ମୋଦି ସରକାରଙ୍କ ବଡ଼ ଘୋଷଣା ଫୁଣି ଏହି ଦିନ ଠାରୁ ନୋଟ ବନ୍ଦୀ…

ନମସ୍କାର ବନ୍ଧୁଗଣ ଆପଣ ମାନଙ୍କୁ ଆମ ଓଡ଼ିଶା ଖବର ପୋର୍ଟାଲ୍ କୁ ସ୍ଵାଗତ ଜଣାଉଛୁ। ଯଦି ଆପଣ ଙ୍କ ପକରେ ଅଛି ଏହି ସବୁ ତାଙ୍କ ତେବେ ବ୍ୟାଙ୍କ୍ ରେ ଜମା କରିଦିଅନ୍ତୁ । ଖବର ଟି ସମ୍ପୂର୍ଣ ଜାଣିବା ପାଇଁ ଆମ ଖବର କୁ ଶେଷ ଯାଏ ପଢନ୍ତୁ।

 

ଆପଣ ଜାଣିଥିବେ ଭାରତ ସରକାର ଙ୍କ ତରଫରୁ ଜନସାଧାରଣ ମାନଙ୍କୁ 2016 ଏକ ଶକ୍ତ ଝଟକା ଲାଗିଥିଲା ।ଏମିତି ଏକ ଖବର ଅସି ପହଞ୍ଚି ଥିଲା କୁ ରାତା ରାତି ଲୋକଙ୍କ ନିଦ ହଜି ଯାଇଥିଲା । ହିଁ ଆଜ୍ଞା ସେ ନଭେମ୍ବର ମାସ 8 ତାରିଖରେ ହେଇଥିବା ବିମୁଦ୍ରିକରଣ ଏହା ପରେ ଲୋକେ ବହୁ ଦ୍ଵନ୍ଦ ରେ ପଡି ଯାଇଥିଲେ କେମିତି ତାଙ୍କ ପାଖରେ ଥିବା ଲକ୍ଷ୍ୟ ଲକ୍ଷ ଟଙ୍କା କଣ କରିବେ । କିନ୍ତୁ ଆମ ମାନନୀୟ ପ୍ରଧାନ ମନ୍ତ୍ରୀ ନରେନ୍ଦ୍ର ମୋଦୀ ଘୁସନା କରିଥିଲେ ଆପଣ ମାନେ ବେଶୀଦିନ ହଇରାଣ ହବାକୁ ପଡ଼ିବ ନାହିଁ ବହୁ ଜଲ୍ଦୀ ଆପଣ ମାନଙ୍କ ପାଇଁ ନୂଆ ଟଙ୍କା ଆସିଯିବ ଏବଂ ପୁରୁଣା ଟଙ୍କା ସବୁ ବ୍ୟାଙ୍କ୍ ରେ ଜମା କରି ପାରିବେ । ମୋଦି ଙ୍କ ର ଏହି ଷ୍ଟେପ କେବଳ ଦୁର୍ନୀତି ଏବଂ କଳାବଜାରୀ ରୋକିବା ପାଇଁ ଥିଲା ।

 

ପୁଣି ଏବେ ଶୁଣିବାକୁ ମିଳୁଛି ଆଉ ଥରେ ନୋଟ୍ ବାନ୍ଧି ହବ । RBI ଦେଇଥିବା ସୁଚନା ଅଧିକାର ରେ ଆଗାମୀ ମାର୍ଚ୍ଚ ଏବଂ ଏପ୍ରିଲ୍ ରେ ଆଉ ଥରେ ନୋଟ୍ ବାନ୍ଧି ହବାକୁ ଯାଉଚି । ତେବେ RBI ଙ୍କ କଣ ରହିଛି ସୂଚନା ଏବଂ କଣ କଣ ଟଙ୍କା ପରିବର୍ତନ ହେବ ଆସନ୍ତୁ ଜାଣିବା । RBI ର ଥିବା ଜେନେରାଲ ମ୍ୟାନେଜର ବେଙ୍ଗେଲୋର୍ ଥିବା ଏକ ମିଟିଂ ରେ ସେ କିଛି ସୂଚନା ଦେଇଛନ୍ତି । ସେ କହିଛନ୍ତି ଜଉ ପୁରୁଣା ନୋଟ୍ ନୋଟ୍ ବାନ୍ଧି ସମୟ ରେ ବଦଳା ଯାଇନଥିଲା ଯାହାକି 100 ଟଙ୍କିଆ ,10 ଟଙ୍କିଆ, ଏବଂ 5 ଟଙ୍କିଆ ନୋଟ୍ ସବୁ ଆଉ 2-3 ମାସ ମଧ୍ୟ ରେ ନୋଟ ବାନ୍ଧି କରି ପରିବର୍ତନ କାରା ଯିବ । ଏବଂ ତାହା ପୂର୍ବରୁ ଲୋକଙ୍କୁ ସୂଚନା ଦିଆ ଯିବ।

 

ଯଦି ଆମର ଏହି ଖବର ଆପଣଙ୍କୁ  ଭଲ ଲାଗିଛି ତାହେଲେ ତଳେ ଗୋଟିଏ ଲାଇକ କରନ୍ତୁ । ଅନ୍ୟ ମାନଙ୍କ ପାଖରେ ଏହି ଖବର ପହଞ୍ଚେଇବାକୁ ଗୋଟିଏ ସେୟାର କରନ୍ତୁ । ଜୟ ଜଗନ୍ନାଥ । ଆପଣ ଙ୍କ ଦିନଟି ସୁଭମୟ ହେଉ ।

Leave a Reply

Your email address will not be published. Required fields are marked *