ରାନୀ ପଣ୍ଡା ଦେଲେ ଭୟଙ୍କର ସୋଦା । ଏଥର ମହିଳା ମାନଙ୍କୁ ଭୟଙ୍କର ଭାଷାରେ ସୋଦିଲେ….

ନମସ୍କାର ବନ୍ଧୁଗଣ ଆମେ ସ୍ୱାଗତ କରୁଛୁ ଆମ ଓଡ଼ିଶା ଖବର କୁ ଆଜି ଆମେ ଜାଣିବା ରାନୀ ପଣ୍ଡା ଙ୍କ ଖରାପ ଭାଷା ରେ ଭିଡ଼ିଓ ରେ ଗାଳି କରିବା କଥା । ଆସନ୍ତୁ ଏହି ଭିଡିଓ ଦେଖିବା ପୂର୍ବରୁ ଏହି ବିଷୟରେ ସମ୍ପୂର୍ଣ ଜାଣିନେବା କଣ ପାଇଁ ରାନୀ ପଣ୍ଡା ଏପରି ଅଭାଷା କହିଲେ ….

ରାନୀ ପଣ୍ଡା ସେ ସବୁବେଳେ କିଛି ନା କିଛି କାରଣ ପାଇଁ ହାଇଲାଇଟ ଓ ବିବାଦରେ କିଛି ଦିନ ତଳେ କନକ ଖବର ରେ ଖବର ପ୍ରସାରଣ ହୋଇଥିଲେ ଗୋଟିଏ ଝିଅ ତା ସାଠିଫିକେଟ ମୁକୁଳେଇବା ପାଇଁ ମାଟି କାମ କରୁଥିବାର ନଜର ଆସିଥିଲେ ଏହି ଖବର ରାନୀ ପଣ୍ଡା ଦେଖିଥିଲେ ଓ ସେ କଷ୍ଟ କୁ ହୃଦୟଙ୍ଗମ କରିଥିଲେ ଓ …

ରାନୀ ପଣ୍ଡା ସେହି ଝିଅ ପାଖକୁ ୨୫୦୦୦ ଟଙ୍କା ଫୋନ ପେ ମାଧ୍ୟମରେ ପଠେଇଥିଲେ । ରାଣୀଙ୍କର କିଛି ମହିଳା କୁ ସମର୍ଥକ ଏହି ଘଟଣା ଦେଖିବା ପରେ ଅସଭ୍ୟ ଭାଷା ରେ ଗାଳି ଗୁଳଜ କରିଥିଲେ । ଏହା ପରେ ରାନୀ ରାଗିକିରି ସୋସିଆଲ ମିଡ଼ିଆ ରେ ଅତି ଅଭଦ୍ର ଭାଷା ରେ ଗାଳି ଗୁଳଜ କରିଥିଲେ ଦେଖନ୍ତୁ ଏହି ଭାଇରଲ ଭିଡ଼ିଓ ।

ଯଦି ପୋଷ୍ଟ ଟି ଭଲ ଲାଗିଥାଏ ତାହେଲେ ତଳେ ଗୋଟିଏ ଲାଇକ କରନ୍ତୁ । ଜୟ ଜଗନ୍ନାଥ ।

Leave a Reply

Your email address will not be published. Required fields are marked *