ମୋଦୀ ଙ୍କ ପାଇଁ ମୁଁ ବାହା ହୋଇ ପାରିଲି ନାହିଁ । ମୁଁ ମୋଦି ଙ୍କୁ ଛାଡ଼ିବି ନାହିଁ …

 

ନମସ୍କାର ବନ୍ଧୁ ଗଣ ଆପଣ ମାନଙ୍କୁ  ଆମ ର ଏହି ସୁନ୍ଦର ୱେବ ପୋର୍ଟାଲ କୁ ସ୍ୱାଗତ କରୁଅଛୁ । ଆଜି ଏହି ପୋଷ୍ଟ ମାଧ୍ୟମରେ ଆମେ ଆପଣ ମାନଙ୍କୁ । ଜଣାଇ ବାକୁ ଯାଉଛୁ କିଭଳି ଜଣେ ମହିଳା ମୋଦିଙ୍କ ପାଇଁ ବାହା ନହୋଇ ପାରି ଆସି ଆନ୍ଦୋଳନ କରିଛନ୍ତି । ତେବେ ଆପଣ ଏହି ପୋଷ୍ଟ କୁ ଆରମ୍ଭ ରୁ ଶେଷ ପର୍ଯ୍ୟନ୍ତ ପଢ଼ନ୍ତୁ । ଆଉ ଜାଣି ପାରିବେ ସମ୍ପୂର୍ଣ୍ଣ ତଥ୍ୟ । 

 

ତେବେ ଆପଣ ମାନେ ଜାଣିଥିବେ କିଛି ଦିନ ହେବ ଦେଶରେ ଯେଉଁଭଳି ଭାବେ କୃଷକ ଆନ୍ଦୋଳନ ଚଲାଇଛନ୍ତି ତେବେ ଏହା ଉପରେ ଦେଶର ଏକ ବଡ଼ ପ୍ରଭାବ ପଡ଼ିବାକୁ ଯାଉଛି । ତେବେ ଆପଣ ମାନଙ୍କୁ କହିଦେବାକୁ ଚାହଁଉଛି ଯେ ଜଣେ କୃଷକ ମିଡ଼ିଆ ଆଗରେ ସିଧା ସଳଖ ମାରି ଦେବାକୁ ଧମକ ମଧ୍ୟ ଦେଇଛନ୍ତି । ତେବେ ଏହାର କାରଣ ହେଲା କୃଷକ ମାନେ କହିବା କଥା ହେଲା ସେମାନେ ଯେଉଁଭଳି ଭାବେ ଭାରତ ସରକାର ତାଙ୍କୁ ଆତଙ୍କବାଦୀ ଠାରୁ ଆରମ୍ଭ କରି ଦେଶଦ୍ରୋହୀ କହିଲେଣି ।

 

ସେଥିପାଇଁ ସେ ଅତିଷ୍ଠ ହୋଇଯାଇଛନ୍ତି । ଏହା ସହ ଦିଲ୍ଲୀ ରେ ଲାଲ କିଲ୍ଲା ରେ ହୋଇଥିବା ଘଟଣା ର ପ୍ରକୃତ ଦୋଷୀ କୃଷକ ମଧ୍ୟରୁ କେହି ନୁହ୍ନେ କହିବା ସହ ଏହା ଦିଲ୍ଲୀ ପୋଲିସ ର ଚକ୍ରାନ୍ତ ବୋଲି ମଧ୍ୟ କହିଛନ୍ତି । ଏହା ସହ ଦେଶର ଜଣେ ସାର୍ପ ସୁଟର ପୁନମ ପାଣ୍ଡେ ନିଜର ବାହାଘର ଅଧାରୁ ଛାଡି ଆସିଛନ୍ତି ଯାହାର କାରଣ ସେ ମୋଦି ଙ୍କୁ ଦେଇଛନ୍ତି ।

 

ତେବେ ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

 

ଧନ୍ୟବାଦ ।

Leave a Reply

Your email address will not be published. Required fields are marked *