ଯାଣନ୍ତୁ କେଉଁ ଭୁଲ ପାଇଁ ପୁରୁଷର ଝିଅ ଜନ୍ମ ନେଇଥାଏ…

ନମସ୍କାର ବନ୍ଧୁଗଣ ଆପଣ ମାନଙ୍କୁ ଆମ ଓଡ଼ିଶା ଖବର ପୋର୍ଟାଲ୍ କୁ ସ୍ଵାଗତ ଜଣାଉଛୁ। ବନ୍ଧୁଗଣ ଆଜି ଆମେ ଆପଣମାନଙ୍କ ପାଇଁ ଏକ ସୁନ୍ଦର ସ୍ବାସ୍ଥ୍ୟ ଗତ ଖବର ନେଇ ଆସିଚୁ । ଯାହାକି ପୁଅ କିମ୍ବା ଝିଅ ଜନ୍ମ ପାଇଁ କିଏ ଦାୟୀ ।ଏମିତି ଦମଦାର ଖବର ଜାଣିବା ପାଇଁ ଆମ ଖବର କୁ ଶେଷ ଯାଏ ପଢନ୍ତୁ।

 

ବନ୍ଧୁଗଣ ଆମେ ଆଜି ବିଂଶ ଶତାବ୍ଦୀ ରେ ପାଦ ଦେଇଛନ୍ତି ନିଜକୁ ମର୍ଡନ୍ ପ୍ରମାଣିତ କରିବା ପାଇଁ ଅଦୁ ପଛ ଘୁଂଚା ଦେଇ ନାହାନ୍ତି । କିନ୍ତୁ ମାନସିକ ସ୍ତର ରେ ଆମେ ସେହି ତଳେ ଅଛନ୍ତି ।ଏବେ ବି କେଉଁଠି ନା କେଉଁଠି ପୁଅ ପାଇବାରେ ଆସ ରହିଛି ।ଆଉ ସେ ପୁଅ ଟି ପାଇବା ପାଇଁ ବିଭିନ୍ନ ଉପାୟ ଅବଲମ୍ବନ କରୁଛନ୍ତି ।ଯଦି ପୁଅ ନହେଲା ବରବାର ଝିଅ ସେଥି ପାଇଁ ଗୋଟେ ନାରୀକୁ ଦୂଷ୍ ଦେଉଛନ୍ତି । 

 

ତେବେ କଣ ରହିଛି ଏହାର କାରଣ । କିଛି ପ୍ରେଗ୍ନେନ୍ତ୍ ଲୋକ ସବୁବେଳେ ଜାଣିବାକୁ ଇଚ୍ଛା କରନ୍ତି ତାଙ୍କ ର ପୁଅ ଅଛି ନା ଝିଅ କିନ୍ତୁ ତାଙ୍କୁ କିଛି ଫରକ୍ ପଡେନାହିଁ ପୁଅ ହବକି ଝିଅ କିନ୍ତୁ ଜାଣିବା ପ୍ପାଇଁ ପାଇଁ ବହୁତ୍ ଇଚ୍ଛା ।

 

ଆଉ କିଛି ଲୋକ ଥାଆନ୍ତି ସେମାନେ ଚାହାନ୍ତି ତାଙ୍କର ପୁଅ ପିଲାଟି ହୀ ହଉ । ଏମିତି ଲୋକ କିଛି ଶିକ୍ଷିତ ଥାଆନ୍ତି ଆଉ କିଛି ଅଶିକ୍ଷିତ ଥାଆନ୍ତି  । କିନ୍ତୁ କିଛି ମା ଅଛନ୍ତି ଝିଅ ଜନ୍ମ ହେଲା ପରେ କାନ୍ଧି ପକାନ୍ତି । ଜଣେ ମା ଦଶ ମାସ ଗର୍ଭ ରେ ଧାରଣ କଳା ପରେବୀ କେମିତି ଝିଅ ହେଲା ପରେ କନ୍ଧନ୍ତି ସେ ଆଶ୍ଚର୍ଯ୍ୟ କଥା ।, ଏଥି ପାଇଁ ତାଙ୍କ ଘର ବା ତାଙ୍କ ସ୍ବାମୀ ଙ୍କ ତରଫରୁ ବହୁତ୍ ପ୍ରେସର୍ ପଡେ ପୁଅ ଜନ୍ମ କରିବା ପାଇଁ ।

 

କହିବାକୁ ଗଲେ ଗୋଟେ ପୁଅ ଜନ୍ମ କରିବା ଝିଅ ଜନ୍ମ କରିବା ମା ହାତ ରେ ନା ଥାଏ ସେଇଟା ସମ୍ପୂର୍ଣ ଭାବେ ବାପା ହାତରେ ଥାଏ ।କାଇଁ ନା ଆମ ଶରୀର ରେ କୃମୂଜୁନୁ ଜଉ ଥାଏ ଏହା ୪୬ ପ୍ରକାର ର କୃମୁଜୁନୁ ଜଉ ଥାଏ ।ତାହା ଭିତରୁ ସେକ୍ସ କ୍ରୁମୂଜୁନୁ ଜଉ ଥାଏ । ସେଇ କୃମୂଜୁଣୁ xx ଥାଏ ବା xy ଥାଏ ।ଜଉ ପୁରୁଷର xx ଥାଏ କୃମୂଜୁନୂ ତାର ଝିଅ ଟିଏ ହବ ଜଉ କୃମୁଯୁନୁ xy ଥିବା ତାର ପୁଅ ଟିଏ ହବ ।

 

କିନ୍ତୁ ଦେଖିବାକୁ ଗଲେ ଗୋଟେ ସ୍ତ୍ରୀ ଲୋକ ର କୃମୁଜୁନ ଥାଏ ଏବଂ ଗୋଟେ ପୁରୁଷ ର କୃମୁଜୁନୂ ଥାଏ ।ତେବେ ଗୋଟେ ପିକ ଜନ୍ମ ହେବାକୁ ହେଲେ ଗୋଟେ ସ୍ତ୍ରୀ ଲୋକ ର ଆଣ୍ଡ କୂଷ ରେ ଗୋଟେ ପୁରୁଷ ର ଧାତୁ ମିଶିଲେ ପିଲାଟେ ସୃଷ୍ଟି ହେବ ।

ଏହା ଦ୍ବାରା ସ୍ତ୍ରୀ ର କିଛି କୃମୂଜୁନୂ ଏବଂ ପୁରୁଷ ର କିଛି କୃମୁଜୁନ ମିଶି ଥାଏ । କହିବାକୁ ଗଲେ ସ୍ତ୍ରୀ ର xx ଥାଏ କିନ୍ତୁ ପୁରୁଷର x ଏବଂ y ଦୁଇଟି କୃମୂଜୁନି ଥାଏ । ଯଦି ସ୍ତ୍ରୀ ର ଅଣ୍ଡ କୁଷ ରେ ଗୋଟେ ପୁରୁଷର x କୃମୁଜୁନି ଧାତୁ ମିସେ ତାହାଲେ ଝିଅ ହୁଏ ଏବଂ ଯଦି y କୃମୂଜୁନୀ ଧାତୁ ମିଶେ ତେବେ ପୁଅ   ହୁଏ । କହିବାକୁ ଗଲେ ଏଟା ସମ୍ପୂର୍ଣ ଭାବେ ଗୋଟେ ବାପା ହାତରେ ଥାଏ ।

 

ଯଦି ଆମର ଏହି ଖବର ଆପଣଙ୍କୁ ଭଲ ଲାଗିଛି ତାହେଲେ ତଳେ ଗୋଟିଏ ଲାଇକ କରନ୍ତୁ । ଅନ୍ୟ ମାନଙ୍କ ପାଖରେ ଏହି ଖବର ପହଞ୍ଚେଇବାକୁ ଗୋଟିଏ ସେୟାର କରନ୍ତୁ । ଜୟ ଜଗନ୍ନାଥ । ଆପଣ ଙ୍କ ଦିନଟି ସୁଭମୟ ହେଉ ।

Leave a Reply

Your email address will not be published. Required fields are marked *