ମୁହଁ ରେ ଥିବା ସମସ୍ତ ଦାଗ ର ଘରୋଇ ଉପଚାର । କରନ୍ତୁ ଏହି ଉପାୟ କିଛି ଦିନ ମଧ୍ୟରେ ଉଡିଯିବ ମୁହଁରୁ ସମସ୍ତ ଦାଗ ।
ନମସ୍କାର ବନ୍ଧୁ ଗଣ ଆପଣ ମାନଙ୍କୁ ଆମ ର ଏହି ସୁନ୍ଦର ୱେବ ପୋର୍ଟାଲ କୁ ସ୍ୱାଗତ କରୁ ଅଛୁ । ଆଜି ଏହି ପୋଷ୍ଟ ମାଧ୍ୟମ ରେ ଆମେ ଆପଣ ମାନଙ୍କୁ । ଜଣାଇ ବାକୁ ଯାଉଛୁ କିପରି ଭାବେ ଆପଣ ଆପଣଙ୍କ ମୁହଁ ରେ ଥିବା ସମସ୍ତ ଦାଗ ର ଘରୋଇ ଉପଚାର କରି ପାରିବେ । ଏବଂ ଏହା ଦ୍ୱାରା ଆପଣ ଆପଣଙ୍କ ମୁହଁ ରେ ଥିବା ସମସ୍ତ ଦାଗ ରୁ ମୁକ୍ତି ପାଇ ପାରିବେ । ଆପଣ ଏହି ପୋଷ୍ଟ କୁ ଆରମ୍ଭ ରୁ ଶେଷ ପର୍ଯ୍ୟନ୍ତ ପଢ଼ନ୍ତୁ । ଆଉ ଜାଣି ପାରିବେ ସମ୍ପୂର୍ଣ୍ଣ ତଥ୍ୟ ।
ତେବେ ବର୍ତ୍ତମାନ ର ସମୟ ରେ ମୁହଁ ର ଦାଗ ଏକଁ ସାଧାରଣ କଥା । ଏହା ସାଧାରଣତଃ ସମସ୍ତ ପୁଅ ଝିଅ ଙ୍କ ଠାରେ ଦେଖିବାକୁ ମିଳୁଛି । କିନ୍ତୁ ଏହାର କିଛି ଉପଚାର ଅଛି ଏହା ହେବାର ମଧ୍ୟ ବହୁତ କିଛି କାରଣ ଅଛି । ତେବେ ଆସନ୍ତୁ ଜାଣିବା ଏହାର କାରଣ ଏବଂ ଏହାର ଉପଶମ ବିଷୟରେ ।
କାରଣ
ସାଧାରଣତଃ ଏହା ଯୌବନ ଅବସ୍ଥାରେ ଅଧିକ ପରିମାଣ ରେ ହୋଇଥାଏ । ଏବଂ ଏହା ପରିତ୍ୟକ୍ତ ଅବସ୍ଥାରେ କମିବାରେ ଲାଗେ । ଏହା ହେବାର ମୁଖ୍ୟ କାରଣ ହେଲା ବାହାରେ ଥିବା ପ୍ରଦୂଷଣ । ତଥା ଶରୀର ରେ ଥିବା ଗ୍ରୋଥ ହରମୋନ ର କ୍ଷରଣ ଯୋଗୁଁ ଏହା ମୁଁହ ରେ ବ୍ରଣ ଆକାର ରେ ବାହାରିଥାଏ । କିନ୍ତୁ ଏହି ବ୍ରଣ କୁ ଆମ୍ଭେ ଯେତେବେଳ ହାତ ଲଗାଇ ଫଟାଇଦେଉ । ସେତେବେଳେ ଏହା କଲଦାଗ ରେ ପରିବର୍ତ୍ତନ ହୋଇଯାଇଥାଏ ।
ଉପଶମ
ଏଥିରୁ ଉପଶମ ପାଇବାକୁ ହେଲେ ସର୍ବ ପ୍ରଥମେ ଆପଣଙ୍କୁ ଆଲୋଭେରା ର ଜେଲ କୁ ମୁହଁ ରେ ପ୍ରତି ସପ୍ତାହ ରେ 3-4 ଥର ଲଗାଇବା ଦ୍ୱାରା ଆପଣଙ୍କ ମୁହଁ ରେ ଥିବା କଳା ଦାଗ କମିଯାଇଥାଏ । ତେବେ ଆହୁରି ମଧ୍ୟ ପ୍ରତିଦିନ ସକାଳୁ ଉଠି ଆପଣଙ୍କ ମୁହଁ ର ଲାଳ କୁ ହାତ ରେ ନେଇ କଳା ଦାଗ ଥିବା ଅଂଶ ରେ ଲଗାଇଲେ ଆପଣଙ୍କ ମୁହଁ ରୁ ବହୁତ ଶୀଘ୍ର କଳା ଦାଗ କମିଯାଇଥାଏ ।
ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।
ଧନ୍ୟବାଦ ।