ନମସ୍କାର ବନ୍ଧୁ ଗଣ ଆପଣ ମାନଙ୍କୁ ଆମ ର ଏହି ସୁନ୍ଦର ୱେବ ପୋର୍ଟାଲ କୁ ସ୍ୱାଗତ କରୁଅଛୁ । ଆଜି ଏହି ପୋଷ୍ଟ ମାଧ୍ୟମରେ ଆମେ ଆପଣ ମାନଙ୍କୁ । ଜଣାଇ ବାକୁ ଯାଉଛୁ କିଭଳି ଭାବେ ସଭ୍ୟଅର୍ଚିତା ରାଜସ୍ଥାନ ରେ ବାହାଘର ସାରି ଚେନ୍ନାଇ ରେ ଧୁମ ଧାମ ରେ ଜନ୍ମଦିନ ପାଳିଲେ ସେ ବିଷୟରେ କହିବାକୁ ଯାଉଛୁ । ତେବେ ଆପଣ ଏହି ପୋଷ୍ଟ କୁ ଆରମ୍ଭ ରୁ ଶେଷ ପର୍ଯ୍ୟନ୍ତ ପଢ଼ନ୍ତୁ । ଆଉ ଜାଣି ପାରିବେ ସମ୍ପୂର୍ଣ୍ଣ ତଥ୍ୟ ।
ତେବେ ଆପଣ ମାନେ ଜାଣିଥିବେ ଗତ ମାର୍ଚ୍ଚ ୧ ତାରିଖ ଦିନ ଉଭୟ ହିରୋ ଏବଂ ହିରୋଇନ ଙ୍କ ର ହିନ୍ଦୁ ରୀତିନୀତି ଅନୁସାରେ ବାହାଘର ସମାପନ ହୋଇଥିଲା । ଯାହାକୁ ନେଇ ସାରା ଓଡିଶା ବାସୀ ଆଶ୍ଚଯ୍ୟ ର ସହିତ ଅନାଇ ବସିଥିଲେ ତାହା ସତ ହେଲା । ତେବେ ଏହା ପରେ ଉଭୟ ସଭ୍ୟ ଏବଂ ଅର୍ଚ୍ଚିତା ନିଜର ବହୁତ ଅନ୍ତରଙ୍ଗ ମୁହୂର୍ତ୍ତ ରାଜସ୍ଥାନ ରେ ବିତାଇବା ପରେ ଓଡିଶା କୁ ଫେରି ଥିଲେ ।
ତେବେ ଓଡିଶା ରେ ବିଭିନ୍ନ ସ୍ଥାନ ରୁ ନିଜ ଭଲପାଇବା ପାଇବା ପରେ ଆଜି ସେ ଚେନ୍ନାଇ ଯାଇଥିଲେ । ଯେଉଁଠାରେ ତାଙ୍କର ଫ୍ୟାନ ମାନେ ତାଙ୍କ ପାଇଁ ଏକ କେକ ରଖିଥିଲେ । ଯାହାକୁ ଉଭୟ ସଭ୍ୟ ଏବଂ ଅର୍ଚ୍ଚିତା ସାଙ୍ଗ ହୋଇ କାଟିଥିଲେ । ଯାହାର ଭିଡ଼ିଓ ବର୍ତ୍ତମାନ ସମୟରେ ସୋସିଆଲ ମିଡ଼ିଆ ରେ ଭାଇରାଲ ହେବାରେ ଲାଗିଛି।
ତେବେ ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।
ଧନ୍ୟବାଦ ।