ନମସ୍କାର ବନ୍ଧୁଗଣ ଆପଣ ମାନଙ୍କୁ ଆମ ଓଡ଼ିଶା ଖବର ପୋର୍ଟାଲ୍ କୁ ସ୍ଵାଗତ ଜଣାଉଛୁ। ରାଜ୍ୟ ସରକାରଙ୍କ ଙ୍କ ବଡ଼ ଘୁଷଣା ଯାହା କି ଖୋଲିବାକୁ ଯାଉଚି ପ୍ରଥମ ରୁ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ସ୍କୁଲ। ଏହା ବିଷୟ ରେ ସମ୍ପୂର୍ଣ ତଥ୍ୟ ପାଇଁ ଆମ ଖବର କୁ ଶେଷ ଯାଏ ପଢନ୍ତୁ।
ରାଜ୍ୟ ସରକାର କଲେ ବଡ ଘୁଷଣା ପ୍ରଥମ ରୁ ନବମ ପର୍ଯ୍ୟନ୍ତ ସ୍କୁଲ ଖୋଲିବାକୁ ଯାଉଚି । ଯାହା ଖୁବ୍ ଶୀଘ୍ର ଆସିଯିବ ବଡ ଘୁଷଣା। ଆପଣ ମାନେ ଜାଣିଥିବେ କରୋନା ପାଇଁ ୧ ବର୍ଷ ହେବ ସମସ୍ତ ଶିକ୍ଷ୍ୟା ଅନୁଷ୍ଠାନ ବନ୍ଦ ଥିଲା କିଛି ଦିନ ପୂର୍ବେ ୧୦ ମ ରୁ ଦ୍ଵାଦଶ ପର୍ଯ୍ୟନ୍ତ ଶିକ୍ଷ୍ୟା ଅନୁଷ୍ଠାନ ଖୋଲାଯାଇଥିଲା। କିନ୍ତୁ ପ୍ରଥମ ରୁ ନବମ ପର୍ଯ୍ୟନ୍ତ ଏବେବି ବନ୍ଧ୍ ରହିଛି । କିନ୍ତୁ ସରକାର ଏବେ ଏବେ ଘୁଷଣା କରୁଛନ୍ତି ବହୁ ଜଲଦି ଏ ସବୁ ସ୍କୁଲ ଖୋଲା ଯିବ।
ପ୍ରଥମ ରୁ ନବମ ପର୍ଯ୍ୟନ୍ତ ସ୍କୁଲ ଖୋଲିବାର ସୂଚନା ଆସିବା ସହ ଆଦର୍ଶ ବିଦ୍ୟାଳୟ ରେ ନାମ ଲେଖିବା ପାଇଁ ଆସିଛି ସୂଚନା । ମନ୍ତ୍ରୀ କହିଥିଲେ ଦଶମ ଏବଂ ଦ୍ଵାଦଶ ପିଲାଙ୍କର ପାଠ ପଢା ସ୍ଥିତି କୁ ଦେଖି ଅନ୍ୟ କ୍ଲାସ୍ ଖୋଲିବାକୁ ନିଷ୍ପତି ନିଆଯିବ। ଯାହା ସୂତ୍ର ରୁ ଜଣାପଡୁଛି ଫେବୃଆରୀ ଶେଷ ଆଡ଼କୁ ପ୍ରଥମ ରୁ ନବମ ପର୍ଯ୍ୟନ୍ତ କ୍ଲାସ୍ ଖୋଲିବାକୁ ନିଷ୍ପତି ନିଆଯାଇଛି । କିନ୍ତୁ ଶିକ୍ଷା ମନ୍ତ୍ରୀ ଏ ପର୍ଯ୍ୟନ୍ତ କିଛି ପ୍ରତିକ୍ରିୟା ଦେଇନାହାନ୍ତି ।
ସେହି ପରି ୨୫୦ ଟି ଆଦର୍ଶ ବିଦ୍ୟାଳୟ ର ନାମଲେଖା ପାଇଁ ବିଭିନ୍ନ ସ୍ଥାନ ରେ ପ୍ରବେଶିକା ପରୀକ୍ଷା ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଛି। ଯୋଗ୍ୟ ଛାତ୍ର ମାନେ ଫେବୃଆରୀ ୨୦ ସୁଦ୍ଧା ନାମ ଲେଖେଇ ପାରିବେ ।
ଯଦି ଆମର ଏହି ଖବର ଆପଣଙ୍କୁ ଭଲ ଲାଗିଛି ତାହେଲେ ତଳେ ଗୋଟିଏ ଲାଇକ କରନ୍ତୁ । ଅନ୍ୟ ମାନଙ୍କ ପାଖରେ ଏହି ଖବର ପହଞ୍ଚେଇବାକୁ ଗୋଟିଏ ସେୟାର କରନ୍ତୁ । ଜୟ ଜଗନ୍ନାଥ । ଆପଣ ଙ୍କ ଦିନଟି ସୁଭମୟ ହେଉ ।