ରାଜ୍ୟ ସରକାର ଙ୍କ ବଡ଼ ଘୋଷଣା । ଓଡ଼ିଶାରେ ଜାରି ହେବ ଲକଡାଉନ । ବଜାର ବସ ଟ୍ରେନ ଅଫିସ ବିମାନ ସବୁ ବନ୍ଦ ନେଇ ସୂଚନା ଦେଲେ SRC । 

 

ନମସ୍କାର ବନ୍ଧୁ ଗଣ ଆପଣ ମାନଙ୍କୁ  ଆମ ର ଏହି ସୁନ୍ଦର ୱେବ ପୋର୍ଟାଲ କୁ ସ୍ୱାଗତ କରୁଅଛୁ । ଆଜି ଏହି ପୋଷ୍ଟ ମାଧ୍ୟମରେ ଆମେ ଆପଣ ମାନଙ୍କୁ । ଜଣାଇ ବାକୁ ଯାଉଛୁ ଆଜି SRC ଜାରି କରିଥିବା ରାଜ୍ୟ ର ସମସ୍ତ ସହରାଞ୍ଚଳ ରେ ଶନିବାର ଏବଂ ରବିବାର ଦିନ ଜାରି ହେବାକୁ ଥିବା ଲକଡାଉନ ସମ୍ପର୍କରେ କହିବାକୁ ଯାଉଛୁ । ତେବେ ଆପଣ ଏହି ପୋଷ୍ଟ କୁ ଆରମ୍ଭ ରୁ ଶେଷ ପର୍ଯ୍ୟନ୍ତ ପଢ଼ନ୍ତୁ । ଆଉ ଜାଣି ପାରିବେ ସମ୍ପୂର୍ଣ୍ଣ ତଥ୍ୟ ।

 

ତେବେ ପୂର୍ବରୁ SRC ରାଜ୍ୟ ର ୧୦ ଟି ଜିଲ୍ଲା ରେ ସନ୍ଧ୍ୟା ୬ ରୁ ସକାଳ ୫ ପର୍ଯ୍ୟନ୍ତ ଜାରି ରହିବ ନାଇଟ କର୍ଫ୍ୟୁ ଏବଂ ଏହି ୧୦ ଟି ଜିଲ୍ଲା ରେ ଶନିବାର ଏବଂ ରବିବାର ସମ୍ପୂର୍ଣ୍ଣ କଫ୍ୟୁ ଜାରି ରହିବା ନେଇ ଘୋଷଣା କରିଥିଲେ । ତେବେ ଅନ୍ୟ ୨୦ ଟି ଜିଲ୍ଲା ରେ କେବଳ ରାତ୍ର ୯ ରୁ ସକାଳ ୫ ପର୍ଯ୍ୟନ୍ତ ନାଇଟ କର୍ଫ୍ୟୁ ଜାରି ରହିବ ବୋଲି ଘୋଷଣା କରିଥିଲେ । 

 

କିନ୍ତୁ ବର୍ତ୍ତମାନ SRC ପୁନର୍ବାର ରାଜ୍ୟ ର ସମସ୍ତ ସହରାଞ୍ଚଳ ତଥା ରାଜ୍ୟ ର ସମସ୍ତ ଜିଲ୍ଲା ରେ ପ୍ରତ୍ୟକ ଶନିବାର ଏବଂ ରବିବାର ସମ୍ପୂର୍ଣ୍ଣ ଭାବେ ଲକଡାଉନ ଘୋଷଣା କରିଛନ୍ତି। ଏହା ସହିତ ଏହି ନିୟମ ଆସନ୍ତା ୨୪ ତାରିଖ ଠାରୁ ଲାଗୁ ହେବା ସହିତ ପୂର୍ବ ସମସ୍ତ ନିୟମ ଗୁଡିକ ପୂର୍ବ ଭଳି ଚାଲୁ ରହିବ ନେଇ ସୂଚନା ଦେଇଛନ୍ତି SRC । 

 

ଏହା ସହିତ ରାତ୍ରି ରେ ଜାରି ରହିବ ପରିବହନ । ଜରୁରୀ ସେବା ଜାରି ରହିବ । ସିନେମା ଏବଂ ଯାତ୍ରା ପାଇଁ ୫୦% ଦର୍ଶକ ମାନଙ୍କ ଅନୁମତି । ବାହାଘର ପାଇଁ ୫୦ ଏବଂ  ମଲା କାର୍ଯ୍ୟ ପାଇଁ ୨୦ ଲୋକଙ୍କ ଅନୁମତି । ମାଛ ଏବଂ ପରିବା ମାର୍କେଟ ରେ ସାମାଜିକ ଦୂରତା କୁ କଡାକଡି ମାନିବା ପାଇଁ ନିର୍ଦେଶ । କୌଣସି ଧାର୍ମିକ ଏବଂ ରାଜନୈତିକ ସମାବେଶ କୁ ଅନୁମତି ଦିଆଯିବନି ।

 

ତେବେ ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

 

ଧନ୍ୟବାଦ ।

 

Leave a Reply

Your email address will not be published. Required fields are marked *