ମୋଦି ନେଲେ ବଡ଼ ପଦକ୍ଷେପ ଆଧାର କାର୍ଡ କୁ ନେଇ…ଜାଣିଲେ ଖୁସି ହେଇଯିବେ…..ଆଉ ସମସ୍ତି ଙ୍କୁ ଜଣେଇ ବେ ଡାକି ଡାକି!

 

ନମସ୍କାର ବନ୍ଧୁ ଗଣ ଆପଣ ମାନ ଙ୍କୁ । ଆମ ର ଏହି ସୁନ୍ଦର ୱେବ ପୋର୍ଟାଲ କୁ ସ୍ୱାଗତ କରୁ ଅଛୁ । ଆଜି ଏହି ପୋଷ୍ଟ ମାଧ୍ୟମ ରେ । ଆମେ ଆପଣ ମାନ ଙ୍କୁ । ଜଣାଇ ବାକୁ ଯାଉଛୁ ଯେ କିପରି ଭାରତ ସରକାର ଙ୍କ ନୂଆ ନିୟମ ଆନୁସାରେ ସମସ୍ତ ନେତା ଏବଂ ସମସ୍ତ ସରକାରୀ ଚାକିରୀଆ ମାନଙ୍କ ର ସମ୍ପତି ସହ ଲିଙ୍କ ହେବ ସେମାନଙ୍କ ର ଆଧାର ନମ୍ବର । 

 

ଆପଣ ଏହି ପୋଷ୍ଟ କୁ ଆରମ୍ଭ ରୁ ଶେଷ ପର୍ଯ୍ୟନ୍ତ ପଢ଼ନ୍ତୁ । ଆଉ ଜାଣି ପାରିବେ ସମ୍ପୂର୍ଣ୍ଣ ତଥ୍ୟ । ତେବେ ବର୍ତ୍ତମାନ ଦିନକୁ ଦିନ ଭାରତ ରେ କଳା ଟଙ୍କା ର ପରିମାଣ ବୃଦ୍ଧି ପାଇବାରେ ଲାଗିଛି । ଯାହା ଫଳରେ ସାଧାରଣ ଲୋକ ଗରିବ ମୂଲିଆ ଶ୍ରେଣୀ ର ଲୋକ ମାନେ ସବୁଠାରୁ ଅଧିକ ହନ୍ତସନ୍ତ ହେଉଛନ୍ତି । ମିଳିଥିବା ସୂଚନା ଅନୁସାରେ । ଜଦି ଭାରତ ର ବର୍ତ୍ତମାନ ଯେତିକି କଳା ଟଙ୍କା  । 

 

ଭାରତ ବାହାର ରେ ଥିବା ବିଭିନ୍ନ ବ୍ୟାଙ୍କ ରେ ରଖାଯାଇଛି ତାକୁ ଯଦି ଏକାଠି କରାଯାଏ । ତେବେ ତାହା ଭାରତ ର ଜନ ସଂଖ୍ୟା ମଧରେ ସମାନ ଭାବରେ ବାଣ୍ଟି ଦେଲେ ତାହା ମୁଣ୍ଡ ପିଛା ୧୫୦୦୦-୧୮୦୦୦ ଟଙ୍କା ପର୍ଯ୍ୟନ୍ତ ପଡିପାରେ । ତେବେ ସେହି କଳା ଟଙ୍କା ର ସମସ୍ତ ହିସାବ ନେବା ପାଇଁ ଭାରତ ସରକାର ଏହି ନିୟମ ଲାଗୁ କରିଛନ୍ତି । 

 

ଯେଉଁଥିରେ ଭାରତ ରେ ଥିବା ସମସ୍ତ ରାଜନେତା ଯେପରିକି ସମସ୍ତ MLA କିମ୍ବା MP  ମାନେ ତଥା ସମସ୍ତ ସରକାରୀ କର୍ମଚାରୀ ମାନେ ନିଜର ସମସ୍ତ ସମ୍ପତି ସହ ନିଜର ଆଧାର ଲିଙ୍କ କରିବେ । ଯଦି କିଏ ବି ଏହା କୁ ଅବମାନନା କଲା ତାକୁ ଆଇନ ଅନୁସାରେ ଦଣ୍ଡ ଦିଆଯିବ ।

 

ଯଦି ଆପଣଙ୍କୁ ଆମର ଏହି ଖବର ଭଲ ଲାଗିଛି  । ତା ହେଲେ    ତଳେ   ଗୋଟିଏ   ଲାଇକ  କରନ୍ତୁ ।

 

ଧନ୍ୟବାଦ ।

Leave a Reply

Your email address will not be published. Required fields are marked *