ନମସ୍କାର ବନ୍ଧୁ ଗଣ ଆପଣ ମାନଙ୍କୁ ଆମ ର ଏହି ସୁନ୍ଦର ୱେବ ପୋର୍ଟାଲ କୁ ସ୍ୱାଗତ କରୁ ଅଛୁ । ଆଜି ଏହି ପୋଷ୍ଟ ମାଧ୍ୟମରେ ଆମେ ଆପଣ ମାନଙ୍କୁ । ଜଣାଇ ବାକୁ ଯାଉଛୁ ଯଦି ଆପଣ ରାତିରେ ରୁଟି କହୁଛନ୍ତି ତେବେ ଆପଣଙ୍କ ର ହୋଇପାରେ ଏହି ସବୁ ଅସୁବିଧା । ଆପଣ ଏହି ପୋଷ୍ଟ କୁ ଆରମ୍ଭ ରୁ ଶେଷ ପର୍ଯ୍ୟନ୍ତ ପଢ଼ନ୍ତୁ । ଆଉ ଜାଣି ପାରିବେ ସମ୍ପୂର୍ଣ୍ଣ ତଥ୍ୟ । ତେବେ ରୁଟି ଆମ ଶରୀର ପାଇଁ ବହୁତ ଉପଯୋଗୀ । ମଣିଷ ବଂଚିବା ପାଇଁ ଖାଦ୍ୟ ଦରକାର ।
ତାହା ସବୁବେଳେ ନୁହେଁ କିନ୍ତୁ ଆବଶ୍ୟକ ଅନୁସାରେ ଖାଦ୍ୟ ଖାଇବା ଆବଶ୍ୟକ । ସାଧାରଣତହ ଖାଦ୍ୟ କହିଲେ ଭାରତ ରେ ଭାତ ଏବଂ ରୁଟି କୁ ବୁଝାଏ । ଆପଣ ମାନେ ଜାଣିଛନ୍ତି ଭାତ ର ବହୁତ ଉପକାରିତା ଏବଂ ଅପକାରିତା ଗୁଣ ମଧ୍ୟ ରହିଛି । ତେବେ ସେହିପରି ରୁଟି ଖାଇବାର ବହୁତ ଉପକାର ମଧ୍ୟ ରହିଛି । ଯଦି ଆପଣଙ୍କୁ ପେଟରେ ଗ୍ୟାସ୍ ହେଉଛି ତାହାଲେ ଆପଣ ପ୍ରତିଦିନ ରୁଟି ଖାଇବା ଉଚିତ୍।
କାରଣ ରୁଟି ଖାଇବା ଦ୍ଵାରା ପେଟରୁ ସବୁ ଗ୍ୟାସ୍ ବାହାରି ଯାଏ। ଆଉ ଏହା ମଧ୍ୟ ପାଚନ ପ୍ରକିୟା ରେ ଠିକ୍ ଭାବରେ ସହାୟତା କରେ। ଯେଉଁମାନେ ବଡ଼ି ବିଲଡର କିମ୍ୱା ଶାରୀରିକ ପରିଶ୍ରମ କରୁଛନ୍ତି ସେହି ବ୍ୟକ୍ତି ମାନେ ଏହି ବାସୀ ରୁଟି ସହିତ ଯଦି କ୍ଷୀର ମିଶାଇ ଖାଆନ୍ତି ତାହାଲେ ଦେହ କୁ ଅନେକ ପ୍ରୋଟିନ ଏବଂ ଶକ୍ତି ମିଳେ। ସେହିପରି ରୁଟି ଖାଇବା ଦ୍ଵାରା ଯେଉଁ ବ୍ୟକ୍ତି ମାନଙ୍କ ର ଇନ୍ ସୁନିଲ୍ କମ୍ ଥାଏ ତାହା ଫେରିଆସେ।
ତେଣୁ ଏହିପରି ବ୍ୟକ୍ତି ମାନେ ପ୍ରତିଦିନ ରୁଟି ଖାଇବା ଦରକାର। ତେଣୁ ଏହା ଶରୀର ରେ ଥିବା ରକ୍ତ ପରିଚାଳନା ମଧ୍ୟ ଠିକ୍ ରେ କରିଥାଏ । ଯେଉଁ ବ୍ୟକ୍ତି ମାନେ ନିଜର ବ୍ଲଡ଼ ପ୍ରେସର ପାଇଁ ଚିନ୍ତିତ ସେହିମାନେ ପ୍ରତିଦିନ ରୁଟି ଖାଇବା ଏକାନ୍ତ କାମ୍ୟ ଅଟେ। ଯାହା। ଦ୍ବାରା ଏହା ଶରୀରର ବ୍ଲଡ଼ ପ୍ରେସର କଣ୍ଟ୍ରୋଲ କରିବା ସହିତ ଏହା ଶରୀରକୁ ଉତ୍ତମ ସ୍ୱାସ୍ଥ୍ୟ ଯୋଗାଇ ଥାଏ।
କିନ୍ତୁ ରୁଟି କୁ ଯଦି ଆପଣ ଏପରି ଭାବରେ ଖାଆନ୍ତି ତାହାଲେ ଏହା ଆପଣଙ୍କ ପାଇଁ ପ୍ରାଣ ଘାତି ହୋଇପାରେ। ତାହା ହେଲା ରୁଟି କେବେ ଆପଣା ୧୨ ଘଣ୍ଟା ରଖି ତାକୁ ଖାଇବେ ନାହିଁ। ଏପରି ଖାଇଲେ ଏହା ଆପଙ୍କର ଜୀବନ ମଧ୍ୟ ନେଇ ଯାଇପାରେ। ତେଣୁ ଡାକ୍ତର ମାନେ ମଧ୍ୟ ଏହି ବାସି ରୁଟି ଖାଇବାକୁ ମନା କରନ୍ତି। ତେଣୁ ଆପଣ ମାନେ ରୁଟି ଖାଇବା ପରେ ସଙ୍ଗେ ସଙ୍ଗେ ଅତ୍ୟଧିକ ଜଳ ପାନ କରିବେ ନାହିଁ। କିଛି ସମୟ ପରେ ଜଳ ପାନ କଲେ ଏହା ଆପଣଙ୍କ ପାଇଁ ଉପାଦେୟ ହେବ ।
ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।