ରାଜଧାନୀ ରେ ଲାଗୁ ହେଲା ନାଇଟ କର୍ଫ୍ୟୁ । ରାଜଧାନୀ ବାସୀ ଆତଙ୍କିତ ପ୍ରତିଦିନ ୧୦୦ ଛୁଉଁଛି କରୋନା ପଜିଟିଭ ସଂଖ୍ୟା…

 


 

ନମସ୍କାର ବନ୍ଧୁ ଗଣ ଆପଣ ମାନଙ୍କୁ  ଆମ ର ଏହି ସୁନ୍ଦର ୱେବ ପୋର୍ଟାଲ କୁ ସ୍ୱାଗତ କରୁଅଛୁ । ଆଜି ଏହି ପୋଷ୍ଟ ମାଧ୍ୟମରେ ଆମେ ଆପଣ ମାନଙ୍କୁ । ଜଣାଇ ବାକୁ ଯାଉଛୁ  ରାଜଧାନୀ ଦିଲ୍ଲୀ ସରକାର ବର୍ଦ୍ଧିତ କରୋନା କୁ ଦୃଷ୍ଟି ରେ ରଖି କରିବାକୁ ଯାଉଥିବା ନାଇଟ କର୍ଫ୍ୟୁ ବିଷୟରେ କହିବାକୁ ଯାଉଛି । ତେବେ ଆପଣ ଏହି ପୋଷ୍ଟ କୁ ଆରମ୍ଭ ରୁ ଶେଷ ପର୍ଯ୍ୟନ୍ତ ପଢ଼ନ୍ତୁ । ଆଉ ଜାଣି ପାରିବେ ସମ୍ପୂର୍ଣ୍ଣ ତଥ୍ୟ ।

 

ତେବେ ଗତ କିଛି ଦିନ ହେବ ଦିଲ୍ଲୀ ରେ ଦିନ କୁ ଦିନ କରୋନା କେସ ଦ୍ରୁତ ଗତି ରେ ବୃଦ୍ଧି ପାଇବାରେ ଲାଗିଛି ।ଏହାର ପ୍ରଭାବ  ରେ ଦିଲ୍ଲୀ ରେ  ଦିନ କୁ ଦିନ କରୋନା ର ନୂଆ ନୂଆ ପଜିଟିଭ କେସ ବଢ଼ିବାରେ ଲାଗିଛି । ତେବେ ମାର୍ଚ୍ଚ ୫ ରେ କରୋନା ରେ ଆକ୍ରାନ୍ତ ଙ୍କ ମାମଲା ୫୪୮ ଥିବା ବେଳେ ଏପ୍ରିଲ ୫ ସୁଦ୍ଧା ଏହା ବଢି  ୮୯୮୩ ରହିଛି । 

 

ତେବେ  ଏହାକୁ ଦୃଷ୍ଟି ରେ ରଖି ଦିଲ୍ଲୀ ସରକାର ରାଜଧାନୀ ରେ ଥିବା ସମସ୍ତ ଅଞ୍ଚଳ  କୁ  ନାଇଟ କର୍ଫ୍ୟୁ  ଜାରି କରିଛନ୍ତି । ଆବଶ୍ୟକ ପଡ଼ିଲେ ଡେ କର୍ଫ୍ୟୁ ବି ଜାରି କରା ଯାଇପାରେ ବୋଲି ଦିଲ୍ଲୀ ର ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜେରିବାଲ ଏକ ନିୟୁଜ ରିପୋର୍ଟର ମାନଙ୍କୁ  ଭେଟି ରାଜ୍ୟ ବାସୀ ଙ୍କ ଉର୍ଦ୍ଧେଶ ରେ ସତର୍କ ରହିବାକୁ କହିଛନ୍ତି । ତେବେ ନାଇଟ କର୍ଫ୍ୟୁ ରାତି ୮ ରୁ ଦିନ ୫ ପର୍ଯ୍ୟନ୍ତୁ ଲାଗୁ ହେବ ବୋଲି କହିଛନ୍ତି ।

 

ତେବେ ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

 

ଧନ୍ୟବାଦ ।

 

Leave a Reply

Your email address will not be published. Required fields are marked *