ରବି ଚଳନ କର୍କଟ ରାଶି କୁ ।୧୨ ଟି ରାଶି ଉପରେ ପଡିବ ଏହାର ପ୍ରଭାବ
ହାଲୋ ସାଙ୍ଗ ମାନେ ଆପଣଙ୍କୁ ସ୍ୱାଗତ କରୁଛି ଆମ୍ଭ ୱେବ ପୋର୍ଟାଲ କୁ । ରବି ଙ୍କର ଗ୍ରହ ଚଳନ ଆଉ ୧୦ ଦିନ ପରେ କର୍କଟ ରାଶି କୁ ହବାକୁ ଯାଉଛି ।ଯାହା ଫଳରେ ଏହାର ପ୍ରଭାବ ସାରା ମାନବ ସମାଜ ଉପରେ ପଡ଼ିବାକୁ ଯାଉଛି ।ଆସନ୍ତୁ ଜାଣିବା ଏହାର ପ୍ରଭାବ ରେ ମଣିଷ ସମାଜ ଉପରେ କି ପ୍ରଭାବ ପଡିବ ।
ମେଷ-ପ୍ରଥମ ରାଶି ଟି ହେଉଛି ମେଷ ରାଶି । ହଁ ଆଜ୍ଞା ମେଷ ରାଶି ର ବ୍ୟକ୍ତି ବିଶେଷ ର ଲୋକ ମାନଙ୍କ ଖୋଲିଯିବ ଭାଗ୍ୟ ।ସେମାନେ ହେବେ କୋଟିପତି ।ନହେଉଥିଲା କାର୍ଯ୍ୟ ସମ୍ପୂର୍ଣ୍ଣ ହେବ ।ବାହାଘର ହବ୍ରା ର ସମ୍ଭାବନା ଅଧିକ ରହିବ ସହ ।ଋଣ ମୁକ୍ତ ହେବେ ।ଶତ୍ରୁ ନାସ ହେବେ ।
ବୃଷ- ବୃଷ ରାଶି ଉପରେ ଏହାର ବହୁତ କୁ ପ୍ରଭାବ ପଡିବ।ଯାହା ଫଳରେ ଆପଣ କୌଣସି ନୂତନ କାର୍ଯ୍ୟ ଯେପରି ଘର , ଦୋକାନ ନୂତନ କାର୍ଯ୍ୟ ନ କରିବା ଟା ଭଲ ।କାହାଠାରୁ ଟଙ୍କା ଉଦ୍ଧାର ନ ଆଣିବା ଟା ଆପନଙ୍କ ପକ୍ଷରେ ଭଲ ହେବ ।
ମିଥୁନ- ହଁ ଦୂତୀୟ ରାଶି ଟି ହଉଚି ମିଥୁନ ରାଶି ।ଯାହାର ଭାଗ୍ୟ ସହ ସମୟ ର ସମ୍ପୂର୍ଣ ପରିବର୍ତନ ହେବ ।ଅଭାବ ଅନାଟନ ରେ ରହୁଥିବା ଲୋକ ରାଜକୀୟ ସୁଖ ଲାଭ କରିବ । ଦୁଃଖ ଦୂର ହବ ।ସନ୍ତାନ ସନ୍ତାକି ମାନଙ୍କ ଠାରୁ ଖୁସି ମିଳିବ ।ଘର ପରିବାର ସବୁ ଖୁସି ରେ ରହିବେ ।
କର୍କଟ- ଏହାର ପ୍ରଭାବ କର୍କଟ ରାଶି ଉପରେ ମାଧ୍ୟମ ଧରଣ ର ପଡିବ ।ଯାହା ଫଳରେ ସେ ମାନଙ୍କର ସମସ୍ତ କାର୍ଯ୍ୟ ଅଧା ଅଧୁରା ରହିବାର ସମ୍ଭାବନା ରହିଅଛି ।
ସିଂହ- ଭାଗ୍ୟ ର ଉଦୟ ହେବ ।ସମସ୍ତ ଅସମ୍ପୂର୍ଣ୍ଣ କାର୍ଯ୍ୟ ସମ୍ଭବ ହେବ ।ଦୁଃଖ ଦୂର ହେବ ।ସମସ୍ତ କାର୍ଯ୍ୟ ।ଯଥା ସମ୍ଭବ ଶୀଘ୍ର ହେବ ।କଷ୍ଟ ରେ ଥିଲେ କଷ୍ଟ ଦୁର ହେବ ।
କନ୍ୟା- ରବି ଚଳନ ରେ କନ୍ୟା ରାଶି ଉପରେ ଏହାର ଖରାପ ପ୍ରଭାବ ସର୍ବାଧିକ ପଡିବ ।ଯାହାଫଳରେ ହେବା କାମ ଅଟକିଯିବା ।କାମ ହଉ ହଉ ସଙ୍କଟ ଦେଖା ଯିବା ।ଘରେ ସବୁବେଳେ ଅପ୍ରତିକର ଘଟଣା ସୃଷ୍ଟି ହେବ ।
ତୁଳା-ବିଶେଷ କରି ଏହା ତୁଲା ରାଶି ର ଭାଗ୍ୟ ସହ ସମ୍ପୂର୍ଣ ପରିବର୍ତନ କରିଦେବ ।ତୁଳା ରାଶି ର ବ୍ୟକ୍ତି ବିଶେଷ ମାନଙ୍କ ର ନ ହଉଥିବ କାମ ହେବ ।ଆଶା କରୁନଥିବା ସ୍ଥାନରୁ ସଫଳତା ପାଇବ ।
ବିଛା-ଏହି ରାଶି ଉପରେ ପ୍ରଭାବ ମାଧ୍ୟମ ଧାରଣ ର ରହିବ ।ପାଠ ପଢା ପ୍ରତି ଧ୍ୟାନ ଦେବା ସହ ।ଅନ୍ୟ କାମ ପ୍ରତି ରୁଚି ରହିବ ।ମନ ଅଶାନ୍ତ ରହିବ ।
ଧନୁ- ଏହି ରାଶି ର ବ୍ୟକ୍ତି ମାନେ ।ବହୁତ କଷ୍ଟ ଅନୁଭବ କରିବେ ।ରାଶି ର ବ୍ୟକ୍ତି ମାନେ ଙ୍କ ଜୀବନ ଅସହ୍ୟ ହୋଇଯିବ ।କୌଣସି କାର୍ଯ୍ୟ ସମ୍ପୂର୍ଣ୍ଣ ହେବ ।
ମକର- ହଁ ଆଜ୍ଞା ମକର ରାଶି ର ବ୍ୟକ୍ତି ବିଶେଷ ମାନଙ୍କ ର ଭାଗ୍ୟ ସମ୍ପୂର୍ଣ ପରିଵର୍ତନ ହବ।ଏହି ରାଶି ର ବ୍ୟକ୍ତି ମାନକଙ୍କର ଭାଗ୍ୟ ସମ୍ପୂର୍ଣ୍ଣ ଭାବେ ପରିବର୍ତନ ହବ ।ହଁ ସମ୍ପୂର୍ଣ ମାତ୍ର ରେ ପରିବର୍ତନ ।ଶନି ଚଳନ ଫଳରେ ତାଙ୍କ ଉପରେ ହଉଥିବା ସମସ୍ତ ଦୁଃଖ ବର୍ତମାନ ସୁଖ ରେ ପରିବର୍ତନ ହୋଇଯିବ ।
କୁମ୍ଭ- ଏହି ରାଶି ର ବ୍ୟକ୍ତି ମାନେ ଙ୍କ ଖୁସି କହିଲେ ।ନସରେ ସବୁ ବେଳେ ଖୁସି ରେ ଦିନ ଯିବ ।ସମସ୍ତ କାମ ସମ୍ପୂର୍ଣ ହେବ ।ସବୁ କାର୍ଯ୍ୟ ରେ ସଫଳ ହେବ ।
ମୀନ- ଏହି ରାଶି ର ବ୍ୟକ୍ତି ମାନଙ୍କର ଦୁଃଖ ଜୀବନ ର ଆରମ୍ଭ ହୋଇଗଲା ।ଖାଲି ଦୁଃଖ ରେ ଜୀବନ କଟିବ ।କିଛି କାମ ନହେବାରୁ ଦୁଃଖ ରେ ରହିବେ ।
ଧନ୍ୟବାଦ ।