ଯଦି ଆପଣଙ୍କୁ କିଏ ସବୁବେଳେ ଦୁଃଖ ଦେଉଛି । ତେବେ ଆପଣ ଏହି କାର୍ଯ୍ୟ କରନ୍ତୁ ସେ କେବେହେଲେ ଆପଣଙ୍କ ର କିଛି କରିପାରିବନି ।

ଯଦି ଆପଣଙ୍କୁ କିଏ ସବୁବେଳେ ଦୁଃଖ ଦେଉଛି । ତେବେ ଆପଣ ଏହି କାର୍ଯ୍ୟ କରନ୍ତୁ ସେ କେବେହେଲେ ଆପଣଙ୍କ ର କିଛି କରିପାରିବନି ।

 

ନମସ୍କାର ବନ୍ଧୁ ଗଣ ଆପଣ ମାନ ଙ୍କୁ । ଆମ ର ଏହି ସୁନ୍ଦର ୱେବ ପୋର୍ଟାଲ କୁ ସ୍ୱାଗତ କରୁ ଅଛୁ । ଆଜି ଏହି ପୋଷ୍ଟ ମାଧ୍ୟମ ରେ । ଆମେ ଆପଣ ମାନ ଙ୍କୁ । ଜଣାଇ ବାକୁ ଯାଉଛୁ ଯେ  ଆପଣ ଏହି କାର୍ଯ୍ୟ କଲେ ଆପଣଙ୍କ ର କେହି ବି ଖରାପ କରିଥିଲେ ବି ଆପଣଙ୍କ ର କିଛି ଅନିଷ୍ଠ ହେବନି । ଆପଣ ଏହି ପୋଷ୍ଟ କୁ ଆରମ୍ଭ ରୁ ଶେଷ ପର୍ଯ୍ୟନ୍ତ ପଢ଼ନ୍ତୁ । ଆଉ ଜାଣି ପାରିବେ ସମ୍ପୂର୍ଣ୍ଣ ତଥ୍ୟ । 

 

ତେବେ ରାଗ ଏକ ଏମିତି ଜିନିଷ ଯାହା ଆପଣ କୁ ତ ନଷ୍ଟ କରେ ତଥା ଆପଣଙ୍କ ସହ ଜଡିତ ଅନ୍ୟ ଲୋକ ଙ୍କ ଜୀବନକୁ ମଧ୍ୟ ନଷ୍ଟ କରିଦେଇଥାଏ। କ୍ରୋଦ୍ଧ କରୁଥିବା ବ୍ୟକ୍ତି ନିଜେ ବି ଜଳିଥାଏ ଓ ଅନ୍ୟକୁ ବି ଜଳାଇଥାଏ । କ୍ରୋଦ୍ଧ ରେ ବ୍ୟକ୍ତି ଅନ୍ୟକୁ କଷ୍ଟ ପହଞ୍ଚାଇବାକୁ ଚେଷ୍ଟା କରିଥାଏ । ଗୌତମ ବୁଦ୍ଧ ଙ୍କ ଏହି କଥା ସଭା ରେ ବସିଥିବା ଜଣେ କ୍ରୋଦ୍ଧି ବ୍ୟକ୍ତି ଶୁଣୁଥିଲା । କ୍ରୋଦ୍ଧ ଉପରେ କୁହାଯାଇଥିବା କଥା ତାକୁ ବିଲକୁଲ ଭଲ ଲାଗିଲା ନାହିଁ । 

 

କ୍ରୋଦ୍ଧି ବ୍ୟକ୍ତି ସଭାରେ ଠିଆ ହେଲା ଓ ରାଗିକି ବୁଦ୍ଧଙ୍କୁ କହିଲା ତୁ କିଛି ଜାଣିନୁ । ତୁ ମିଛୁଆ । ସେହି ବ୍ୟକ୍ତିର ଏହି ସବୁ କଥା ଶୁଣି ବୁଦ୍ଧ ଶାନ୍ତ ରହିଲେ । ଶାନ୍ତ ବୁଦ୍ଧଙ୍କୁ ଦେଖି ସେହି ବ୍ୟକ୍ତିକୁ ଆହୁରି ଅଧିକ ରାଗ ଲାଗିଲା । ସେ ବୁଦ୍ଧ ଙ୍କ ମୁହଁ କୁ ଛେପ ମଧ୍ୟ ପକାଇଲା । ଏହା ପରେ ସେହି ବ୍ୟକ୍ତି ବୁଦ୍ଧଙ୍କୁ ଆହୁରି କେତେ ଖରାପ କରି କହିଲା । ତା ପରେ ସେଠାରୁ ସେ ଚାଲିଗଲା । ଏହା ପରେ ସେହି ସଭା ସମାପ୍ତ ହୋଇଗଲା ଓ ବୁଦ୍ଧ ଅନ୍ୟ ଗାଁ କୁ ଚାଲିଗଲେ । 

 

କିନ୍ତୁ ସେହି ଲୋକ କୁ ତା ପରଦିନ ଭାରି ଖରାପ ଲାଗିଲା । ସେ ନିଜ ର ଭୁଲ ବୁଝିପାରି ବୁଦ୍ଧ ଙ୍କୁ ଭୁଲ ମାଗିବାକୁ ପାଖ ଗ୍ରାମ କୁ ଗଲା । କିନ୍ତୁ ସେହି ବ୍ୟକ୍ତି ବୁଦ୍ଧଙ୍କ ଚରଣ ରେ ପଡି କହିଲା କି ମୋତେ କ୍ଷମା କରି ଦିଅନ୍ତୁ ମୁଁ କାଲି ଆପଣଙ୍କ ସହ ବହୁତ ଖରାପ ବ୍ୟବହାର କଲି । ବୁଦ୍ଧ ତାଙ୍କୁ ପଚାରିଲେ କି ଆପଣ କିଏ? ଏହି କଥା ଶୁଣି ସେହି କ୍ରୋଦ୍ଧି ବ୍ୟକ୍ତି ଆଶ୍ଚର୍ଯ୍ୟ ହୋଇଗଲା ।  ମୁଁ ସେହି ଦୁଷ୍ଟ ଯିଏ କାଲି ଆପଣଙ୍କୁ ବହୁତ ଅପମାନ କରିଥିଲା । 

 

ବୁଦ୍ଧ ହସି କି କହିଲେ ମୁଁ ତ କାଲିର କଥା କାଲି ହିଁ ଛାଡିଦେଲି । ଖରାପ କଥା ଅପମାନକୁ ଯଦି ମନେରଖିବା ତେବେ ଆମ ଜୀବନ ଆଉ ଭବିଷ୍ୟତ ବି ଖରାପ ହୋଇଯିବ । କଥାର ସାର ଏହା ହେଲା କି ଆମକୁ ବି ଖରାପ ପରିସ୍ଥିତି ଓ ଖରାପ କାମକୁ ପଛରେ ଛାଡି ଆଗକୁ ବଢିବା ଦରକାର । ଯେମିତି ବ୍ୟକ୍ତି କହିଥିବା ଅପମାନ ଶବ୍ଦକୁ ମନେ ରଖିବା ଦ୍ଵାରା ଆମକୁ ଦୁଃଖ ହିଁ ଦୁଃଖ ମିଳିବ ଅର୍ଥାତ ଖରାପ ପରିସ୍ଥିତି କୁ ପଛରେ ଛାଡି ଆଗକୁ ବଢିବା ହିଁ ଆମ ପାଇଁ ଭଲ ଅଟେ ।

 

ଯଦି ଆପଣଙ୍କୁ ଆମର ଏହି ଖବର ଭଲ ଲାଗିଛି  । ତା ହେଲେ ତଳେ ଗୋଟିଏ ଲାଇକ କରନ୍ତୁ ।

 

ଧନ୍ୟବାଦ ।

Leave a Reply

Your email address will not be published. Required fields are marked *