ରାଜଧାନୀ ରେ ଭୟଙ୍କର ରୁପ ନେଉଛି କରୋନା ଆଜିଠାରୁ ଲାଗୁ ହେଲା ନୂଆ ନିୟମ । ଗାଡି,ମଟର , ମଲ,ବଜାର ସବୁକିଛି ବନ୍ଦ …

 

ନମସ୍କାର ବନ୍ଧୁ ଗଣ ଆପଣ ମାନଙ୍କୁ  ଆମ ର ଏହି ସୁନ୍ଦର ୱେବ ପୋର୍ଟାଲ କୁ ସ୍ୱାଗତ କରୁଅଛୁ । ଆଜି ଏହି ପୋଷ୍ଟ ମାଧ୍ୟମରେ ଆମେ ଆପଣ ମାନଙ୍କୁ । ଜଣାଇ ବାକୁ ଯାଉଛୁ ଯେ ରାଜଧାନୀ ରେ ଭୟଙ୍କର ରୁପ ନେଇଥିବା କରୋନା ସମ୍ପର୍କରେ କହିବାକୁ ଯାଉଛୁ । ତେବେ ଆପଣ ଏହି ପୋଷ୍ଟ କୁ ଆରମ୍ଭ ରୁ ଶେଷ ପର୍ଯ୍ୟନ୍ତ ପଢ଼ନ୍ତୁ । ଆଉ ଜାଣି ପାରିବେ ସମ୍ପୂର୍ଣ୍ଣ ତଥ୍ୟ ।

 

ତେବେ ବର୍ତ୍ତମାନ ସମୟରେ ବର୍ଦ୍ଧିତ କରୋନା କୁ ଦୃଷ୍ଟି ରେ ରଖି ଦେଶ ରେ ବିଭିନ୍ନ ସରକାର ଭିନ୍ନ ଭିନ୍ନ ପଦକ୍ଷେପ ନେଉଛନ୍ତି । ତେବେ ଏଭଳି ସ୍ଥଳେ ଆମ୍ଭ ରାଜ୍ୟ ସରକାର କିଛି ଦିନ ହେବ ବର୍ଦ୍ଧିତ କରୋନା କୁ ଦୃଷ୍ଟି ରେ ରଖି ସମସ୍ତ ଜିଲ୍ଲା ର ଜିଲ୍ଲାପାଳ ଏବଂ ମୁନ୍ସୀପାଲ କମିଶନର ଙ୍କୁ ଚିଠି ଲେଖି ଏହା ପ୍ରତି ସତର୍କ ରହିବା ସହ ସଙ୍ଗେ ସଙ୍ଗେ କାର୍ଯ୍ୟନୁଷ୍ଠାନ ନେବା ପାଇଁ କହିଛନ୍ତି । ତେବେ କିଛି ଦିନ ହେବ ରାଜଧାନୀ ରେ କରୋନା ରୋଗୀ ସଂଖ୍ୟା ଦିନକୁ ଦିନ ବଢ଼ିବାରେ ଲାଗିଛି । 

 

ଏହାକୁ ଦୃଷ୍ଟି ରେ ରଖି ବି,ଏମ,ସି ତରଫରୁ ସମସ୍ତ ଗୌଡ଼ ଲାଇନ କୁ କଡା କଡୀ ମାନିବା ସହିତ ମାସ୍କ ପିନ୍ଧିବା, ସାନିଟାଇଜର ବ୍ୟବହାର କରିବା ଏବଂ ଦୃରତା ରକ୍ଷା କରିବା ଆଦି ଉପରେ ଧ୍ୟାନ ଦିଆ ଯାଉଛି । ଯେଉଁ  ସ୍ଥାନରେ ନିୟମ ଅବମାନନା ହେଉଛି ସଙ୍ଗେ ସଙ୍ଗେ ପୋଲିସ ଧରିବା ସହିତ ଆଇନ ଅନୁଯାୟୀ ଫାଇନ କିମ୍ବା ଦଣ୍ଡ ଦିଆ ଯାଉଛି। 

 

ତେବେ ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

 

ଧନ୍ୟବାଦ ।

Leave a Reply

Your email address will not be published. Required fields are marked *