ରାସ୍ତା ଉପରେ ଅଗଲା ପ୍ରକାର ନାଚିଲେ ଯୁବତୀ ଭିଡ଼ିଓ ହେଲା ଭାଇରଲ…

 

ନମସ୍କାର ବନ୍ଧୁ ଗଣ ଆପଣ ମାନଙ୍କୁ  ଆମ ର ଏହି ସୁନ୍ଦର ୱେବ ପୋର୍ଟାଲ କୁ ସ୍ୱାଗତ କରୁଅଛୁ । ଆଜି ଏହି ପୋଷ୍ଟ ମାଧ୍ୟମରେ ଆମେ ଆପଣ ମାନଙ୍କୁ । ଜଣାଇ ବାକୁ ଯାଉଛୁ କିଭଳି ଓଡ଼ିଆ ଯୁବତୀ ମାନେ ଝୁମେଇ ହୋଇ ହିନ୍ଦୀ ଗୀତରେ ରାସ୍ତା ଉପରେ ପୁରା ଛୀନ ଛତର କରିଦେଲେ ସେ ବିଷୟରେ କହିବାକୁ ଯାଉଛୁ  । ତେବେ ଆପଣ ଏହି ପୋଷ୍ଟ କୁ ଆରମ୍ଭ ରୁ ଶେଷ ପର୍ଯ୍ୟନ୍ତ ପଢ଼ନ୍ତୁ । 

 

ଆଉ ଜାଣି ପାରିବେ ସମ୍ପୂର୍ଣ୍ଣ   ତଥ୍ୟ । ବର୍ତ୍ତମାନ ସମୟରେ ଦେଶ କେତେ ଆଗକୁ ଗଲାଣି । ଲୋକ ମାନଙ୍କ ମଧ୍ୟରେ ପୁଅ ଝିଅ ଭଳି ଯେଉଁ କୁସ୍ଚିତ ଚିନ୍ତା ଧାରା କିମ୍ବା ପୁଅ ଯେଉଁ କାମ କରିପାରିବେ ଝିଅ ନୁହଁଇ ଏହି ଭଳି ଚିନ୍ତା ଧାରା ର ଦିନ କୁ ଦିନ ଅବସାଦ ଘଟିବାରେ ଲାଗିଲାଣି । 

 

ଯାହାର ଜ୍ବଳନ୍ତ ଉଦାହରଣ ହେଉଛି ବର୍ତ୍ତମାନ ସମୟର ଝିଅ ମାନେ ମନ ଇଚ୍ଛା ରାସ୍ତା ଉପରେ ହେଉ କିମ୍ବା ନିଜ କଲେଜ ରେ ସବୁଠାରେ ନିଜର ଏକ ସ୍ୱତନ୍ତ୍ର ପତିଆରା ଜାହିର କରିବା ଆରମ୍ଭ କଲେଣି । ସେହିଭଳି ରାଜଧାନୀ ରେ ରମାଦେବୀ କଲେଜ ର ଏକ ଦୃଶ୍ୟ କଥା କହିବାକୁ ଯାଉଛୁ । ଯେଉଁଥିରେ ଝିଅ ମାନେ ରାସ୍ତା ଉପରେ ଗୀତ ବଜାଇ ଡ୍ୟାନ୍ସ କରି ନିଜର ସ୍ୱାଧୀନତା କୁ ଖୋଲା ଆକାଶ ତଳେ ମନ ଖୋଲି ଉଡୁଥିବା ପକ୍ଷୀ ଭଳି ଉପଭୋଗ କରୁଛନ୍ତି । 

 

ତେବେ ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

 

ଧନ୍ୟବାଦ ।

Leave a Reply

Your email address will not be published. Required fields are marked *