ନମସ୍କାର ବନ୍ଧୁଗଣ ଆମେ ସ୍ୱାଗତ କରୁଛୁ ଆମ ଓଡ଼ିଶା ଖବର କୁ ଆଜି ଆମେ ଜାଣିବା ରାନୀ ପଣ୍ଡା ଙ୍କ ଖରାପ ଭାଷା ରେ ଭିଡ଼ିଓ ରେ ଗାଳି କରିବା କଥା । ଆସନ୍ତୁ ଏହି ଭିଡିଓ ଦେଖିବା ପୂର୍ବରୁ ଏହି ବିଷୟରେ ସମ୍ପୂର୍ଣ ଜାଣିନେବା କଣ ପାଇଁ ରାନୀ ପଣ୍ଡା ଏପରି ଅଭାଷା କହିଲେ ….
ରାନୀ ପଣ୍ଡା ସେ ସବୁବେଳେ କିଛି ନା କିଛି କାରଣ ପାଇଁ ହାଇଲାଇଟ ଓ ବିବାଦରେ କିଛି ଦିନ ତଳେ କନକ ଖବର ରେ ଖବର ପ୍ରସାରଣ ହୋଇଥିଲେ ଗୋଟିଏ ଝିଅ ତା ସାଠିଫିକେଟ ମୁକୁଳେଇବା ପାଇଁ ମାଟି କାମ କରୁଥିବାର ନଜର ଆସିଥିଲେ ଏହି ଖବର ରାନୀ ପଣ୍ଡା ଦେଖିଥିଲେ ଓ ସେ କଷ୍ଟ କୁ ହୃଦୟଙ୍ଗମ କରିଥିଲେ ଓ …
ରାନୀ ପଣ୍ଡା ସେହି ଝିଅ ପାଖକୁ ୨୫୦୦୦ ଟଙ୍କା ଫୋନ ପେ ମାଧ୍ୟମରେ ପଠେଇଥିଲେ । ରାଣୀଙ୍କର କିଛି ମହିଳା କୁ ସମର୍ଥକ ଏହି ଘଟଣା ଦେଖିବା ପରେ ଅସଭ୍ୟ ଭାଷା ରେ ଗାଳି ଗୁଳଜ କରିଥିଲେ । ଏହା ପରେ ରାନୀ ରାଗିକିରି ସୋସିଆଲ ମିଡ଼ିଆ ରେ ଅତି ଅଭଦ୍ର ଭାଷା ରେ ଗାଳି ଗୁଳଜ କରିଥିଲେ ଦେଖନ୍ତୁ ଏହି ଭାଇରଲ ଭିଡ଼ିଓ ।
ଯଦି ପୋଷ୍ଟ ଟି ଭଲ ଲାଗିଥାଏ ତାହେଲେ ତଳେ ଗୋଟିଏ ଲାଇକ କରନ୍ତୁ । ଜୟ ଜଗନ୍ନାଥ ।