ନମସ୍କାର ବନ୍ଧୁଗଣ ଆପଣ ମାନଙ୍କୁ ଆମ ଓଡ଼ିଶା ଖବର ପୋର୍ଟାଲ୍ କୁ ସ୍ଵାଗତ ଜଣାଉଛୁ। ଆଜି ଆମେ ଆପଣ ଙ୍କ ବିବାଦୀୟ ଅଭିନେତ୍ରୀ ରାଣୀ ପଣ୍ଡା ବିଷୟରେ ଏମିତି କିଛି ଖବର ଜାଣିବାକୁ ଯାହା ଜାଣିଲେ ଆପଣ ଆଶ୍ଚର୍ଯ୍ୟ ହେବେ। ଖବର ଟି ସମ୍ପୂର୍ଣ ଜାଣିବା ପାଇଁ ଆମ ଖବର କୁ ଶେଷ ଯାଏ ପଢନ୍ତୁ।
ଆପଣ ମାନଙ୍କର ବିବାଦୀୟ ଅଭିନେତ୍ରୀ ରାଣୀ ପଣ୍ଡା ସବୁବେଳେ ସୋସିଆଲ ମିଡ଼ିଆ ହେଉ ଅବା ମିଡ଼ିଆ ରେ ଚର୍ଚ୍ଚା ରେ ରହି ଥାନ୍ତି । ରାଣୀ ପଣ୍ଡା ଯେତେବେଳେ ଯାହା କରନ୍ତି ସବୁ କ୍ଷେତ୍ର ରେ ତାଙ୍କୁ ଅପମାନିତ ହବାକୁ ପଡେ ଯାତ୍ରା ହେଉ ବା ଫିଲ୍ମ୍ ଜଗତ ଅବା ସମାଜ ସେବା ସବୁଥିରେ ତାଙ୍କୁ ଅପମାନ ହେବାକୁ ପଡେ। ତେବେ ଏହାରି ଭିତରେ ରାଣୀ ପଣ୍ଡା ଙ୍କୁ ନେଇ ଆଉ ଏକ ନୂଆ ଘଟଣା ସାମ୍ନା କୁ ଆସିଛି ଯାହାକି ରାଣୀ ପଣ୍ଡା ଓଡ଼ିଶା ଛାଡୁଛନ୍ତି । ଏହି ବାବଦ ରେ ରାଣୀ ନିଜେ ତାଙ୍କ ଫେସବୁକ ରେ ପୋଷ୍ଟ କରି କହିଛନ୍ତି ମୁଁ ଆଉ କେବେ ଓଡ଼ିଶା ଫେରିବି ନାହିଁ । ସେ ଲେଖିଛନ୍ତି ବାଏ ଵାଏ ଓଡ଼ିଶା ଆଉ କେବେବି ତତେ ହଇରାଣ କରିବିନି ଜଉ ଠି ଥା ଭଲ ରେ ଥା ଏମିତି କିଛି ତାଙ୍କ ଫେସବୁକ ପେଜ ରେ ଲେଖି ଛନ୍ତି ।
ଏହି ପୋଷ୍ଟ ରୁ ଜଣା ପଡୁଛି କୁ ରାଣୀ ତାଙ୍କ ଜୀବନ ସାଥୀ ଙ୍କୁ ନେଇ ବେଶ୍ ଦୁଃଖ ରେ ଅଛନ୍ତି ।ରାଣୀ ସବୁବେଳେ କିଛି ନ କିଛି କାମ ପାଇଁ ବିବାଦ ଘେରା କୁ ଆଦି ଯାଉଥିଲେ ଏବଂ ଲୋକ ଙ୍କ ଆକୃଷ୍ ର ସାମ୍ନା କରିବାକୁ ପଡୁଥିଲା ଯାହା କି ଏବେକାର ସମୟରେ ଚର୍ଚ୍ଚିତ ଚେହେରା ହଇ ଥିଲେ ରାଣୀ ।
ଯଦି ଆମର ଏହି ଖବର ଆପଣଙ୍କୁ ଭଲ ଲାଗିଛି ତାହେଲେ ତଳେ ଗୋଟିଏ ଲାଇକ କରନ୍ତୁ । ଅନ୍ୟ ମାନଙ୍କ ପାଖରେ ଏହି ଖବର ପହଞ୍ଚେଇବାକୁ ଗୋଟିଏ ସେୟାର କରନ୍ତୁ । ଜୟ ଜଗନ୍ନାଥ । ଆପଣ ଙ୍କ ଦିନଟି ସୁଭମୟ ହେଉ ।