ନମସ୍କାର ବନ୍ଧୁଗଣ ଆମେ ସ୍ୱାଗତ କରୁଛୁ ଆମ ଓଡ଼ିଶା ଖବର କୁ ଆଜି ଆମେ ଜାଣିବା ରାନୀ ପଣ୍ଡା କୁ ଛୁଇଁଲେ ମିଳିବ ଲକ୍ଷାଧିକ ଟଙ୍କା ଆସନ୍ତୁ ଜାଣିବା ସମ୍ପୂର୍ଣ ଖବର ।
ରାନୀ ପଣ୍ଡା ସବୁବେଳେ ଚର୍ଚ୍ଚା ଓ ବିବାଦ ଘେରରେ ରହୁଥିବା ଅଭିନେତ୍ରୀ ସେ ସବୁବେଳ ଚର୍ଚ୍ଚା ରେ ରହିଥାନ୍ତି କେବଳ ତାଙ୍କ କଥା କୁ ନେଇ ସେ କାହାକୁ ନ ଡରି ରୋକ ଠୋକ ଜବାବ ଦେଇଥାନ୍ତି । ଏହି ପାଇଁ ମଧ୍ୟ ସେ ବିବାଦରେ ରହିଥାନ୍ତି । କିଛି ଦିନ ତାଙ୍କର ଓ ଯାତ୍ରା ହିରୋ ବାପି ପଣ୍ଡା ଙ୍କ ସହ ତୀବ୍ର ବିବାଦ ହୋଇଥିଲା ଥାନା ଓ କୌର୍ଟ ପର୍ଯନ୍ତ କେସ ଯାଇଥିଲା । ରାନୀ ପଣ୍ଡା ତାଙ୍କ ସାହାଯ୍ୟ ମନବୃତି ପାଇଁ ବହୁତ ଚର୍ଚ୍ଚା ରେ ରହନ୍ତି ନିକଟରେ ଯାତ୍ରା କମେଡି ଭିକାରୀ ଙ୍କ ଗାଡି ଆକ୍ସଇଡେଣ୍ଟ ରେ ଗୋଡ ସମ୍ପୂର୍ଣ ଭାଙ୍ଗିଯାଇଥିଲା ତାଙ୍କର ଅପରେସନ ପାଇଁ ମଧ୍ୟ ସମ୍ପୂର୍ଣ ଟଙ୍କା ବହନ କରିବେ…ଆସନ୍ତୁ ଯିବା ଖବର କୁ
କିଛି ଦିନ ପୂର୍ବରୁ ରାନୀ ପଣ୍ଡା ଙ୍କ ଫେସବୁକ କୁ ହାକ କରାଯାଇଥିଲା । ହାକ କରିଥିବା ଯୁବକ ରାନୀ ପଣ୍ଡା ଙ୍କ ଫେସବୁକ ରେ ଲେଖିଥିଲେ କି ମତେ କିଏ ସମ୍ଭୋଗ କରିବ ଆସ ଏହା ସହିତ ରାନୀ ପଣ୍ଡା ଙ୍କ ନମ୍ବର ମଧ୍ୟ ପକେଇ ଦେଇଥିଲେ ।ଏହା ପରେ ରାନୀ ପଣ୍ଡା ଙ୍କୁ ହଜାର ହଜାର କଲ ଆସିଥିଲା । କିଏ କହିଥିଲା କେତେ ଲକ୍ଷ୍ୟ ଟଙ୍କା ନେଲେ ଶୋଇବ ତ ଆଉ କିଏ କହିଥିଲା କେତେ ଲକ୍ଷ୍ୟ ଟଙ୍କା ନେଲେ ରାତିରେ ଶୋଇବ । ରାନୀ ପଣ୍ଡା ଙ୍କୁ ମିଳିଥିଲା ଲକ୍ଷାଧିକ ଟଙ୍କାର ଅଫର । ଏହାପରେ ରାନୀ ପଣ୍ଡା ପୋଲିସ ଓ ମିଡ଼ିଆ ର ଆଶ୍ରୟ ନେଲେ ଓ ମାମଲା ଥଣ୍ଡା ହେଲା । ରାନୀ ପଣ୍ଡା ଙ୍କୁ ଚୁଁଇଲେ ରାନୀ ପଣ୍ଡା ଙ୍କୁ ମିଳିବ ଲକ୍ଷାଧିକ ଟଙ୍କା ।
ଯଦି ଆମର ଏହି ଖବର ଆପଣଙ୍କୁ ଭଲ ଲାଗିଛି ତାହେଲେ ତଳେ ଗୋଟିଏ ଲାଇକ କରନ୍ତୁ । ଅନ୍ୟ ମାନଙ୍କ ପାଖରେ ଏହି ଖବର ପହଞ୍ଚେଇବାକୁ ଗୋଟିଏ ସେୟାର କରନ୍ତୁ । ଜୟ ଜଗନ୍ନାଥ । ଆପଣ ଙ୍କ ଦିନଟି ସୁଭମୟ ହେଉ ।