ଯଦି ଆପଣଙ୍କ ସ୍ତ୍ରୀ ସଖାଳୁ କରିବେ ଏହି କାମ ! ତେବେ ଆପଣ ହୋଇପାରିବେ କୋଟିପତି ।

 

ନମସ୍କାର ବନ୍ଧୁ ଗଣ ଆପଣ ମାନ ଙ୍କୁ । ଆମ ର ଏହି ସୁନ୍ଦର ୱେବ ପୋର୍ଟାଲ କୁ ସ୍ୱାଗତ କରୁ ଅଛୁ । ଆଜି ଏହି ପୋଷ୍ଟ ମାଧ୍ୟମ ରେ । ଆମେ ଆପଣ ମାନ ଙ୍କୁ । ଜଣାଇ ବାକୁ ଯାଉଛୁ ଯେ ଯଦି ନାରୀ ପାଖ ରେ ଏହି ସବୁ ଗୁଣ ଥାଏ ତେବେ ଆପଣ ମାଲାମାଲ ହୋଇଯିବେ । ଆପଣ ଏହି ପୋଷ୍ଟ କୁ ଆରମ୍ଭ ରୁ ଶେଷ ପର୍ଯ୍ୟନ୍ତ ପଢ଼ନ୍ତୁ । ଆଉ ଜାଣି ପାରିବେ ସମ୍ପୂର୍ଣ୍ଣ ତଥ୍ୟ । 

 

ନାରୀ କୁ ଘର ର ଲଷ୍ମୀ କୁହାଯାଏ । ସେ କରୁଥିବା ସମସ୍ତ କାର୍ଯ୍ୟ ଲଷ୍ମୀ ଙ୍କ ସହ ତୁଲନିୟ  କରାଯାଏ । ତେବେ ଏହି ସ୍ଥଳେ ଯଦି ସେହି ନାରୀ ଲଷ୍ମୀ ଙ୍କ ଭଳି କାର୍ଯ୍ୟ କରିବା ବଦଳ ରେ ଅଲକ୍ଷ୍ମୀ ଙ୍କ ଭଳି କାର୍ଯ୍ୟ କଲେ  । ଘର ସ୍ୱର୍ଗ ବଦଳ ରେ ନର୍କ ସହ ତୁଳନୀୟ ହୋଇଯିବ । ନାରୀ ମାନେ ସଦା ସର୍ବଦା ନିଜ ଘରକୁ ସ୍ୱର୍ଗ ଭଳି ରଖିବା କଥା । 

 

କିନ୍ତୁ ସେମାନେ ଘଟକୁ ନର୍କ କରିଦିଅନ୍ତି । ତେବେ ଆସନ୍ତୁ ଆମ୍ଭେ ଆପଣଙ୍କୁ କହିବାକୁ ଯାଉଛୁ ନାରୀ ମାନେ କେଉଁ କେଉଁ କାର୍ଯ୍ୟ ପାଇଁ ନିଜ ଘରକୁ ନର୍କ ଭଳି କରିଦିଅନ୍ତି । ତେବେ ସର୍ଵ ପ୍ରଥମେ ଯଦି ନାରି ମାନେ  ବିଳମ୍ବ ରେ ଉଠିବା । ଏକ ଅଲକ୍ଷ୍ମୀ ସହ ତୁଳନୀୟ । ସେହିଭଳି ଇର୍ଷା ଆସିବା । ଘର ର ନାରୀ ସଦା ସର୍ବଦା ଶାନ୍ତ ଓ ନିରୀହ ସ୍ୱଭାବ ର ହେବା ଦରକାର ।

 

ଯଦି ଆପଣଙ୍କୁ ଆମର ଏହି ଖବର ଭଲ ଲାଗିଛି  । ତା ହେଲେ ତଳେ ଗୋଟିଏ ଲାଇକ କରନ୍ତୁ ।

 

ଧନ୍ୟବାଦ ।

Leave a Reply

Your email address will not be published. Required fields are marked *