ରାକେଶ ଠାରୁ ମିଳିଲା ଏହି ସବୁ ଜିନିଷ….. ସେଦିନ ରାତିରେ….

 

ନମସ୍କାର ବନ୍ଧୁଗଣ ଆପଣ ମାନଙ୍କୁ ଆମ ଓଡ଼ିଶା ଖବର ପୋର୍ଟାଲ୍ କୁ ସ୍ଵାଗତ ଜଣାଉଛୁ। ଜାଣିବା ଝରା ଫୁଲ ର ମୃତ୍ୟୁ ର ରହସ୍ୟ ଯାହା ରାକେଶ ଠାରୁ ମିଳିଛି ସବୁ ଜିନିଷ । ତେବେ ଖବର ଟି ସମ୍ପୂର୍ଣ ଜାଣିବା ପାଇଁ ଆମ ଖବର କୁ ଶେଷ ଯାଏ ପଢନ୍ତୁ।

 

ବହୁ ଚର୍ଚ୍ଚିତ ରମାଦେବୀ ବିଶ୍ଵବିଦ୍ୟାଳୟ ର +୩ ଦ୍ଵିତୀୟ ବର୍ଷା ର ଛାତ୍ରୀ ଝରା ଫୁଲ ମୃତ୍ୟା ର ରହସ୍ୟ ଆଜି ପର୍ଯ୍ୟନ୍ତ ଜଣା ପଡି ନାହିଁ । ମୁଖ୍ୟ ଅଭିଯୁକ୍ତ ରାକେଶ ଧରା ପଡ଼ିବା ସ୍ୱତେ ବି ୧୦ ଦିନ ପରେ ବି ମିଳୁନି ଝରା ଫୁଲ ର ମୃତ୍ୟୁ ର ଖିଅ। କିନ୍ତୁ ପ୍ରତିଦିନ ପୋଲିସ କୁ କିଛି ନା କିଛି ନୂଆ ତଥ୍ୟ । କାଲି ଝରା ଫୁଲ ର ସବ ବୁହାଯାଉଥିବା ସ୍କୋଟୀ କୁ ଜବଦ୍ କରିଥିଲ ପୋଲିସ । ଆଜି ରାକେଶ ସେହି ଦିନ ପିନ୍ଧି ଥିବା ପେଣ୍ଟ ଶାର୍ଟ୍ ଏବଂ ମୋବାଇଲ କୁ ଯବଦ୍ କରିଛି ପୋଲିସ ।

 

ସୂଚନା ଯୋଗ୍ୟ ଜାନୁଆରୀ ୨୭ ଯାଜପୁର କୁଆଖିଆ ନିକଟ ରାସ୍ତା କଡ଼ରୁ ଉଦ୍ଧାର ହେଇଥିଲା ଝରା ଫୁଲ ଙ୍କ ମୃତ ଦେହ । Cctv ରେ ଦେଖା ଯାଇଥିଲା କି ଗୋଟେ ସ୍କଟି ରେ ଝରା ଫୁଲ ର ମୃତ ଦେହ କୁ ବସେଇ ନେଇଯାଉଥିବା ଦେଖିବାକୁ ମିଳିଥିଲା । କିନ୍ତୁ ପୋଲିସ ଏ ପର୍ଯ୍ୟନ୍ତ ଠୁସ୍ ପ୍ରମାଣ ମିଳିପାରି ନାହିଁ । ତେବେ ପୋଲିସ। ରାକେଶ କୁ ରିମାଣ୍ଡ ରେ ଘଟଣା ର ଅଧିକ ତଥ୍ୟ ଜାଣିବା ପାଇଁ ରାକେଶ କୁ ନେଇ ପୋଲିସ ରି ସିନ୍ କରିବାରେ ଲାଗିଛି । ତେବେ ଦେଖିବା ବାକି ରହିଲା ଝରା ଫୁଲ ର ମୃତ୍ୟୁ କେମିତି ହେଲା ପୋଲିସ କେତେ ଶୀଘ୍ର ଏହାର ପ୍ରମାଣ ଯୋଗାଡ଼ କରିପାରିବ ।

 

ଯଦି ଆମର ଏହି ଖବର ଆପଣଙ୍କୁ  ଭଲ ଲାଗିଛି ତାହେଲେ ତଳେ ଗୋଟିଏ ଲାଇକ କରନ୍ତୁ । ଅନ୍ୟ ମାନଙ୍କ ପାଖରେ ଏହି ଖବର ପହଞ୍ଚେଇବାକୁ ଗୋଟିଏ ସେୟାର କରନ୍ତୁ । ଜୟ ଜଗନ୍ନାଥ । ଆପଣ ଙ୍କ ଦିନଟି ସୁଭମୟ ହେଉ ।

Leave a Reply

Your email address will not be published. Required fields are marked *