ଜାଣନ୍ତୁ ଓଲିଉଡ କୁଇନ୍ ବର୍ଷା ପ୍ରିୟଦର୍ଶନୀ’ଙ୍କ ସମ୍ପତ୍ତି ଏବଂ କ୍ୟାରିଅର ବିଷୟରେ । ତାଙ୍କ ସମ୍ପତି ବିଷୟରେ ଜାଣିଲେ ଆପଣ ଆଶ୍ଚଯ୍ୟ ହୋଇଜିବେ |
ନମସ୍କାର ବନ୍ଧୁ ଗଣ ଆପଣ ମାନଙ୍କୁ ଆମ ର ଏହି ସୁନ୍ଦର ୱେବ ପୋର୍ଟାଲ କୁ ସ୍ୱାଗତ କରୁ ଅଛୁ । ଆଜି ଏହି ପୋଷ୍ଟ ମାଧ୍ୟମରେ ଆମେ ଆପଣ ମାନଙ୍କୁ ଜଣାଇ ବାକୁ ଯାଉଛୁ ଯେ ଓଲିଉଡ ର ବହୁ ଚର୍ଚ୍ଚିତ ହିରୋଇନ ବର୍ଷା ପ୍ରିୟଦର୍ଶନୀ’ଙ୍କ ସମ୍ପତି ଏବଂ ତାଙ୍କ କ୍ୟାରିୟର ବିଷୟରେ । ଆପଣ ଏହି ପୋଷ୍ଟ କୁ ଆରମ୍ଭ ରୁ ଶେଷ ପର୍ଯ୍ୟନ୍ତ ପଢ଼ନ୍ତୁ । ଆଉ ଜାଣି ପାରିବେ ସମ୍ପୂର୍ଣ୍ଣ ତଥ୍ୟ ।
ତେବେ ବର୍ଷା ଅନୁଭବ ଙ୍କ ଡିଭର୍ସ କୁ ନେଇ ବର୍ତ୍ତମାନ ଚର୍ଚ୍ଚା ଜୋର ଧରିଥିବା ବେଳେ । ଅନୁଭବ ବର୍ଷା ଙ୍କ ଠାରୁ ଦୂରରେ ରହିବାକୁ ପସନ୍ଦ କରୁଛନ୍ତି । ଏଭଳି ସ୍ଥଳେ ବର୍ତ୍ତମାନ ଏକ ମଗାଯିନ ରେ ବର୍ଷା ଙ୍କ କ୍ୟାରିୟର ଏବଂ ତାଙ୍କର ସମ୍ପତି କୁ ନେଇ ଏକ ତଥ୍ୟ ପ୍ରକାଶ ପାଇଥିଲା ଯହାକୁ ବର୍ତ୍ତମାନ ଆମ୍ଭେ ଆପଣଙ୍କ ନିକଟ ରେ କହିବାକୁ ଯାଉଛୁ । ତେବେ ବର୍ଷା ପ୍ରିୟଦର୍ଶନୀ 7 ଅଗଷ୍ଟ 1984 ମସିହାରେ କଟକ ଠାରେ ଜନ୍ମ ଗ୍ରହଣ କରିଥିଲେ । ସେ 2001 ମସିହାରେ ବଙ୍ଗାଳୀ ଚଳଚିତ୍ର “ବାଦି” ମାଧ୍ୟମ ରେ ଚଳଚ୍ଚିତ୍ର ଜଗତ ରେ ନିଜ ଅଭିନୟ ଆରମ୍ଭ କରିଥିଲେ ।
ଏହା ପରେ ସେ 2003 ମସିହାରେ ସାବତ ମାଁ ନାମକ ଚଳଚିତ୍ର ମାଧ୍ୟମ ରେ ତାଙ୍କର ଓଡିଆ ଚଳଚିତ୍ର ରେ ଡେଭିୟୁ କରଥିଲେ । ସେ ବର୍ତ୍ତମାନ ପର୍ଯ୍ୟନ୍ତ 30 ରୁ ଅଧିକ ଓଡିଆ ଚଳଚିତ୍ର ରେ କାମ କରିଛନ୍ତି ଏବଂ ଓଡିଆ ଚଳଚିତ୍ର ଇଣ୍ଡଷ୍ଟି ରେ ସମସ୍ତ ହିରୋ ମାନଙ୍କ ସହ କାମ କରିଛନ୍ତି । ସେ ଲାଲଚାନ୍ଦ ଜୁଏଲର୍ସ ର ମଧ୍ୟ ବ୍ରାଣ୍ଡ ଆମ୍ବାସେଟର ଅଛନ୍ତି ।ବର୍ଷା ପ୍ରିୟଦର୍ଶନୀଙ୍କ ଆନୁମାନିକ ସମ୍ପତି 30 ଲକ୍ଷ୍ୟରୁ 40 ଲକ୍ଷ୍ୟ ଭିତରେ ହେବ ।
ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।
ଧନ୍ୟବାଦ ।