ରାଜନୀତି ର କରୁଣ ପରିଣାମ ଭୋଗୁଛନ୍ତି ଜଣେ ସାଧାରଣ ଆର୍ମି ଯବାନ । କାନ୍ଦି କାନ୍ଦି ଭିଡ଼ିଓ ଛାଡିଲେ ପତ୍ନୀ ।
ନମସ୍କାର ବନ୍ଧୁ ଗଣ ଆପଣ ମାନ ଙ୍କୁ ଆମ ର ଏହି ସୁନ୍ଦର ୱେବ ପୋର୍ଟାଲ କୁ ସ୍ୱାଗତ କରୁ ଅଛୁ । ଆଜି ଏହି ପୋଷ୍ଟ ମାଧ୍ୟମ ରେ ଆମେ ଆପଣ ମାନ ଙ୍କୁ ଜଣାଇ ବାକୁ ଯାଉଛୁ ଯେ କିପରି ଜଣେ ସାଧାରଣ ଆର୍ମି ଯବାନ ଉପ ରେ ରାଜନୀତି କଁ ଆକ୍ରମଣ କରିଛନ୍ତି ଗ୍ରାମ ବାସୀ ଯାହା କୁ ତାଙ୍କ ସ୍ତ୍ରୀ କାନ୍ଦି କାନ୍ଦି ସୋସିଆଲ ମିଡ଼ିଆ ରେ ଭାଇରଲ କରିଛନ୍ତି ।
ଆପଣ ଏହି ପୋଷ୍ଟ କୁ ଆରମ୍ଭ ରୁ ଶେଷ ପର୍ଯ୍ୟନ୍ତ ପଢ଼ନ୍ତୁ ଆଉ ଜାଣି ପାରିବେ ସମ୍ପୂର୍ଣ୍ଣ ତଥ୍ୟ । ହଁ ଆଜ୍ଞା କଣ ଏ ସମାଜ ରେ ସଛୋଟ ଆଉ ନାୟ ନାହିଁ । ଜନେ ସାଧାରଣ ଆର୍ମି ଉପ ରେ ଆକ୍ରମଣ କରିଛନ୍ତି ଗ୍ରାମ ବସି । କଥା ତ କିଛି ଏପରିକି ଆପଣ ଜାଣିଲେ ଆପଣ ଙ୍କ ହୋସ ଉଡିଯିବ । ଆପଣ ଦେଖୁଥିବା ଭିଡ଼ିଓ ରେ ଜଣେ ସାଧାରଣ ଦୁଃଖୀ ନାରୀ ଜଣକ କାନ୍ଦି କାନ୍ଦି ନିଜ ର ଦୁଃଖ କହୁଛନ୍ତି ।
ସେ କହୁଛନ୍ତି ତାଙ୍କ ସ୍ୱାମୀ ଉପରେ ଗ୍ରାମ ର କିଛି ଯୁବକ ମର୍ମତୁନ୍ତ ଆକ୍ରମଣ କରିଚନ୍ରି । ପ୍ରକୃତ କଥା ତ କିଛି ଏପରିକି କଥା ତ ହେଉଛି ଭଦ୍ରକ ଜିଲ୍ଲାର ରାମଚନ୍ଦ୍ରପୁର ର ଦଡ଼ରା ଥାନା ଅନର୍ଗତ ଏହି ଘଟଣା । ଯେଉଁ ଥିରେ ଜଣେ ଆର୍ମି ରିତାଡ଼ ଅଫିସର ଗ୍ରାମ ବସି ଙ୍କ ଠାରୁ ମାଡ଼ ଖାଇସାରିବା ପରେ ଯେତେବେଳେ ପୋଲିସ କମ୍ପ୍ଲେନ କରିଛନ୍ତି ସେତେବେଳେ ସେ ପୋଲିସ ତାଙ୍କ କମ୍ପ୍ଲେନ ନରଖି ତାଙ୍କ ଉପରେ କିପରି ଭାବେ ଉପରୁ ପ୍ରେସର ପଡୁଛି ସେ ବିଷୟରେ ସେ ଏହି ଭିଡ଼ିଓ ରେ କହୁଛନ୍ତି ।
ଯଦି ଆପଣଙ୍କୁ ଆମର ଏହି ଖବର ଭଲ ଲାଗିଛି ତାହେଲେ ତଳେ ଗୋଟିଏ ଲାଇକ କରନ୍ତୁ।
ଧନ୍ୟବାଦ ।