ଯଦି ଆପଣଙ୍କ ନିଦ ୩ ରୁ ୫ ତା ଭିତରେ ଭାଙ୍ଗି ଯାଉଛି ତେବେ ହୋଇଯାଅନ୍ତୁ ସତର୍କ । ଯାହାଫଳରେ ଭଗବାନ ଦେଇଥାନ୍ତି ଏହି ସବୁ ସଙ୍କେତ …

 

ନମସ୍କାର ବନ୍ଧୁ ଗଣ ଆପଣ ମାନଙ୍କୁ  ଆମ ର ଏହି ସୁନ୍ଦର ୱେବ ପୋର୍ଟାଲ କୁ ସ୍ୱାଗତ କରୁଅଛୁ । ଆଜି ଏହି ପୋଷ୍ଟ ମାଧ୍ୟମରେ ଆମେ ଆପଣ ମାନଙ୍କୁ । ଜଣାଇ ବାକୁ ଯାଉଛୁ ଯଦି ଆପଣଙ୍କ ନିଦ ୩ ରୁ ୫ ଟା ସମୟ ଭିତରେ ଭାଙ୍ଗି ଯାଉଛି ତେବେ ଭଗବାନ ଆପଣଙ୍କୁ ଏହି ସଙ୍କେତ ଦେଇଥାନ୍ତି ।  ତେବେ ଆପଣ ଏହି ପୋଷ୍ଟ କୁ ଆରମ୍ଭ ରୁ ଶେଷ ପର୍ଯ୍ୟନ୍ତ ପଢ଼ନ୍ତୁ । ଆଉ ଜାଣି ପାରିବେ ସମ୍ପୂର୍ଣ୍ଣ ତଥ୍ୟ । 

 

ତେବେ ଆପଣଙ୍କ ର ନିଦ କଣ ସବୁବେଳେ ରାତିରେ ଭାଙ୍ଗି ଯାଉଛି।  ଯାହା ଫଳରେ ଆପଣ ହଇରାଣ ହେଉଛନ୍ତି । ଯଦି ହଁ ତେବେ ଜାଣନ୍ତୁ ଏହା ହେବାର କାରଣ ବିଷୟରେ । ତେବେ ଯଦି ଆପଣଙ୍କ ର ନିଦ ରାତି ୧୨-୧ ମଧ୍ୟରେ ଭାଙ୍ଗି ଯାଉଛି ତେବେ ଆପଣ ଜାଣନ୍ତୁ ଏହା ଆପଣଙ୍କ ଶରୀର ରେ କିଛି ରୋଗ ଥିବାର ଇସାରା କରୁଛି । ସାଧାରଣତଃ ଏହା ପେଟ ଜନିତ ରୋଗ କୁ ଦର୍ଶାଇ ଥାଏ  ।

 

 ତେବେ ସେହିଭଳି ଯଦି ଆପଣଙ୍କ ର ନିଦ ରାତି ୧ ଟା ରୁ ୩ ମଧ୍ୟରେ ଭାଙ୍ଗି ଯାଉଛି ତେବେ ଆପଣଙ୍କୁ କୌଣସି ଯକୃତ ଜନିତ ରୋଗ ଥିବାର ସମ୍ଭାବନା ଦେଖା ଯାଉଚି । ତେବେ ଯଦି ଆପଣଙ୍କ ର ଏହି ରୋଗ ଦେଖା ଦେଉଛି ତେବେ ଆପଣ ପ୍ରଚୁର ମାତ୍ରା ରେ ପାଣି  ପିଅନ୍ତୁ । ଯଦି ଆପଣଙ୍କ ର ନିଦ ୩-୫ ଭିତରେ କୌଣସି ସ୍ୱପ୍ନ ସାକାର ହେବାର ଭାବି ନିଦ ଭାଙ୍ଗି ଯାଉଛି ତେବେ ମନେ ରଖନ୍ତୁ ଆପନଙ୍କର ସେହି ସ୍ୱପ୍ନ କୁ ଭଗବାନ ନିଶ୍ଚୟ ପୂର୍ଣ୍ଣ କରିବାକୁ ଯାଉଛନ୍ତି ।

 

ତେବେ ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

 

ଧନ୍ୟବାଦ ।

Leave a Reply

Your email address will not be published. Required fields are marked *