ମୋଦି ଙ୍କ ନାମ ରେ ୧୯ ବର୍ଷ ର କଳଙ୍କ ଆଜ ଲିଭିଗଲା…

 

ନମସ୍କାର ବନ୍ଧୁ ଗଣ ଆପଣ ମାନଙ୍କୁ  ଆମ ର ଏହି ସୁନ୍ଦର ୱେବ ପୋର୍ଟାଲ କୁ ସ୍ୱାଗତ କରୁଅଛୁ । ଆଜି ଏହି ପୋଷ୍ଟ ମାଧ୍ୟମରେ ଆମେ ଆପଣ ମାନଙ୍କୁ । ଜଣାଇ ବାକୁ ଯାଉଛୁ କିଭଳି ଭାବେ ଭାରତ ର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଙ୍କ ନାମରେ ଥିବା ସବୁଠାରୁ ବଡ଼ କଳଙ୍କ ଆଜି ଲିଭିଗଲା ସେ ସମ୍ପର୍କରେ । ତେବେ ଆପଣ ଏହି ପୋଷ୍ଟ କୁ ଆରମ୍ଭ ରୁ ଶେଷ ପର୍ଯ୍ୟନ୍ତ ପଢ଼ନ୍ତୁ । ଆଉ ଜାଣି ପାରିବେ ସମ୍ପୂର୍ଣ୍ଣ ତଥ୍ୟ । 

 

ତେବେ ମୋଦି ଯେତେବେଳେ ୨୦୦୨ ରେ ମୁଖ୍ୟମନ୍ତ୍ରୀ ଥିଲେ ତାଙ୍କ ନାମରେ ହୋଇଥିଲା ଏକ ସଙ୍ଗୀନ ଅଭିଯୋଗ । ଯାହା ପିଅନ ତାଙ୍କୁ ଆମେରିକା ମାଟି ରେ ପାଦ ନଦେବା ପାଇଁ ମଧ୍ୟ ନିର୍ଦେଶ ହୋଇଥିଲା । ତେବେ ଘଟଣା ଟି ଥିଲା ୨୨ ଜାନୁଆରୀ ୨୦୦୨ ରେ ଯେତେବେଳେ ଏକ ଟ୍ରେନ ଗୁଜୁରାଟ ରୁ ଦିଲ୍ଲୀ ଅଭିମୁଖେ ଯାତ୍ରା କରିଥିଲେ ସେତେବେଳେ ଗୋଧରା ଠାରେ ଲୋକ ମାନେ ଏହି ଟ୍ରେନ ରେ ନିଆଁ ଲଗାଇ ଦେଇଥିଲେ ।

 

 ତେବେ ଏହି ଟ୍ରେନ ରେ ହିନ୍ଦୁ ଲୋକ ମାନେ ରାମ ଜନ୍ମଭୂମି ରେ ହେଉଥିବା ମାଟି ପୂଜନ ରେ ଯୋଗ ଦେବା ପାଇଁ ଆସିଥିଲେ । ତେବେ ଏହାକୁ ନେଇ ରାଜ୍ୟ ବହୁତ ଜୋରରେ ଦଙ୍ଗା ଚାଲିଲା କିନ୍ତୁ ନରେନ୍ଦ୍ର ମୋଦି ଚୁପ ଥିଲେ । ଏହାକୁ ଦେଖି ଟ୍ରେନ ରେ ନିଆଁ ଲାଗିବା ପଛରେ ନରେନ୍ଦ୍ର ମୋଦୀ ଙ୍କ ର ହାତ ଅଛି ବୋଲି ଚର୍ଚ୍ଚା ଜୋର ଧରିଥିଲା । 

 

ତେବେ ଯାହା ବର୍ତ୍ତମାନ ମିଛ ପ୍ରମାଣିତ ହେବା ସହ ପ୍ରକୃତ ଦୋଷୀ ରଫିକ ହୁସେନ ଏବଂ ତାଙ୍କ ସହଯୋଗୀ ମାନଙ୍କୁ ଧରାଗଲା । ତେବେ ଏଥିରେ ଅଣ୍ଡର ୱାର୍ଲଡ଼ ର ବହୁତ ଗୁଣ୍ଡା ସାମିଲ ଥିବାର ମଧ୍ୟ ଜଣାପଡିଛି । ତେବେ ମୋଦି ଙ୍କ ଉପରେ ଲାଗିଥିବା ଦୋଷ ଲିଭିଯାଇଛି। 

 

ତେବେ ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

 

ଧନ୍ୟବାଦ ।

Leave a Reply

Your email address will not be published. Required fields are marked *