ରେକର୍ଡ ଭାଙ୍ଗିଲା କରୋନା । ସରକାର ଙ୍କ ବଡ଼ ଘୋଷଣା ପୁଣି ହେବ ଲକଡାଉନ …

 

ନମସ୍କାର ବନ୍ଧୁ ଗଣ ଆପଣ ମାନଙ୍କୁ  ଆମ ର ଏହି ସୁନ୍ଦର ୱେବ ପୋର୍ଟାଲ କୁ ସ୍ୱାଗତ କରୁଅଛୁ । ଆଜି ଏହି ପୋଷ୍ଟ ମାଧ୍ୟମରେ ଆମେ ଆପଣ ମାନଙ୍କୁ । ଜଣାଇ ବାକୁ ଯାଉଛୁ କରୋନା ର ଭୟଙ୍କର ରୂପ ବିଷୟରେ ଯାହାକୁ ନେଇ ରାଜ୍ୟ ସରକାର ଚିନ୍ତିତ ହେବା ସହ ଏକ ଜରୁରୀ କାଳୀନ ବୈଠକ ଡ଼କାଇଛନ୍ତି ସେ ସମ୍ପର୍କରେ କହିବାକୁ ଯାଉଛୁ ।

 

ତେବେ ଆପଣ ଏହି ପୋଷ୍ଟ କୁ ଆରମ୍ଭ ରୁ ଶେଷ ପର୍ଯ୍ୟନ୍ତ ପଢ଼ନ୍ତୁ । ଆଉ ଜାଣି ପାରିବେ ସମ୍ପୂର୍ଣ୍ଣ ତଥ୍ୟ । ତେବେ କରୋନା ର ବର୍ଦ୍ଧିତ କେସ କୁ ଆଖି ଆଗରେ ରଖି ସରକାର ପୂର୍ବ ପ୍ରସ୍ତୁତି ଆରମ୍ଭ କରିଦେଲେଣି । ଲୋକମାନେ ସତର୍କ ହେବାକୁ ନିର୍ଦେଶ ଦେବା ସହିତ ,ମାସ୍କ ଏବଂ ସାନିଟାଇଜର ବ୍ୟବହାର ଏବଂ ଦୂରତା ରକ୍ଷା କରିବା  ପାଇଁ ରାଜ୍ୟ ସରକାର ନିର୍ଦେଶ ଦେଇଛନ୍ତି । 

 

ତେବେ ଏହି ନିୟମ ମୁ କଡାକଡି ପାଳନ କରିବା ସହିତ ଆଜି ସରକାର ରାଜ୍ୟ ମୁଖ୍ୟ ଶାସନ ସଚିବ , ମୁଖ୍ୟ ସ୍ୱାସ୍ଥ୍ୟ ସଚିବ ସମସ୍ତ ଜିଲ୍ଲା ର ଜିଲ୍ଲାପାଳ ଏବଂ ସ୍ୱତନ୍ତ୍ର ରିଲୀଫ କମିଶନର ଙ୍କ ସହ ଏକ ଭିଡ଼ିଓ କନଫ୍ରେସିଂ ଜରିଆରେ କଥା ହୋଇଛନ୍ତି। ଏହା ସହିତ ଆଜି ୧୪୬ କରୋନା ପିଜିଟିଭ ରିପୋର୍ଟ ଆସିଥିବା ସହ ରାଜ୍ୟ ର ମାଲକାନଗିରି ଜିଲ୍ଲା ରେ ନାଇଟ କର୍ଫ୍ୟୁ ଜାରୀ କରିବା ପାଇଁ ନିର୍ଦେଶ ଦେଇଛନ୍ତି ରାଜ୍ୟ ସରକାର । 

 

ତେବେ ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

 

ଧନ୍ୟବାଦ ।

 

Leave a Reply

Your email address will not be published. Required fields are marked *