ମୋ ସହିତ ଲାଗିଲେ ଦେଖେଇ ଦେବି ଖଣ୍ଡଗିରି ଯାତ୍ରା । ଆଜି ଭ୍ୟାଲେଣ୍ଟାଇନ ଡେ ରେ ଖେଳ କଲେ ରାଣୀପଣ୍ଡା ।

 

ନମସ୍କାର ବନ୍ଧୁ ଗଣ ଆପଣ ମାନଙ୍କୁ  ଆମ ର ଏହି ସୁନ୍ଦର ୱେବ ପୋର୍ଟାଲ କୁ ସ୍ୱାଗତ କରୁଅଛୁ । ଆଜି ଏହି ପୋଷ୍ଟ ମାଧ୍ୟମରେ ଆମେ ଆପଣ ମାନଙ୍କୁ । ଜଣାଇ ବାକୁ ଯାଉଛୁ କାହିଁକି ବିବାଦୀୟ ଅଭିନେତ୍ରୀ ରାଣୀପଣ୍ଡା ଭ୍ୟାଲେଣ୍ଟାଇନ ଡେ ରେ ରାଗିଗଲେ ସେ ବିଷୟରେ କହିବାକୁ ଯାଉଛି । ତେବେ ଆପଣ ଏହି ପୋଷ୍ଟ କୁ ଆରମ୍ଭ ରୁ ଶେଷ ପର୍ଯ୍ୟନ୍ତ ପଢ଼ନ୍ତୁ । ଆଉ ଜାଣି ପାରିବେ ସମ୍ପୂର୍ଣ୍ଣ ତଥ୍ୟ ।

 

ତେବେ ରାଣୀ ପଣ୍ଡା ଜଣେ ସରଳ , ନିଷ୍କପଟ , ସମସ୍ତଙ୍କୁ ଭଲ ପାଉଥିବା ତଥା ଦୁଃଖୀ ଦରିଦ୍ର ଙ୍କ ପାଇଁ ସବୁବେଳେ ନିଜ କୁ ଉତ୍ସର୍ଗ କରୁଥିବା ମଣିଷ ଟିଏ । ତେବେ ସେ ଯାତ୍ରା ରେ କିମ୍ବା ନିଜର ଚଳିବା ପାଇଁ ଯାହାବି କରନ୍ତୁ କିନ୍ତୁ ଓଡିଶା ର ଲୋକ ମାନଙ୍କ ପାଇଁ ସବୁବେଳେ ସେ ନିଜକୁ ଉତ୍ସର୍ଗ କରିଦେଇଛନ୍ତି । 

 

ତେବେ ରାଣୀ ପଣ୍ଡା ଙ୍କ ଏହି ଭଲ କାର୍ଯ୍ୟ ତଥା ଏହି ମିଡ଼ିଆ ରେ ଏତେ ହାଇଲାଇଟ ହେବା କିଛି ଲୋକ ମାନଙ୍କ ଦେହ ରେ ଯାଉନି । ସେଥିପାଇଁ ତ ବୋହୁ ଲୋକ ମାନେ ତାଙ୍କୁ ରାଣ୍ଡି, ବେଶ୍ୟା ,ବେଧେଇ ଏବଂ ଧନ୍ଦା ବାଲି କହିବାକୁ ମଧ୍ୟ ପଛାଉ ନାହାନ୍ତି । ତେବେ ସେମାନଙ୍କ ପାଇଁ ରାଣୀ ପଣ୍ଡା କହିଛନ୍ତି କି ସେ ଗୋଟେ ଦିନ ଏମିତି ଆସିବ ସେ କେତେ ଭଲ ତାହା ସମସ୍ତେ ଜାଣିବେ । 

 

ଆଉ ଯେଉଁ ମାନେ ତାଙ୍କୁ ଭଲ ପାଉଛନ୍ତି ସେମାନଙ୍କ ପାଇଁ ଜୀବନ ଦେଇ ଦେବ ରାଣୀ ପଣ୍ଡା । କିନ୍ତୁ ଯେଉଁ ମାନେ ତାଙ୍କୁ ଏଭଳି କଥା କହୁଛନ୍ତି ଦିନେ ସେ ତାଙ୍କ ଘର ଆଗରେ ସେମାନଙ୍କୁ ଲଙ୍ଗଳା କରାଇ ଖଣ୍ଡଗିରି ଯାତ୍ରା ଦେଖାଇ ଦେବେ ବୋଲି କହିଛନ୍ତି । ଯାହାକୁ ସେ ନିଜର ସୋସିଆଲ ମିଡିଆ ଆକାଉଣ୍ଟ ରେ ଛାଡ଼ିଛନ୍ତି । ଯାହା ଭ୍ୟାଲେଣ୍ଟାଇନ ଡେ ରେ ବହୁ ଚର୍ଚ୍ଚିତ ବିଷୟ ପାଲଟିଛି ।

ତେବେ ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

 

ଧନ୍ୟବାଦ ।

 

Leave a Reply

Your email address will not be published. Required fields are marked *