ରାଜ୍ୟରେ ଘୁର୍ଣ୍ଣିଝଡ଼ ସମ୍ଭାବନା । ସତର୍କ କଲା ପାଣିପାଗ ବିଭାଗ । ୫ ଟି ଜିଲ୍ଲା କୁ ଜାରି ହେଲା ୟେଲୋ ୱାରର୍ନିଂ …

 

ନମସ୍କାର ବନ୍ଧୁ ଗଣ ଆପଣ ମାନଙ୍କୁ  ଆମ ର ଏହି ସୁନ୍ଦର ୱେବ ପୋର୍ଟାଲ କୁ ସ୍ୱାଗତ କରୁଅଛୁ । ଆଜି ଏହି ପୋଷ୍ଟ ମାଧ୍ୟମରେ ଆମେ ଆପଣ ମାନଙ୍କୁ । ଜଣାଇ ବାକୁ ଯାଉଛୁ ରାଜ୍ୟରେ ହେବାକୁ ଥିବା ଘୁର୍ଣ୍ଣିଝଡ଼ ସମ୍ପର୍କରେ ଏବଂ ପାଣିପାଗ ବିଶେସଜ୍ଞ ମାନେ ଜାରି କରିଥିବା ୟେଲୋ ୱାରନିଂ ବିଷୟରେ କହିବାକୁ ଯାଉଛି । ତେବେ ଆପଣ ଏହି ପୋଷ୍ଟ କୁ ଆରମ୍ଭ ରୁ ଶେଷ ପର୍ଯ୍ୟନ୍ତ ପଢ଼ନ୍ତୁ । ଆଉ ଜାଣି ପାରିବେ ସମ୍ପୂର୍ଣ୍ଣ ତଥ୍ୟ । 

 

ତେବେ ବର୍ତ୍ତମାନ ସମୟରେ ରାଜ୍ୟରେ ଦିନକୁ ଦିନ ଗ୍ରୀଷ୍ମପ୍ରବାହ ବଢ଼ିବାରେ ଲାଗିଛି । ତେବେ ଏହି ଗ୍ରୀଷ୍ମପ୍ରବାହ ରୁ ସାମାନ୍ୟ ଆସ୍ୱସ୍ତି ମିଳିବାକୁ ଯାଉଛି । ଯାହାକୁ ନେଇ ସୂଚନା ଦେଇଛନ୍ତି ପାଣିପାଗ ବିଶେସଜ୍ଞ ମାନେ । ତେବେ ତାଙ୍କ କହିବା ଅନୁସାରେ ରାଜ୍ୟରେ ଆଗାମୀ ୩ ଯାଏଁ କିଛି ଟା ସ୍ଥାନ ରେ ବର୍ଷା ହେବାର ସ୍ମମ୍ଭାବନା ଦେଖା ଦେଉଛି ।

 

ତେବେ କିଛି ତା ସ୍ଥାନ ରେ ସ୍ୱଳ୍ପ ରୁ ମାଧ୍ୟମ ଧରଣ ର ବର୍ଷା ହେବାର ଥିବା ବେଳେ ଭୁବନେଶ୍ୱର ରେ ଘୁର୍ଣ୍ଣିଝଡ଼ ର ସମ୍ଭାବନା ଦେଖା ଦେଉଛି । ତେବେ ଏହି ବର୍ଷା ର ପରିମାଣ ଯୋଗୁଁ ରାଜ୍ୟରେ ବିଭିନ୍ନ ସ୍ଥାନ ରେ ତାପମାତ୍ରା ୨-୩ ଡିଗ୍ରୀ କମିବାର ସମ୍ଭାବନା ଅଛି । ତେବେ ଏହି ଘୁର୍ଣ୍ଣିଝଡ଼ ର ପ୍ରଭାବ ଯୋଗୁଁ ରାଜ୍ୟର ୫ ଟି ଜିଲ୍ଲା ଗଞ୍ଜାମ, ଗଜପତି, ଖୋର୍ଦ୍ଧା, କନ୍ଧମାଳ ଏବଂ ନୟାଗଡ଼ ଜିଲ୍ଲା କୁ ୟେଲୋ ୱାରନିଂ ଜାରି କରାଯାଇଛି ।

 

ତେବେ ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

 

ଧନ୍ୟବାଦ ।

Leave a Reply

Your email address will not be published. Required fields are marked *