ରାସନ କାର୍ଡ଼ ଥିଲେ ଦେଖନ୍ତୁ ଆସିଲା ନୂଆ ନିୟମ । ନ ମାନିଲେ ମିଳିବନି ରାସନ…

 

ନମସ୍କାର ବନ୍ଧୁ ଗଣ ଆପଣ ମାନଙ୍କୁ  ଆମ ର ଏହି ସୁନ୍ଦର ୱେବ ପୋର୍ଟାଲ କୁ ସ୍ୱାଗତ କରୁଅଛୁ । ଆଜି ଏହି ପୋଷ୍ଟ ମାଧ୍ୟମରେ ଆମେ ଆପଣ ମାନଙ୍କୁ । ଜଣାଇ ବାକୁ ଯାଉଛୁ ସରକାର ଙ୍କ ନୂଆ ନିୟମ ସମ୍ପର୍କରେ ଯାହା ଦ୍ୱାରା ସମସ୍ତ ରାସନ କାର୍ଡ଼ ଧାରି  ମାନଙ୍କ ଉପରେ ପଡିବାକୁ ଯାଉଛି ଚଡକ ସେ ବିଷୟରେ କହିବାକୁ ଯାଉଛି । ତେବେ ଆପଣ ଏହି ପୋଷ୍ଟ କୁ ଆରମ୍ଭ ରୁ ଶେଷ ପର୍ଯ୍ୟନ୍ତ ପଢ଼ନ୍ତୁ । ଆଉ ଜାଣି ପାରିବେ ସମ୍ପୂର୍ଣ୍ଣ ତଥ୍ୟ । 

 

ତେବେ ଆପଣ ମାନେ ଜାଣିଥିବେ ବର୍ତ୍ତମାନ ସମୟରେ ରାସନ କାର୍ଡ଼ କେତେ ଜରୁରୀ । ଏହା ଦେଶ ର ଯେକୌଣସି ସ୍ଥାନ ରେ ଥିଲେ ବି ଯଦି ଆପଣଙ୍କ ପାଖରେ ରାସନ କାର୍ଡ଼ ଅଛି ତେବେ ଆପଣ ଦେଶ ର କେଉଁ ବି ସ୍ଥାନ ରୁ ରାସନ ପାଇଁ ପାରିବେ । ତେବେ ରାସନ କାର୍ଡ଼ ହିତାଧିକାରୀ ଙ୍କୁ ସରକାର ଙ୍କ ତରଫରୁ ସ୍ୱଳ୍ପ ମୂଲ୍ୟ ମାତ୍ର ୧ କିମ୍ବା ୨ ଟଙ୍କା ରେ ଚାଉଳ ବା ଗହମ ମିଳିଥାଏ । 

 

ତେବେ କେନ୍ଦ୍ର ସରକାର ବର୍ତ୍ତମାନ ସମୟରେ ୩ କୋଟି ରାସନ କାର୍ଡ଼ ହିତାଧିକାରୀଙ୍କ ଖାତା ବନ୍ଦ କରିବାକୁ ଯାଉଛନ୍ତି । ତେବେ ଯେଉଁ ମାନଙ୍କ ର ରାସନ କାର୍ଡ଼ ସହିତ ନିଜର ଆଧାର କାର୍ଡ ସଂଯୁକ୍ତ ହୋଇ ନାହିଁ ସେହି ମାନଙ୍କ ର ରାସନ କାର୍ଡ଼ ଏହି ମାସ ଶେଷ ସୁଦ୍ଧା କଟିଯିବ ବୋଲି ସୂଚନା ଦେଇଛନ୍ତି କେନ୍ଦ୍ର ସରକାର । ତେବେ ଆଧାର କାର୍ଡ ରାସନ କାର୍ଡ଼ ସହିତ ସଲଘନ ହେବା ଦ୍ୱାରା କୌଣସି ଡ଼ିଲର ଆଉ ଚାଉଳ କିମ୍ବା ଗହମ ମାରି ଖାଇ ପାରିବ ନାହିଁ । ସଠିକ ଲୋକ ସଠିକ ଚାଉଳ ଗହମ ପାଇଁ ପାରିବେ ।

 

ତେବେ ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

 

ଧନ୍ୟବାଦ ।

 

Leave a Reply

Your email address will not be published. Required fields are marked *