ଯୁତା ରଖନ୍ତୁ ନାହିଁ ଏହା ଦ୍ବାରା ଅଶୁଭ ଶକ୍ତି ର ପ୍ରବେଶ ହେଇ ଥାଏ । ଶୋଇବା ପୂର୍ବ ରୁ କେବେ ନିଜ ଛବି ଆଇନା ରେ ଦେଖିବା ଉଚିତ୍ ନୁହଁ ଏହା ଦ୍ଵାରା ବେକ୍ତି ର ଜୀବନ ରେ ଡର ଏବଂ ଭ୍ରମ ରହି ଥାଏ। ସୋଇଥିବା ଜାଗା ରେ ସୁଗନ୍ଧ ତେଲ ପାଖ ରେ ରଖନ୍ତୁ ନାହିଁ ଏହା ଦ୍ଵାରା ଆମ ଜୀବନ ରେ ବହୁତ୍ ବଡ ଅସୁବିଧା ହଇ ଥାଏ ।