ମୋଦି ସରକାର ଙ୍କ ନୂଆ ଘୋଷଣା ହୋଲି ପୂର୍ବରୁ ମିଳିବ ୧୦,୦୦୦ ଟଙ୍କା । ଜାଣନ୍ତୁ କିଏ ଲାଭ ଉଠାଇ ପାରିବେ ଏହି ସ୍କିମ ର ଜାଣନ୍ତୁ ସମ୍ପୂର୍ଣ୍ଣ ନିୟମ ।

 

ନମସ୍କାର ବନ୍ଧୁ ଗଣ ଆପଣ ମାନଙ୍କୁ  ଆମ ର ଏହି ସୁନ୍ଦର ୱେବ ପୋର୍ଟାଲ କୁ ସ୍ୱାଗତ କରୁଅଛୁ । ଆଜି ଏହି ପୋଷ୍ଟ ମାଧ୍ୟମରେ ଆମେ ଆପଣ ମାନଙ୍କୁ । ଜଣାଇ ବାକୁ ଯାଉଛୁ କେନ୍ଦ୍ର ସରକାର କାହିଁକି କାହାକୁ  ଦଶ ହଜାର ଟଙ୍କା ଦେବେ ସେ ବିଷୟରେ କହିବାକୁ ଯାଉଛି । ତେବେ ଆପଣ ଏହି ପୋଷ୍ଟ କୁ ଆରମ୍ଭ ରୁ ଶେଷ ପର୍ଯ୍ୟନ୍ତ ପଢ଼ନ୍ତୁ । ଆଉ ଜାଣି ପାରିବେ ସମ୍ପୂର୍ଣ୍ଣ ତଥ୍ୟ । 

 

ତେବେ କେନ୍ଦ୍ର ସରକାର ଏକ ନୂଆ ସ୍କିମ ଘୋଷଣା କରିଛନ୍ତି । ଯାହା ଦ୍ୱାରା ସମସ୍ତ କେନ୍ଦ୍ର ସରକାର ଅଧୀନରେ ଚାକିରି କରୁଥିବା ଲୋକ ମାନେ ୧୦ ହଜାର ଟଙ୍କା ପର୍ଯ୍ୟନ୍ତ ଉଠାଇ ପାରିବେ । ତେବେ ଏହି ସ୍କିମ କେବଳ କେନ୍ଦ୍ର ସରକାର ଙ୍କ ନିକଟରେ  ଚାକିରୀ କରୁଥିବା ଚାକିରିଆ ଙ୍କୁ ହିଁ ମିଳିବ । 

 

ତେବେ ଏହି ସ୍କିମ ରେ ହୋଲି ପୂର୍ବରୁ ସମସ୍ତ ଚକିରିଆ ଭାଇ ଏବଂ ଭଉଣୀ ମାନେ ସରକାର ଙ୍କ ଠାରୁ ୧୦୦୦୦ ଟଙ୍କା ପର୍ଯ୍ୟନ୍ତ ନେଇ ପାରିବେ । ଯାହାକୁ ସେମାନେ ପରବର୍ତ୍ତୀ ମୁହୁର୍ତ୍ତ ରେ ସରକାର ଙ୍କୁ ସୁଝି ପାରିବେ । ଜାହାକୁ ସେ ୧୦୦୦ କରି ପ୍ରତି ମାସକୁ ସୁଝି ପାରିବେ । ନହେଲେ ନିଜ ଦରମା ରୁ ଆପଣ କିଛି କିଛି କାଟି କରି ସୁଝି ପାରିବେ ।

 

ତେବେ ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

 

ଧନ୍ୟବାଦ ।

 

Leave a Reply

Your email address will not be published. Required fields are marked *