ରାତି ଅଧରେ ଓଡ଼ିଆ ଅଭିନେତ୍ରୀ ରିୟା ଏବଂ ପ୍ରିୟା ଯାରିକଲେ ଏହି ଭିଡ଼ିଓ । ଦେଖିଲେ ଆପଣ ଆଶ୍ଚର୍ଯ୍ୟ ହୋଇଯିବେ…

 

ନମସ୍କାର ବନ୍ଧୁ ଗଣ ଆପଣ ମାନଙ୍କୁ  ଆମ ର ଏହି ସୁନ୍ଦର ୱେବ ପୋର୍ଟାଲ କୁ ସ୍ୱାଗତ କରୁଅଛୁ । ଆଜି ଏହି ପୋଷ୍ଟ ମାଧ୍ୟମରେ ଆମେ ଆପଣ ମାନଙ୍କୁ । ଜଣାଇ ବାକୁ ଯାଉଛୁ ଯେ କିଭଳି ଭାବେ ଅଭିନେତ୍ରୀ ରିୟା ଏବଂ ପ୍ରିୟା ନିଜର ଏହି ଭିଡ଼ିଓ କୁ ସୋସିଆଲ ମିଡିଆରେ ପୋଷ୍ଟ କରି ଜଣାଇଛନ୍ତି ସେ ବିଷୟରେ କହିବାକୁ ଯାଉଛୁ । ତେବେ ଆପଣ ଏହି ପୋଷ୍ଟ କୁ ଆରମ୍ଭ ରୁ ଶେଷ ପର୍ଯ୍ୟନ୍ତ ପଢ଼ନ୍ତୁ । ଆଉ ଜାଣି ପାରିବେ ସମ୍ପୂର୍ଣ୍ଣ ତଥ୍ୟ । 

 

ତେବେ ଆପଣ ମାନେ ଓଡ଼ିଆ ଇଣ୍ଡଷ୍ଟ୍ରି ର ଦୁଇ ବହୁ ଚର୍ଚ୍ଚିତ କଳାକାର ରିୟା ଦେ ଏବଂ ପ୍ରିୟା ଚୌଧୁରୀ ଙ୍କୁ ଭଲ ଭାବେ ଜାଣିଥିବେ । ତେବେ ସେ ନିଜର  ଆକ୍ଟିଙ୍ଗ ର କଳା ପାଇଁ ସାରା ଓଡ଼ିଶାରେ ଚର୍ଚ୍ଚିତ । ତେବେ ସେ ଦୁହିଁ ହିରୋଇନ ଙ୍କୁ ବହୁତ ଶୀଘ୍ର ଆପଣ ଗୋଟିଏ ପରଦା ରେ ଦେଖିବାକୁ ପାଇବେ । ତେବେ ସେ ଦୁହିଁ ଜଣଙ୍କ ଆଗାମୀ ସମୟରେ  ‘ଲାଗେ ପ୍ରେମ ନଜର ‘ ର ଫିଲ୍ମ ରେ ଦେଖିବାକୁ ପାଇବେ । 

 

ଯାହାକୁ ନେଇ ସେ ଦୁଇ ଜଣ ନିଜ ସୋସିଆଲ ମିଡ଼ିଆ ଆକାଉଣ୍ଟ ରେ ଅଦ୍ଧ ରାତି ରେ ଏକ ଲାଇଭ ଆସି ଜଣାଇଥିଲେ । ତେବେ ସେ ଦୁଇ ଜଣ ଶୁଟିଂ ସେଟ ର ମସ୍ତି କୁ ନେଇ କରିଥିବା ଲାଇଭ ରେ ଉଭୟ ରିୟା ଏବଂ ପ୍ରିୟା ଉପସ୍ଥିତ ଥିଲେ ।

ତେବେ ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

 

ଧନ୍ୟବାଦ ।

Leave a Reply

Your email address will not be published. Required fields are marked *