ନମସ୍କାର ବନ୍ଧୁ ଗଣ ଆପଣ ମାନଙ୍କୁ ଆମ ର ଏହି ସୁନ୍ଦର ୱେବ ପୋର୍ଟାଲ କୁ ସ୍ୱାଗତ କରୁଅଛୁ । ଆଜି ଏହି ପୋଷ୍ଟ ମାଧ୍ୟମରେ ଆମେ ଆପଣ ମାନଙ୍କୁ । ଜଣାଇ ବାକୁ ଯାଉଛୁ କିଭଳି ଏକ ଯାତ୍ରୀ ବୋଝେଇ ବସ ଉପରକୁ ଏକ ଲୁହ ବୋଝେଇ ଟ୍ରକ ଖସି ପଡିଥଲା ଏବଂ ଏହା ପରେ ଯାହା ହେଲା ସେ ସମ୍ପର୍କରେ କହିବାକୁ ଯାଉଛୁ । ତେବେ ଆପଣ ଏହି ପୋଷ୍ଟ କୁ ଆରମ୍ଭ ରୁ ଶେଷ ପର୍ଯ୍ୟନ୍ତ ପଢ଼ନ୍ତୁ । ଆଉ ଜାଣି ପାରିବେ ସମ୍ପୂର୍ଣ୍ଣ ତଥ୍ୟ ।
ତେବେ ଏଭଳି ଏକ ମର୍ମନ୍ତୁଦ ଘଟଣା ଦେଖିବାକୁ ମିଳିଛି କେନ୍ଧୁଝର ଜିଲ୍ଳା ଘଷିପୁରା ଅଞ୍ଚଳ ରେ । ତେବେ ସୂଚନା ଅନୁସାରେ ପଦ୍ମାବତୀ ନାମକ ଏକ ଯାତ୍ରୀ ବାହି ବସ କରଞ୍ଜିଆ ରୁ ସାଲପଡା ଅଭିମୁଖେ ଯାତ୍ରା କରୁଥିଲା । ତେବେ ଏହି ବସ ଟି କେନ୍ଦୁଝର ଜିଲ୍ଲା ଘଷିପୁରା ଅଞ୍ଚଳ ର ଓଭର ବ୍ରିଜ ତଳ ଦେଇ ଯାଉଥିବା ବେଳେ ଏକ ଲୁହା ବୋଝେଇ ଟ୍ରକ ନିଜର ଭାରସାମ୍ୟ ହରାଇ ଓଭର ବ୍ରିଜ ଉପରୁ ବସ ଉପରକୁ ଖସି ପଡ଼ିଲା ।
ତେବେ ଭାଗ୍ୟ ବଶତଃ ଟ୍ରକ ଖସିବାର ପ୍ରଚଣ୍ଡ ଶବ୍ଦ ଶୁଣି ବସ କଣ୍ଡକ୍ଟର ହୁଇସିଲ ମାରି ବସ ଡ୍ରାଇଭର କୁ ବସ ଅଟକାଇବା ପାଇଁ କହିଥିଲେ । ଯାହା ଫଳରେ ବସ ଡ୍ରାଇଭର ବସ ଅଟକାଇ ଦେଇଥିଲେ । ତେବେ ଟ୍ରକ ଟି ବସ ର ସାମ୍ନା ଭାଗରେ ଆସି ବାଡେଇ ହୋଇଥିଲା । ଯାହା ଫଳରେ କାହାର କିଛି ହୋଇ ନାହିଁ । ତେବେ ଟ୍ରକ ଡ୍ରାଇଭର କୁ ପୋଲିସ ଗିରଫ କରିଦେଇଥିବା ବେଳେ ମାଲିକ ସମସ୍ତ କ୍ଷୟକ୍ଷତି ଟଙ୍କା ଦେବେ ବୋଲି କହିଛନ୍ତି ।
ତେବେ ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।
ଧନ୍ୟବାଦ ।