ରାଜ୍ୟ ର ଆସିଲା December ର ଗାଇଡ଼ଲାଇନ । ନମାନିଲେ ଜେଲ ଦଣ୍ଡ….

ନମସ୍କାର ବନ୍ଧୁଗଣ ଆପଣ ମାନଙ୍କୁ ଆମ ଓଡ଼ିଶା ଖବର ପୋର୍ଟାଲ୍ କୁ ସ୍ଵାଗତ ଜଣାଉଛୁ। ବନ୍ଧୁ ଗଣ covid ୧୯ ପାଇଁ ସରକାର ବିଭିନ୍ନ ପ୍ରକାର ର ପଦେକ୍ଷପ ନେଉଛନ୍ତି । ପ୍ରତେକ ମାସ ସରକାର ଙ୍କ ର କିଛି ନା କିଛି ଗାଇଡ ଲାଇନ୍ ରଖୁଛନ୍ତି । ଆସନ୍ତୁ ଜାଣିବା ଡିସେମ୍ବର ମାସ ରେ ଓଡ଼ିଶା ସରକାର ଙ୍କ ର କଣ ଗାଇଡ ଲାଇନ୍ ଅଛି ।

 

ବନ୍ଧୁ ଗଣ ଆପଣ ଜାଣିଛନ୍ତି କରୋନା ଭାଇରସ ଯେତେବେଳେ ଭାରତ ରେ ବହୁମତ୍ରା ରେ ବୃଦ୍ଧି ପାଇଲା ସେତେବେଳେ ପ୍ରଥମେ ଓଡ଼ିଶା ସରକାର ଲକ୍ ଡାଉନ୍ କରିଥିଲେ ତାପରେ ଭାରତ ସରକାର ଙ୍କ ଦ୍ଵାରା ଲକ୍ ଡାଉନ୍ କାରା ଯାଇଥିଲା । ଏବେ ଲକ୍ ଡାଉନ୍ ଗାଇଡ ଲାଇନ ଓଠି ଯାଇ ଅନ୍ ଲକ୍ ଗାଇଡ ଲାଇନ୍ ଚାଲିଛି । ତେବେ ଆସନ୍ତୁ ଜାଣିବା ଡିସେମ୍ବର ମାସର ଓଡ଼ିଶା ସରକାର ଙ୍କ ର ଗାଇଡ ଲାଇନ୍ କଣ ରହିଛି ।

 

ଏବେ ଡିସେମ୍ବର ୩୧ ଯାଏ ରାଜ୍ୟ ସରକାର ଗାଇଡ ଲାଇନ୍ କରିଛନ୍ତି । ଏହାକୁ ନମାନିଲେ କଠୋର କାର୍ଯ୍ୟନୁଷ୍ଠାନ ନିଆଯିବ । 

୧- କଣ୍ଟେ ନମେଣ୍ଟ ଜୋନ୍ ରେ ପ୍ରଶାସନ ଦ୍ଵାରା ଲକ୍ ଡାଉନ୍ କରାଯାଇପାରିବ ।୨ – ୩୧ ଡିସେମ୍ବର ଯାଏ ବନ୍ଧ ରହିବ ଅଙ୍ଗୱାଡ଼ି କେନ୍ଦ୍ର ଏବଂ ସ୍କୁଲ କଲେଜ ଖୁଲିବା ନେଇ ନିଷ୍ପତି ନେବେ ଗଣ ଶିକ୍ଷା ବିଭାଗ ।୩ –  ବାହାଘର ଅବା କୌଣସି କାର୍ଯ୍ୟ କ୍ରମରେ ୨୦୦ ଲୋକ ସାମିଲ ହାଇପରିବେ ।୪ – ୩୧ ଡିସେମ୍ବର ପର୍ଯ୍ୟନ୍ତ ଖୁଲିବନି କ୍ଲବ , ସିନେମା ହଲ୍ ,ଆଉ ସୋଇମିଂ ପୂଲ୍ ।୫ – ବଡ ବଡ ସାମାଜିକ ,ରାଜନୈତିକ ଏବଂ କ୍ରୀଡା ସମାବେଶ ବନ୍ଧୁ ରହିବ ।୬ – ସ୍ଥାନୀୟ ପ୍ରଶାସନ ନିଷ୍ପତି ନେବେ ମନ୍ଦିର ଏବଂ ଧାର୍ମିକ ସ୍ଥଳୀ ଖୋଲା ନେଇ ।୭ – ଅନ୍ତର୍ଜାତୟ ବାମନ ଚଳା ଚଳ ନେଇ କଟକଣା ପୂର୍ବ ଭଳି ବଳବତ୍ତର। ୮- କଲେଜ ଖୋଳିବା ନେଇ ନିଷ୍ପତି ନେବେ ଉଚ୍ଚ ଶିକ୍ଷା ବିଭାଗ ।

 

ଯଦି ଆମର ଏହି ଖବର ଆପଣଙ୍କୁ ଭଲ ଲାଗିଛି ତାହେଲେ ତଳେ ଗୋଟିଏ ଲାଇକ କରନ୍ତୁ । ଅନ୍ୟ ମାନଙ୍କ ପାଖରେ ଏହି ଖବର ପହଞ୍ଚେଇବାକୁ ଗୋଟିଏ ସେୟାର କରନ୍ତୁ । ଜୟ ଜଗନ୍ନାଥ । ଆପଣ ଙ୍କ ଦିନଟି ସୁଭମୟ ହେଉ ।

 

Leave a Reply

Your email address will not be published. Required fields are marked *