ନମସ୍କାର ବନ୍ଧୁ ଗଣ ଆପଣ ମାନଙ୍କୁ ଆମ ର ଏହି ସୁନ୍ଦର ୱେବ ପୋର୍ଟାଲ କୁ ସ୍ୱାଗତ କରୁଅଛୁ । ଆଜି ଏହି ପୋଷ୍ଟ ମାଧ୍ୟମରେ ଆମେ ଆପଣ ମାନଙ୍କୁ । ଜଣାଇ ବାକୁ ଯାଉଛୁ ଯଦି ଆପଣଙ୍କ ନିଦ ୩ ରୁ ୫ ଟା ସମୟ ଭିତରେ ଭାଙ୍ଗି ଯାଉଛି ତେବେ ଭଗବାନ ଆପଣଙ୍କୁ ଏହି ସଙ୍କେତ ଦେଇଥାନ୍ତି । ତେବେ ଆପଣ ଏହି ପୋଷ୍ଟ କୁ ଆରମ୍ଭ ରୁ ଶେଷ ପର୍ଯ୍ୟନ୍ତ ପଢ଼ନ୍ତୁ । ଆଉ ଜାଣି ପାରିବେ ସମ୍ପୂର୍ଣ୍ଣ ତଥ୍ୟ ।
ତେବେ ଆପଣଙ୍କ ର ନିଦ କଣ ସବୁବେଳେ ରାତିରେ ଭାଙ୍ଗି ଯାଉଛି। ଯାହା ଫଳରେ ଆପଣ ହଇରାଣ ହେଉଛନ୍ତି । ଯଦି ହଁ ତେବେ ଜାଣନ୍ତୁ ଏହା ହେବାର କାରଣ ବିଷୟରେ । ତେବେ ଯଦି ଆପଣଙ୍କ ର ନିଦ ରାତି ୧୨-୧ ମଧ୍ୟରେ ଭାଙ୍ଗି ଯାଉଛି ତେବେ ଆପଣ ଜାଣନ୍ତୁ ଏହା ଆପଣଙ୍କ ଶରୀର ରେ କିଛି ରୋଗ ଥିବାର ଇସାରା କରୁଛି । ସାଧାରଣତଃ ଏହା ପେଟ ଜନିତ ରୋଗ କୁ ଦର୍ଶାଇ ଥାଏ ।
ତେବେ ସେହିଭଳି ଯଦି ଆପଣଙ୍କ ର ନିଦ ରାତି ୧ ଟା ରୁ ୩ ମଧ୍ୟରେ ଭାଙ୍ଗି ଯାଉଛି ତେବେ ଆପଣଙ୍କୁ କୌଣସି ଯକୃତ ଜନିତ ରୋଗ ଥିବାର ସମ୍ଭାବନା ଦେଖା ଯାଉଚି । ତେବେ ଯଦି ଆପଣଙ୍କ ର ଏହି ରୋଗ ଦେଖା ଦେଉଛି ତେବେ ଆପଣ ପ୍ରଚୁର ମାତ୍ରା ରେ ପାଣି ପିଅନ୍ତୁ । ଯଦି ଆପଣଙ୍କ ର ନିଦ ୩-୫ ଭିତରେ କୌଣସି ସ୍ୱପ୍ନ ସାକାର ହେବାର ଭାବି ନିଦ ଭାଙ୍ଗି ଯାଉଛି ତେବେ ମନେ ରଖନ୍ତୁ ଆପନଙ୍କର ସେହି ସ୍ୱପ୍ନ କୁ ଭଗବାନ ନିଶ୍ଚୟ ପୂର୍ଣ୍ଣ କରିବାକୁ ଯାଉଛନ୍ତି ।
ତେବେ ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।
ଧନ୍ୟବାଦ ।