ମେଡ଼ିକାଲ ପାଠ ଅନୁସାରେ ଗୋଟେ ମାସରେ କେତେଥର ନିଜ ପତ୍ନୀ ସହ ଶାରୀରିକ ସମ୍ପର୍କ ରଖିବା ଆବଶ୍ୟକ….

 

 

ନମସ୍କାର ବନ୍ଧୁ ଗଣ ଆପଣ ମାନଙ୍କୁ  ଆମ ର ଏହି ସୁନ୍ଦର ୱେବ ପୋର୍ଟାଲ କୁ ସ୍ୱାଗତ କରୁ ଅଛୁ । ଆଜି ଏହି ପୋଷ୍ଟ ମାଧ୍ୟମରେ  ଆମେ ଆପଣ ମାନଙ୍କୁ ଜଣାଇ ବାକୁ ଯାଉଛୁ ଯେ । ଗୋଟେ ମାସ ରେ   କେତେଥର ନିଜର ପତ୍ନୀ ସହ ଶାରୀରିକ ସମ୍ପର୍କ ରଖିବା ଆବଶ୍ୟକ । ଆପଣ ଏହି ପୋଷ୍ଟ କୁ ଆରମ୍ଭ ରୁ ଶେଷ ପର୍ଯ୍ୟନ୍ତ ପଢ଼ନ୍ତୁ । ଆଉ ଜାଣି ପାରିବେ ସମ୍ପୂର୍ଣ୍ଣ ତଥ୍ୟ । ତେବେ ସାଧାରଣତହ ବାହାଘର ପରେ  ନିଜ ସ୍ତ୍ରୀ ସହ ସେକ୍ସ କୌଣସି ଖରାପ କଥା ନୁହେଁ ।

 

 ଏହା ସାଧାରଣତଃ ସବୁ ବୈବାହିକ ପୁରୁଷ ମହିଳା ଙ୍କ ର ଏକ ପାଇଁ ଏକ ସାଧାରଣ କଥା । ଆହୁରି ମଧ୍ୟ ଶାରୀରିକ ସମ୍ପର୍କ ରୁ ହିଁ ଭଗବାନ ଙ୍କ ଆଶ୍ରିବାଦ ରୂପରେ ସନ୍ତାନ ସନ୍ତାକି ପ୍ରାପ୍ତି ହୋଇଥାନ୍ତି । କିନ୍ତୁ ଏହାର କିଚି ନିୟମ ଅଛି କି ଆପଣ ଜଣକ ସହ ଏକ ମାସ ମଧ୍ୟରେ ଏତିକି ଥର ସେକ୍ସ କ୍ଲେ ଆପଣ ତଥା ଆପଣଙ୍କ ସ୍ତ୍ରୀଙ୍କର ମଧ୍ୟ କୌଣସି ଅସୁବିଧା ହୁଏ ନାହିଁ ।ତେବେ ଆମେରିକା ର ହାବାର୍ଡ ଇନଷ୍ଟିଚ୍ୟୁଟ ଠାରେ ବୈଜ୍ଞାନିକ  ମାନେ ହଜାର ଦମ୍ପତି ଙ୍କୁ ନେଇ ଗୋଟେ ମାସରେ କେତେ ଥର ଶାରୀରିକ ସମ୍ପର୍କ ରଖିବା ଉଚିତ ତାହା ପରୀକ୍ଷା କରିଥିଲେ । 

ଏବଂ ସେ ସେହି ପରୀକ୍ଷା ରେ ଯାହା ଦେଖିଥିଲେ ଗୋଟେ ମାସ ରେ ୫ ରୁ ୭ ଥର ଶାରୀରିକ ସଂପର୍କ ରଖିବା ଉଚିତ ବୋଲି ଉନ୍ମୋଚିତ କରିଥିଲେ । ଯଦି ସ୍ତ୍ରୀ ସହିତ ଆବଶ୍ୟକତା ଠାରୁ  ଅଧିକ ସମ୍ପର୍କ ରଖିବେ ତେବେ ଆପଣ ଙ୍କୁ ଗୁପ୍ତ ରୋଗ ହୋଇପାରେ । ଯେପରି ଅର୍ଶ, ଭଗନ୍ଦର, ସ୍ୱପ୍ନ ଦୋଷ, ବୀର୍ଯ୍ୟ ପାତ, ଲିଙ୍ଗ ବଙ୍କା ହୋଇଯିବା, ଧାତୁ ପତନ, ଶୀଘ୍ର ପତନ ଇତ୍ୟାଦି । ମାସ କୁ ୭ ଥର ରୁ ଅଧିକ ଶାରିରୀକ ସଂପର୍କ ରଖିବା ମଧ୍ୟ ସ୍ୱାସ୍ଥ୍ୟ ପାଇଁ ଖରାପ ହୋଇଥାଏ ।

 

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

 

ଧନ୍ୟବାଦ ।

 

Leave a Reply

Your email address will not be published. Required fields are marked *