ରୁମ ନଂ-୨୦୧ ରେ ସେଦିନ କଣ ଘଟିଥିଲା । oyo ରୁମ ରୁ ପୋଲିସ କୁ ମିଳିଲା ଆପତ୍ତିଜନକ ଜିନିଷ….

 

ନମସ୍କାର ବନ୍ଧୁ ଗଣ ଆପଣ ମାନଙ୍କୁ  ଆମ ର ଏହି ସୁନ୍ଦର ୱେବ ପୋର୍ଟାଲ କୁ ସ୍ୱାଗତ କରୁଅଛୁ । ଆଜି ଏହି ପୋଷ୍ଟ ମାଧ୍ୟମରେ ଆମେ ଆପଣ ମାନଙ୍କୁ । ଜଣାଇ ବାକୁ ଯାଉଛୁ ଝରାଫୁଲ ହତ୍ୟାକାଣ୍ଡ ରେ ଆସିଲା ନୂଆ ମୋଡ଼ । ରୁମ ନମ୍ବର ୨୦୧ ରୁ ପୋଲିସ ପାଇଥିବା ସୁରାଗ ବିଷୟରେ କହିବାକୁ ଯାଉଛୁ । ତେବେ ଆପଣ ଏହି ପୋଷ୍ଟ କୁ ଆରମ୍ଭ ରୁ ଶେଷ ପର୍ଯ୍ୟନ୍ତ ପଢ଼ନ୍ତୁ । ଆଉ ଜାଣି ପାରିବେ ସମ୍ପୂର୍ଣ୍ଣ ତଥ୍ୟ । 

 

ତେବେ ଆପଣ ମାନେ ଝରାଫୁଲ ହତ୍ୟା କାନ୍ଦ ବିଷୟରେ ଭଲ ଭାବେ ଜାଣି ସାରିଥିବେ । ତେବେ ବର୍ତ୍ତମାନ ପୋଲିସ ର ହାତ କୁ ଲାଗିଛି ଏକ ନୂଆ ସୁରାଗ । ତେବେ ଆପଣ ମାନେ ଜାଣିଥିବେ ଝରାଫୁଲ ର ପ୍ରେମିକ ରାକେଶ ନିଜକୁ ପୋଲିସ ଙ୍କ ପାଖରେ ନିଜେ ସରେଣ୍ଡର କରିଥିବା ବେଳେ ପୋଲିସ କିନ୍ତୁ ତନାଘନା ଜାରି ରଖିଛି । ତେବେ ବର୍ତ୍ତମାନ ରାକେଶ ଏବଂ ଝରାଫୁଲ ରାତି ବିତାଇଥିବା ହୋଟେଲ କୁ ଯାଇ ସେଠାରେ ସେ ତନାଘନା ଆରମ୍ଭ କରିଥିଲେ ।

 

 ତେବେ ସେଠାରେ ପୋଲିସ ସେମାନଙ୍କ ଫିଙ୍ଗର ପ୍ରିଣ୍ଟ ସ୍କାନ କରିବା ସହ ଝରାଫୁଲ ର ଚୁଟି କୁ ଆଣି ମେଡିକାଲ ଟେଷ୍ଟ ପାଇଁ ପଠାଇଛନ୍ତି । ତେବେ ଆଗକୁ କଣ ହେଉଛି ଝରାଫୁଲ କେଶ ରେ କି ମୋଡ଼ ଆସୁଛି ଜାଣିବାକୁ ଚାହୁଁଥିଲେ । ଆମ୍ଭ ସହ ଯୋଡି ରୁହନ୍ତୁ । ସମସ୍ତ ଅପଡେଟ ସର୍ବପ୍ରଥମେ ଆପଣ ଜାଣିପାରିବେ। 

ତେବେ ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

 

ଧନ୍ୟବାଦ ।

 

Leave a Reply

Your email address will not be published. Required fields are marked *