ମୋବାଇଲ ରେ ଏହି ଗୋଟିଏ ସେଟିଙ୍ଗ କର 4G ର ଅସଲ ସ୍ପୀଡ଼ ଆସିଯିବ !

ନମସ୍କାର ବନ୍ଧୁଗଣ ଆମେ ସ୍ୱାଗତ କରୁଚୁ ଆମ ଓଡିଶା ଖବର ପୋର୍ଟାଲ କୁ ବନ୍ଧୁଗଣ ଆଜି ଆମେ ଜାଣିବା ମୋବାଇଲ ରେ ନେଟୱର୍କ ଥାଇ ମଧ୍ୟ ୪ଜ ନେଟୱର୍କ ମିଳିପାରୁନାହିଁ ତାହା ପାଇଁ କଣ ସେଟ୍ଟିଙ୍ଗ ର ଆବଶ୍ୟକତା |

 

ବନ୍ଧୁ ଗଣ ଆଜିର ଏହି ୨୦୨୦ ର ଆଧୁନିକ ଯୋଗରେ ମଣିଷ ଜୀବନର ମୋବାଇଲ ଏକ ଅପରିହାର୍ଯ୍ୟ ଅଙ୍ଗ ଭଳି ଲାଗୁଚି | ମୋବାଇଲ ବିନା ମଣିଷ ଗୋଟେ ସେକେଣ୍ଡ ତିଷ୍ଠି ରହିବ କଷ୍ଟ କର | ଏ ଦୁନିଆ ଯେତେ ଆଗକୁ ବଢୁଛି ତାହା ସହ ତାଳ ଦେଇ ଆମକୁ ଯିବାକୁ ପଡୁଛି | ଯେତେ ବେଳେ ୧୯୯୫ ରେ ମୋବାଇଲ ପ୍ରଥମେ ବାହାରିଥିଲା ସେତେ ବେଳେ କିଛି ବଡ ବଡ ଧନୀ ଲୋକ ମାନେ ଏହାକୁ ଧରୁଥିଲେ କିନ୍ତୁ ସମୟ କ୍ରମେ ମୋବାଇଲ ନେଟୱର୍କ ଅଗ୍ରଗତି ହେଲା ଏବଂ ମୋବାଇଲ କିଛି ଫିଚର ବଦଳି ଲା ଏବଂ ଏଣ୍ଡ୍ରେଡ ଫୋନ ବାହାରିଲା | ଏବେ ଫୋନ ସମସ୍ତଙ୍କ ହାତରେ | ଏବେ ସମୟ ରେ ସମସ୍ତ କାମ ଅନଲାଇନ ଏଠି ପାଇଁ ନିହାତି ସ୍ପୀଡ଼ ନେଟ ଦରକାର କିନ୍ତୁ ଯଦି ସ୍ପୀଡ଼ ନେଟ ନ ଚାଲେ ଆପଣ ବିରକ୍ତ ହେଇ ଯାନ୍ତି | ଏଠି ପାଇଁ ଏମିତି ନେଟୱର୍କ ସେଟ୍ଟିଙ୍ଗ ଅଛି ଯାହାକି ଆପଣଙ୍କ ର ନେଟ ବହୁତ ସ୍ପୀଡ଼ ଚାଲିବ

 

ଏହା ଜାଣିବା ପାଇଁ ଆମ ପୋଷ୍ଟ କୁ ଶେଷ ଯାଏ ଦେଖନ୍ତୁ
ଆପଣ ନିଜ ମୋବାଇଲ ରେ ନେଟ ସ୍ପୀଡ଼ ପାଇଁ ପ୍ରଥମେ ନେଟୱର୍କ ସେଟିଙ୍ଗ ଯାନ୍ତୁ (APN ) access point network ଯାନ୍ତୁ ଏବଂ APN ସେଟ୍ଟିଙ୍ଗ ର ମେନୁ କୁ ଯାଇ ନେଟୱର୍କ ସେଟ୍ଟିଙ୍ଗ ଡେ଼ଫ୍ଲଟ କରନ୍ତୁ
ଯଦି ୪ଜ ନେଟ slow ହଉଚି ତେବେ ଫୋନେ ସେଟ୍ଟିଙ୍ଗ କୁ ଯାନ୍ତୁ ଏବଂ ନେଟୱର୍କ ସେଟ୍ଟିଙ୍ଗ କୁ ଯାନ୍ତୁ preferred type of ନେଟୱର୍କ କୁ ଯାଇ ୪ଜ କିମ୍ବା LTE କରନ୍ତୁ | ଏହା କଲେ ଆପଣ ଙ୍କ ନେଟ ସ୍ପୀଡ଼ ଚାଲିବ

ଏଥି ସହ ଏହା ମଧ୍ୟ କୁହ ଯାଇଛି ସସ୍ୟ ପାଇଁ ଗୋବର ଏବଂ ଗୋମୂତ ମଧ୍ୟ ବହୁତ ଉପକାରୀ
ଆମର ଏହି ଭଳି ପୋଷ୍ଟ ପାଇଁ ଆମ page like କରନ୍ତୁ ଏବଂ ପୋଷ୍ଟ କୁ share କରନ୍ତୁ |

Leave a Reply

Your email address will not be published. Required fields are marked *