ରେକର୍ଡ କଲା ଫୁଣି କରୋନା । ଦେଖନ୍ତୁ କଣ ହେବ ସରକାରଙ୍କ ନିଷ୍ପତି…

 

ନମସ୍କାର ବନ୍ଧୁ ଗଣ ଆପଣ ମାନଙ୍କୁ  ଆମ ର ଏହି ସୁନ୍ଦର ୱେବ ପୋର୍ଟାଲ କୁ ସ୍ୱାଗତ କରୁଅଛୁ । ଆଜି ଏହି ପୋଷ୍ଟ ମାଧ୍ୟମରେ ଆମେ ଆପଣ ମାନଙ୍କୁ । ଜଣାଇ ବାକୁ ଯାଉଛୁ ଗତ ୨୪ ଘଣ୍ଟା ମଧ୍ୟରେ ରେକର୍ଡ ଭାଙ୍ଗିଥିବା କରୋନା ବିଷୟରେ ଯାହା ଭାରତ କୁ ଶିର୍ଷ ରେ ପହଞ୍ଚାଇ ପାରିଛି । ତେବେ ଆପଣ ଏହି ପୋଷ୍ଟ କୁ ଆରମ୍ଭ ରୁ ଶେଷ ପର୍ଯ୍ୟନ୍ତ ପଢ଼ନ୍ତୁ । ଆଉ ଜାଣି ପାରିବେ ସମ୍ପୂର୍ଣ୍ଣ ତଥ୍ୟ ।

 

ତେବେ ଆପଣ ଜାଣିଲେ ଆଶ୍ଚଯ୍ୟ ହେବେ ଗତ ୨୪ ଘଣ୍ଟା ମଧ୍ୟରେ କରୋନା ରେକର୍ଡ ସାରା ବିଶ୍ୱ ରେ ଅଧିକ କରୋନା ସଂକ୍ରମିତ ହୋଇଛନ୍ତି ଭାରତ ରେ । ତେବେ ସମସ୍ତ କରୋନା ରିପୋର୍ଟ ମଧ୍ୟରୁ କେବଳ ମହାରାଷ୍ଟ୍ର ରୁ ୬୪% କରୋନା ରୋଗୀ ଚିନ୍ହଟ ହୋଇଛନ୍ତି । ଏବଂ ଓଡିଶାରୁ ୮୪ ଜଣ କରୋନା ପଜିଟିଭ ଚିନ୍ହଟ ହୋଇଛନ୍ତି । 

 

ତେବେ ଗତ ୨୪ ଘଣ୍ଟା ରେ ଭାରତ ରେ ୩୫୮୬୯ କରନା ପଜିଟିଭ ଚିନ୍ହଟ ହୋଇଛନ୍ତି । ସେଥିମଧ୍ୟରୁ ୨୩୪୮୮ ଜଣ କେବଳ ମହାରାଷ୍ଟ୍ର ରୁ ହିଁ ଚିନ୍ହଟ ହୋଇଛନ୍ତି । ତେବେ ଓଡ଼ିଶାରେ ବାହାରି ଥିବା କରୋନା ସଂକ୍ରମିତ ଙ୍କ ମଧ୍ୟରୁ ୪୯ ଜଣ ସଙ୍ଗରୋଧ ରେ ଥିଲେ ଏବଂ ୩୫ ଜଣ ଲୋକାଲ ରୁ ଚିନ୍ହଟ ହୋଇଛନ୍ତି  । ତେବେ ସରକାର ଗାଇଡ଼ ଲାଇନ କୁ କଡାକଡି ମାନିବାକୁ କହିଛନ୍ତି ।

 

ତେବେ ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

 

ଧନ୍ୟବାଦ ।

 

Leave a Reply

Your email address will not be published. Required fields are marked *