ରାଶି ଅନୁସାରେ କରନ୍ତୁ ସବୁ ଏହି ଉପାୟ କଲେ ଆପଣ ଜୀବନ ରେ କେବେ ଦୁଃଖ ରହିବନି ।

 

ମଣିଷ ଜୀବନ ଓ ଦୁଃଖ ପରସ୍ପର ଅଙ୍ଗାଅଙ୍ଗୀ ଭାବେ ଜଡ଼ିତ ।ଦୁଃଖ ସୁଖ ମଣିଷର ପରମ ବନ୍ଧୁ ।ସୁଖ ଜୀବନ ସତେ ଯେପରି ପାଣି ଫୋଟୋକା ପରି ସାଙ୍ଗେ ସାଙ୍ଗେ ଉଭେଇ ଯାଏ ।କିନ୍ତୁ ଦୁଃଖ ଜୀବନ ଏକ ପାହାଡ଼ ରୁ ଖସି ପଡିଥିବା ବଡ ପଥର କୁ ଟେକି ଧରିଲା ପରି ଲାଗେ ।ଭାରି ଅସହ୍ୟ କଷ୍ଟ ସଦୃଶ ଲାଗେ ।ସତେ ଯେପରି ଏହି କଷ୍ଟ ରୁ କିପରି ମୁକ୍ତି ମିଳିବ ସେ ବିଷୟରେ ସବୁ ବେଳେ ମଣିଷ ଭାବୁ ଥାଏ ।ତେବେ ଯଦି ସମୟ ଥାଉ ଥାଉ ଏହାର ପ୍ରତିକାର ନ କରାଯାଏ ତେବେ ଜୀବନ ଅତିଶୟ ହୋଇଯାଏ ।ତେବେ ତାହେଲେ ଆସନ୍ତୁ ଜାଣିବା କେଉଁ ରାଶି ର ବ୍ୟକ୍ତି ମାନେ କି ପ୍ରକାର ପ୍ରତିକାର କଲେ ସେମାନଙ୍କର କୌଣସି ଦୁଃଖ ରହିବନି ।

 

ମେଷ- ଏହି ରାଶି ର ବ୍ୟକ୍ତି ମାନେ ଧଳା ଗୋରୁ କୁ ସବୁଜ ଘାସ ଖାଇବାକୁ ଦିଅନ୍ତୁ ।ବୁଧୁବାର ଦିନ ଗୁଡ଼ ଟିକେ ଭାସ ମାନ ଜଳ ରେ ପ୍ରବାହ କରିଦିଅନ୍ତୁ ।ସବୁ ସମସ୍ୟା ର ସମାଧାନ ହୋଇଯିବ ।

 

ବୃଷ- ଘରୁ ବାହାରିବା ବେଲେ ମା ଙ୍କର ପାଦ ସ୍ପର୍ଶ କରି ଜାନ୍ତୁ ।ଦୁଖୀ ଗରିବ କୁ ପ୍ରତି ସନିବାର ଦିନ ଖାଦ୍ୟ ଦାନ କରନ୍ତୁ ।ନିଶ୍ଚୟ ଶୁଭ ଫଳ ମିଳିବ ।

 

ମିଥୁନ- ଏହି ରାଶି ର ବ୍ୟକ୍ତି ମାନେ ଘରୁ ବାହାରି ମା ବୃନ୍ଦ ବତି ଙ୍କୁ ସବୁ ବେଳେ ଦର୍ଶନ କରି ଜାନ୍ତୁ ନିସ୍ଚୟ ଶୁଭ ଫଳ ମିଳିବ।

 

କର୍କଟ-ଗୃହ ର ଦକ୍ଷିଣ ପାର୍ଶୁ ରେ ପାରା ମାନଙ୍କୁ ପ୍ରତିଦିନ ଖାଇବାକୁ ଦିଅନ୍ତୁ ।ଏହା ଦୁଆର ଘରେ ପଜିତିଭ ଶକ୍ତି ର ବୃଦ୍ଧି ହୁଏ ।

 

ସିଂହ- ଏହି ରାଶି ର ବ୍ୟକ୍ତି ମାନେ ପ୍ରତିଦିନ ସୂର୍ଯ୍ୟଦୟ ପୂର୍ବରୁ ଉଠି ଯଦି ସୂର୍ଯ୍ୟ ଙ୍କୁ ପାଣି ଦିଅନ୍ତି ତେବେ ।ସବୁ କାର୍ଯ୍ୟ ରେ ସଫଳ ତା ପ୍ରାପ୍ତି ହେବ ।

 

କନ୍ୟା- ଯଦି କନ୍ୟା ରାଶି ର ବ୍ୟକ୍ତି ବିଶେଷ ରାତିରେ ଶୋଇବା ପୂର୍ବରୁ ଶୋଇବା ଘରେ ଏକ ମାଟି ପାତ୍ର ରେ ପାଣି ରଖି ପ୍ରତିଦିନ ସକାଳୁ ପିଅନ୍ତି ତେବେ ସମସ୍ତ କଷ୍ଟ ରୁ ମୁକ୍ତି ପାଇବେ ।

 

ତୁଳା- ଆପଣଙ୍କ ରାଶି ଅନୁସାରେ ଯେତେ ଦାନ ଧର୍ମ କରିବେ ସେତେ ଲାଭ ପ୍ରାପ୍ତ ହେବେ ।ମନ ପବିତ୍ର ରହିବା ସହ ସମସ୍ତ କାର୍ଯ୍ୟ ସମ୍ପୂର୍ଣ ହେବ ।

 

ବିଛା- ଏହି ରାଶି ର ବ୍ୟକ୍ତି ମାନେ ସବୁ ବେଳେ ଘର ପରିଷ୍କାର ରଖନ୍ତୁ ।ନକରାତ୍ମକ ଶକ୍ତି ଦୁର ହୁଏ ।

 

ଧନୁ- ଗୁରୁବାର ଦିନ ଗରିବ ଲୋକଙ୍କୁ ଅର୍ଣ୍ଣ ଵସ୍ତ୍ର ଦାନ କରନ୍ତୁ । ଖାଇବା ସମୟରେ ଆସୁଥିବା ଅତିଥି ମାନଙ୍କୁ ଚର୍ଚ୍ଚା କରି ଛାଡ଼ନ୍ତୁ ।ସବୁ କାର୍ଯ୍ୟ ରେ ସଫଳତା ପ୍ରାପ୍ତି ହେବ ।

 

ମକର- ସବୁବେଲେ ଅନ୍ୟକୁ ସାହାର୍ଯ୍ୟ ର ମାନବୃତି ରଖନ୍ତୁ ।ଅସୁବିଧା ମଣିଷର ଅଧିକ ନହେଲେ ବି ଅଳ୍ପ ମାତ୍ର ରେ ସାହାର୍ଯ୍ୟ କରନ୍ତୁ ।

 

କୁମ୍ଭ- ଏହି ରାଶି ର ବ୍ୟକ୍ତି ମାନେ ଘର ର ପଶ୍ଚିମ କୋଣ ରେ ଛାଚୁନି ରଖନ୍ତୁ ନାହିଁ ।ଯାହାଫଳରେ ଧନ ର ଅଭାବ ହୁଏ ନାହିଁ ।

 

ମୀନ- ଏହି ରାଶି ର ବ୍ୟକ୍ତି ମାନଙ୍କ ର ଘର ର ପୂର୍ବ ଦିଗ ରେ ମନ୍ଦିର ନିର୍ମାଣ କରନ୍ତୁ ।ପ୍ରତିଦିନ ଲୋକ ଙ୍କୁ  ଖାଦ୍ୟ ବଣ୍ଟନ କରନ୍ତୁ ।

 

ଧନ୍ୟବାଦ।

Leave a Reply

Your email address will not be published. Required fields are marked *