ରାସନ କାର୍ଡ କୁ ନେଇ ବଡ଼ ଖୁଲାସା କଲେ ସରକାର । ଜାଣିଲେ ଆପଣ ଖୁସି ହୋଇଯିବେ । ଯଦି ଅଛି ତେବେ ଜାଣନ୍ତୁ ଏବଂ ଯଦି ନାହିଁ ତେବେ ଦେଖନ୍ତୁ …

 

ନମସ୍କାର ବନ୍ଧୁ ଗଣ ଆପଣ ମାନଙ୍କୁ  ଆମ ର ଏହି ସୁନ୍ଦର ୱେବ ପୋର୍ଟାଲ କୁ ସ୍ୱାଗତ କରୁଅଛୁ । ଆଜି ଏହି ପୋଷ୍ଟ ମାଧ୍ୟମରେ ଆମେ ଆପଣ ମାନଙ୍କୁ । ଜଣାଇ ବାକୁ ଯାଉଛୁ ରାସନ କାର୍ଡ ସମ୍ପର୍କରେ । ତେବେ ଆପଣ ଏହି ପୋଷ୍ଟ କୁ ଆରମ୍ଭ ରୁ ଶେଷ ପର୍ଯ୍ୟନ୍ତ ପଢ଼ନ୍ତୁ । ଆଉ ଜାଣି ପାରିବେ ସମ୍ପୂର୍ଣ୍ଣ ତଥ୍ୟ । ବର୍ତ୍ତମାନ ସମୟରେ ଆଧାର କାର୍ଡ ଭଳି ରାସନ କାର୍ଡ ମଧ୍ୟ ସମସ୍ତ ଗରିବ ସୀମା ରେଖା ତଳେ ରହୁଥିବା ଲୋକ ମାନଙ୍କ ପାଇଁ ଜରୁରୀ । 

 

ତେବେ ରାସନ କାର୍ଡ ନଥିଲେ ଜଣେ ଗରିବ ତଥା ବିଧବା କିମ୍ବା ଅସହାୟ ଘରେ ଚୁଲି ଜଳି ପାରିବା ସହିତ ସମାନ । ତେବେ ରାସନ କାର୍ଡ ଦ୍ୱାରା ଆପଣ ସରକାର ଙ୍କ ଠାରୁ ଚାଉଳ ଏବଂ ଗହମ ପାଇ ପାରିବେ । ଯଦି ଏହା ଆପଣଙ୍କ ପାଖରେ ନାହିଁ ତେବେ ଆପଣ ସରକାର ଙ୍କ ଦ୍ଵାରା କରାଯାଇଥିବା ଏହି କାର୍ଯ୍ୟ କରନ୍ତୁ ଦେଖିବେ ଆପଣ ଏକ ଦିନ କିମ୍ବା ଦୁଇ ଦିନ ମଧ୍ୟରେ ଆପଣଙ୍କ ରାସନ କାର୍ଡ କରିପାରିବେ । ତେବେ ପ୍ରଥମରୁ କହିଦେବାକୁ ଚାହୁଁଚି ଯେ ଏହା ସାଧାରଣତଃ ଗରିବ ସୀମା ରେଖା ତଳେ ରହୁଥିବା ଲୋକମାନଙ୍କ ପାଇଁ । 

 

ଏହାକୁ ଏପ୍ଲାଇ କରିବା ପାଇଁ ଆପଣ ମାନଙ୍କୁ ବାସ ଗୋଟିଏ ରେସନ କାର୍ଡ ଫର୍ମ ତଥା କଲର ପାସଫୋଟ ଓ ଏହି ଫର୍ମ କୁ ବାସ ପୂର୍ଣ୍ଣ କରିବା ପାଇଁ ପଡି ଥାଏ । ଏବେ ଏହାକୁ ସରକାର ସଂମ୍ପର୍ଣ୍ଣ ଭାବେ କହିଛନ୍ତି । ରେସନ କାର୍ଡ ବନେଇବା ପାଇଁ ଦରକାର ଦସ୍ତାବିଜ । ପ୍ରେଥମେ ପାଣି ବିଜୁଳି ବିଲ ,ନିଜର ପ୍ରୋପଟିର କିଛି କାଗଜ ପତ୍ର ,ଗାଁ ର ସରପଞ୍ଚ ହାତର ଲେଖା । ,ତଥା ଏଥି ପାଇଁ ମିଳୁ ଥିବା ଫର୍ମ ଓ କଲର ପାସଫର୍ଟ ଫୋଟ ଇତ୍ୟାଦି ।ତେବେ ଏହି ସବୁ ତଥ୍ୟ ନେଇ ନିଜ ବ୍ଳକରେ ଦାଖଲ କଲେ ଆପଣଙ୍କର ରାସନ କାର୍ଡ ବନି ପାରିବ ।

 

ତେବେ ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

 

ଧନ୍ୟବାଦ ।

Leave a Reply

Your email address will not be published. Required fields are marked *