ରାଣୀ ପଣ୍ଡା ଙ୍କ ମହାନତା । ପୁଣି ଏକ ଭିଡ଼ିଓ ହେଲା ଭାଇରାଲ….

 

ନମସ୍କାର ବନ୍ଧୁ ଗଣ ଆପଣ ମାନଙ୍କୁ  ଆମ ର ଏହି ସୁନ୍ଦର ୱେବ ପୋର୍ଟାଲ କୁ ସ୍ୱାଗତ କରୁଅଛୁ । ଆଜି ଏହି ପୋଷ୍ଟ ମାଧ୍ୟମରେ ଆମେ ଆପଣ ମାନଙ୍କୁ । ଜଣାଇ ବାକୁ ଯାଉଛୁ ରାଣୀ ପଣ୍ଡା ଙ୍କ ମହାନତା ବିଷୟରେ । ତେବେ ଆପଣ ଏହି ପୋଷ୍ଟ କୁ ଆରମ୍ଭ ରୁ ଶେଷ ପର୍ଯ୍ୟନ୍ତ ପଢ଼ନ୍ତୁ । ଆଉ ଜାଣି ପାରିବେ ସମ୍ପୂର୍ଣ୍ଣ ତଥ୍ୟ । 

 

ତେବେ ରାଣୀ ପଣ୍ଡା ଜଣେ ସରଳ , ନିଷ୍କପଟ , ସମସ୍ତଙ୍କୁ ଭଲ ପାଉଥିବା ତଥା ଦୁଃଖୀ ଦରିଦ୍ର ଙ୍କ ପାଇଁ ସବୁବେଳେ ନିଜ କୁ ଉତ୍ସର୍ଗ କରୁଥିବା ମଣିଷ ଟିଏ । ତେବେ ସେ ଯାତ୍ରା ରେ କିମ୍ବା ନିଜର ଚଳିବା ପାଇଁ ଯାହାବି କରୁ କିନ୍ତୁ ଓଡିଶା ର ଲୋକ ମାନଙ୍କ ପାଇଁ ସବୁବେଳେ ସେ ନିଜକୁ ଉତ୍ସର୍ଗ କରିଦେଇଛନ୍ତି । ତେବେ ରାଣୀ ପଣ୍ଡା ବର୍ତ୍ତମାନ ଗୋଆ ରେ ରହୁଥିବା ବେଳେ । ସେଠାରେ ସେ ଏକ ବାର ରେ ଡ୍ୟାନ୍ସ କରୁଛନ୍ତି । 

 

ତେବେ ସେ ଯାହାବି କରନ୍ତୁ ନା କାହିଁକି ଓଡିଶା ମାଟି ପାଇଁ ଓଡିଶାର ଲୋକ ମାନଙ୍କ ପାଇଁ ତଥା ନାରୀ ଜାତି ପାଇଁ ଜଣେ ଉଦାହରଣ ପାଲଟିଯାଇଛନ୍ତି । ବର୍ତ୍ତମାନ ଓଡ଼ିଶାର ଜଣେ କୁନି ଝିଅ ନିଜର ପାଠ ପଢିବା ସମୟରେ ସେ ମେଣ୍ଢା ଚରାଉଥିବାର ଭିଡ଼ିଓ ଦେଖି ସେ ସେହି ଝିଅ ର ସମ୍ପୂର୍ଣ୍ଣ ପାଠ ପଢା ଦାଇତ୍ୱ ନେବା ସହ ଝିଅ ର ବାପା ମା ପାଇଁ ଏକ ଘର କରିଦେବେ ବୋଲି ପ୍ରତିଶ୍ରୁତି ଦେଇଛନ୍ତି । ଯାହାର ଭିଡ଼ିଓ ବର୍ତ୍ତମାନ ଭାଇରାଲ ହେବାରେ ଲାଗିଛି ।

ତେବେ ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

 

ଧନ୍ୟବାଦ ।

Leave a Reply

Your email address will not be published. Required fields are marked *